Swastik Tv News Odisha

ଝିଅଟି ଯେତେବେଳେ ଆକାଶ ରେ ଉଡିବାକୁ ଲାଗିଲା ସେତେବେଳେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭାଇରଲ ହେଉଛି ଭିଡିଓ – viral video

0

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମର ସୋସିଆଲ ମିଡ଼ିଆ ନିର୍ବାହ କରିଥାଏ । କେବଳ ସୋସିଆଲ ମିଡ଼ିଆ ଦ୍ବାରା ଆମେ ଆମ ଚତୁରପର୍ଶ୍ଵ ରେ କଣ ସବୁ ହେଉଛି କଣ ନାହିଁ ତା ବିଷୟରେ ଜାଣିପାରିଥାଉ। ଏହା ଆମର ଦ୍ୱିନ୍ୟଦିନ ଜୀଵନ କୁ ବଂଚିବା ରେ ବହୁତ ସହଜ କରଦେଇଥାଏ। ଏହା ସମାଜ କୁ ନୀତି ଶିକ୍ଷା ଦେବା ସହ ସରକାର ଓ ଲୋକଙ୍କ ମଧ୍ୟରେ ଏକ ବନ୍ଧନ ମଧ୍ୟ ରଖିଥାଏ । କିନ୍ତୁ ସୋସିଆଲ ମିଡ଼ିଆ ରେ କେବେ ଏମିତି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା କୁ ବିଶ୍ୱାସ କରିବା ବହୁତ କଠିନ ହୋଇଥାଏ।

ଆମେ ଏକଥା କୁ ନିଶ୍ଚିତ ଭାବରେ ଗ୍ରହଣ କରିଥାଉ କି ଟେକ୍ନୋଲୋଜି ଯେତେ ଉନ୍ନତି କଲେ ମଧ୍ୟ ଆମେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖିଥାଉ ଏବଂ ସେହି ବିଶ୍ୱାସ ହିଁ ଆମକୁ ସବୁ ସମସ୍ୟା ରୁ ମୁକ୍ତି ମିଳିଥାଏ। ତେବେ କୁହାଯାଏ କି ୩୩ କୋଟି ଦେବାଦେବୀ ରହିଛନ୍ତି କିନ୍ତୁ ଭଗବାନ ଶିବ ଙ୍କର ମହାତ୍ମୀୟତା କିଛି ଅଲଗା ରହିଛି।

ତେବେ ଆଜି ଆମେ ଆପଣଂକୁ ଯେଉଁ ଘଟଣା ବିଷୟରେ ଜଣେଇବୁ ତାହା ଆପଣଙ୍କୁ ଏକ କାହାଣୀ ପରି ଲାଗିବ କିନ୍ତୁ ଆପଣ ଭଗବାନ ଙ୍କୁ ବିଶ୍ୱାସ କରୁନଥିଲେ ଏହି ଘଟଣା ଟି ଜାଣିବା ପରେ ନିଶ୍ଚିତ ବିଶ୍ଵାସ କରିବେ।ତେବେ ଘଟଣା ଟି କିଛି ଏପରି ଥିଲା କି ଭଗବାନ ଶିବ ଙ୍କର ଦର୍ଶନ ସ୍ଥାନରେ ନିଜ ଝିଅ କୁ ହଜାଇ ଦୁଖଃ କରୁଥିବା ପିତା ମାତା ଙ୍କ ପାଖକୁ ଭଗବାନ ଶିବଙ୍କ କୃପା ରୁ ସମୁଦ୍ର ରୁ ଉଡି ଉଡି ଆସି ବାପା ମା ଙ୍କ ପାଖରେ ପହଞ୍ଚି ଥିଲା।

ତେବେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଥିଲା କାନପୁର ର ଏକ ପରିବାର ସହ ।ତେବେ ଏଠାରେ ଆଦର୍ଶ ନାମକ ଜଣେ ଯୁବକ ଙ୍କର ବିବାହ ର ୩ ବର୍ଷ ପର୍ଯ୍ୟନ୍ତ ପିଲାପିଲି ହେଉନଥିଲେ ତେଣୁ ସେମାନେ ବହୁତ ଦୁଖଃ ରେ ଥିଲେ। ତେବେ ତାଙ୍କୁ କେହି ଜଣେ ତାଙ୍କୁ ଜଣେ ଜ୍ଞାନୀ ବାବା ଙ୍କୁ ଦେଖାକରିବାକୁ ଆଉ ସେମାନେ ଦେଖାକଲେ ମଧ୍ୟ ତେବେ ବାବା ଜଣଙ୍କ ତାଙ୍କୁ ଦେଖୁଦେଖୁ କହିଲେ ତୁମେ ଶିବ ଙ୍କୁ ପୂଜା କର ଏବଂ ପିଲା ଟିଏ ହେବା କିନ୍ତୁ ପରେ ତୁମର ପିଲା ଟିକୁ ନେଇ ଗଙ୍ଗା ରେ ଗାଧେଇ କୁମ୍ଭମେଳା ବୁଲେଇବ ବୋଲି ।

ତେବେ ସତ କୁ ସତ ଆଦର୍ଶ ଏବଂ ତାଙ୍କ ପତ୍ନୀ ଙ୍କର ଏକ କନ୍ୟା ସନ୍ତାନ ହେଲା ଏବଂ ଦେଖୁ ଦେଖୁ ତାକୁ ୪ ବର୍ଷ ପୁରି ଗଲା। ତେବେ ସେମାନେ ବାବା ଙ୍କର କଥା ଅନୁସାରେ କୁମ୍ଭ ମେଳା ବୁଲିଯିବା କୁ ସାବ୍ୟସ୍ତ କଲେ ଏବଂ ଗଙ୍ଗା ବୁଡ଼ ମାରିଲେ । ତେବେ ସେଠାରେ ବହୁତ ଭିଡ଼ ହେବାକୁ ଲାଗିଲା ଆଉ ଭିଡ଼ ଭିତରେ ପିଲାଟି ହଜି ଗଲା ଏବଂ ଦୁହେଁ ବହୁତ ମନ କଷ୍ଟ ରେ ଭଗବାନ ଙ୍କର ଦ୍ବାର ଆଗରେ କାନ୍ଦିବାକୁ ଲାଗିଲେ ।ତେବେ ସେତିକି ବେଳେ ହାତଟ ପିଲାଟି ସମୁଦ୍ର ଆଡୁ ଉଡି ଉଡି ଆସି ତାଙ୍କ ପାଖରେ ପଡିଲା। ଏହା ଦେଖି ସମସ୍ତେ ଚକିତ ହୋଇଗଲେ ଏବଂ ଭଗବାନ ଙ୍କୁ ବହୁତ ଧନ୍ୟବାଦ ଜଣାଇଲେ ।ତେବେ ଭଗବାନ ଙ୍କର ଲୀଳା ସତରେ କେହିବି ଜାଣିପାରିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.