Swastik Tv News Odisha

Viral video – ପାଞ୍ଚ ମହଲା ଛାତରେ ଚଢ଼ି ପ୍ରେମିକା ଦେଲା ଧମକି, ମୋତେ ବିବାହ କର ନହେଲେ ଏଇଠୁ ଡେଇଁ ପଡ଼ିବି ଆଉ ତା’ପରେ ଯାହା ଘଟିଲା

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମ ହେଉଛି ଏକ ମାରାତ୍ମକ ରୋଗ ।ଆଉ ଏହି ରୋଗରେ ପ୍ରାୟ ୯୦ ପ୍ରତିଶତ ଲୋକ ଆକ୍ରାନ୍ତ ଅଟନ୍ତି ।ଏହା ଏମିତି ଏକ ରୋଗ ଯାହାର କିଛି ଜାତି, ବର୍ଣ୍ଣ , ଭେଦଭାବ କିଛି ବି ନାହିଁ। ଏହା ଦୁଇ ଟି ହୃଦୟ ର ମିଳନ ଅଟେ ।ଏହା କାହାକୁ ବି ହୋଇଥାଏ ।କିନ୍ତୁ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ଏହି ପ୍ରେମ ଆଜି କାଲିର ଯୁବ ପିଢ଼ି ଙ୍କ ପାଖରେ ଅଧିକ ମାତ୍ରରେ ଦେଖାଯାଉଛି ।କିନ୍ତୁ ବର୍ତ୍ତମାନ ର ପ୍ରେମ ଆଉ ପୂର୍ବ କାଳର ରାଧା-କୃଷ୍ଣ ଙ୍କ ପରି ପବିତ୍ର ନୁହେଁ। ଏହି ପ୍ରେମରେ ସେହିପରି ବୁଝାମଣା ,ବିଶ୍ୱାସ ଏବଂ ପବିତ୍ରତା ନାହିଁ ।ବର୍ତ୍ତମାନ ର ପ୍ରେମରେ ଭରି ରହିଛି ଖାଲି ସ୍ୱାର୍ଥପରତା ଏବଂ ଅଶୀଳତା ଏବଂ ଧକ୍କା।

ତେବେ ସାଧାରଣ ଭାବରେ ଲୋକମାନେ କହିଥାନ୍ତି ଯେ, ପୁଅ ଙ୍କ ଅପେକ୍ଷା ଝିଅ ମାନେ ପ୍ରେମରେ ଅଧିକ ଧକ୍କା ଦେଇଥାନ୍ତି। ସେମାନେ ଜଣେ ଯୁବକ ଙ୍କୁ ପ୍ରେମ କରିଥାନ୍ତି ଏବଂ ପରେ ଅନ୍ୟ ଜଣ ଙ୍କୁ ବିବାହ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସେମିତି କିଛି କହିବା ଉଚିତ ହେବ ନାହିଁ କାରଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯାହା ଦେଖିବାକୁ ମିଳୁଛି ଯେ, ପୁଅ ମାନେ ମଧ୍ୟ ଝିଅ ମାନଙ୍କୁ ପ୍ରେମ କରି ଅଧା ରାସ୍ତାରେ ଛାଡି ଦେଇଛନ୍ତି ଏବଂ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରୁଛନ୍ତି। ଫଳରେ ଏଥିରେ ପୀଡିତ ଯୁବତୀ କେତେବେଳେ ଆତ୍ମହତ୍ୟା କରିଛନ୍ତି ତ୍ ପୁଣି କେତେବେଳେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।

ତେବେ ଆମେ ଆଜି ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯେଉଁଥିଲେ ଜଣେ ଯୁବକ ତାଙ୍କର ପ୍ରେମିକା କୁ ଧକ୍କା ଦେଇ ଅନ୍ୟ ଜଣ ଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ସେହି ଝିଅ ଟି ଯାହା କରିଚନ୍ତି ତାହା ଜାଣିଲେ ଆପଣ ଆବାକ ହୋଇ ରହିଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି। ସୂଚନା ଅନୁସାରେ, ଘଟଣା ଟି ଦେଖିବାକୁ ମିଳିଥିଲା ପୁରୁଣା ଦିଲ୍ଲୀ ର ଗୀତା କୋଲନୀ ରେ ଯେଉଁ ଠାରେ ଜଣେ ଯୁବତୀ ନିଜ ପ୍ରେମିକ ର ବାହାଘର ରେ ହାଇ ଭଲଟେଜ ଡ୍ରାମା ଆରମ୍ଭ କରଦେଇଥିଲେ।

ତେବେ ସେ ପ୍ରେମିକ ର ଘରର ୫ ମହଲା ଉପର କୁ ଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କର ଗୋଟିଏ ଦାବି ଥିଲା କି ସେହି ଯୁବକ ତାଙ୍କୁ ବିବାହ କରନ୍ତୁ ନଚେତ ସେ ଆତ୍ମହତ୍ୟା କରିବେ ।ତେବେ ସମ୍ପୂର୍ଣ୍ଣ ଘଟଣା କିଛି ଏପରି ଥିଲା କି, ଯୁବକ ଜଣଙ୍କ ପୂର୍ବରୁ ଏହି ମହିଳା ଙ୍କୁ ପ୍ରେମ କରିଥିଲେ ମାତ୍ର ପରେ ଆଉ ଜଣ ଙ୍କୁ ପ୍ରେମ ବିବାହ କରିବାକୁ ଯାଉଥିଲେ। ଯାହା ଜାଣିବା ପରେ ପ୍ରେମିକ ର ବିବାହ ଦିନ ଝିଅ ଟି ତାଙ୍କ ଘରକୁ ଆସି ୫ ମହଲା ଉପର କୁ ଚଢି ଯାଇଥିଲା। ଆଉ କହିଥିଲା କି ସେ ତାଙ୍କୁ ବିବାହ ନକଲେ ସେ ଆତ୍ମହତ୍ୟା କରିବ ।

ତେବେ ଏଥିରେ କୋଲନୀ ର ଲୋକମାନେ ଯୁବତୀ ଙ୍କୁ ବୁଝାଇ ବୁଝାଇ ଥକି ଯାଇଥିଲେ। ପରେ ସେଠାରେ ପୋଲିସ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସହ କଥାବାର୍ତ୍ତା କରିବା ପରେ ଯୁବତୀ ଜଣଙ୍କ ତଳକୁ ଆସିଥିଲେ। ତେବେ ଏହି ଘଟଣା କେହିଜଣେ ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ଏହା ନିଆଁ ପରି ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.