Swastik Tv News Odisha

ଦେଖନ୍ତୁ ଭିଡିଓ – ମାମୁଁଙ୍କୁ ବାହା ହେବା ପାଇଁ ଭାଣେଜୀ ଜିଦରେ ଅଟଳ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ

0

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି ।

ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ । ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି ।
ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

ମଣିଷ ଆଜି କାଲି କେବଳ ଧୋକା ଓ ଛଳନା ଶିଖିଛି । ଏଠିକାର ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛଳନା । ଲୋଭ , ସେକ୍ସ ଓ ଧୋକା ଛଡ଼ା ଆଉ କିଛି ଭି ଏବେ କା ଲୋକେ ଜାଣି ନାହାନ୍ତି । ଆଜି ରାତି ର ଲୋକେ କେବଳ ଗୋଟିଏ କଥା ବୁଝିଛନ୍ତି ରାତ୍ ଗଈ ବାତ୍ ଗୟ । ଆଜି କାଲି ର ପ୍ରେମ ସହେ ରୁ ଅନେଶତ ଭାଗ ଲୋକ ଅନଲାଇନ ରେ କରୁଛନ୍ତି ।

ଯାହା ଉପରେ କିଛି ବିଶ୍ୱାସ ନାହିଁ । ଏହି ଅନଲାଇନ ରେ ଯେ କେତେ ପରିମାଣ ର ଠକେଇ ହେଉଛି ତାହା କଳନା କରା ଯାଇ ପାରିବ ନାହିଁ । ଆଜି କାଲି ର ଝିଅ ପୁଅ ଙ୍କ ପ୍ରେମ ତାର ମନ ଦେଖି ହେଉନାହିଁ । କେବଳ କାମନା ଓ ବାସନା ରହୁଛି । ସତରେ ଆଜି କାଲି ର ଦୁନିଆ ଛଳନା ହୋଇ ଗଲାଣି । ଏଠି କେହି ମଣିଷ କାହା ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ ।ଘଟଣା ଟି ହେଉଛି ଜିଦ୍ ଧରି ବସିଛନ୍ତି ଭାଣିଜି ମାମୁଁ ଙ୍କୁ ବାହା ହେବ । ତେବେ ଘଟଣା ଟି ପଛରେ ଲୁଚି ରହିଛି ଆହୁରି ବହୁତ୍ ଘଟଣା ।]

ମାମୁଁ ଜଣକ ହେଉଛନ୍ତି ଦୂର ସମ୍ପର୍କୀୟ ହେଲେ ମାମୁଁ ଓ ଭାଣିଜି ଉଭୟ ବଡବିଲ ରେ ଅଲଗା ଅଲଗା ଘରେ ରହୁଥିଲେ ।ସେହି ସମୟ ରେ ମାମୁଁ ପ୍ରେମ କରିବା ପରେ ଭାଣିଜି ଙ୍କ ସହିତ ତାଙ୍କୁ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲେ । ସେ ସବୁ ରେ ରାଜି ନ ହବାରୁ ତାଙ୍କ ଗୋଟିଏ ଭାଇ ଙ୍କୁ ମାରି ଦେବା ର ଧମକ ମଧ୍ୟ ଦେଇଥିଲେ । ତାଙ୍କର ଏହି ସମ୍ପର୍କ ଦୀର୍ଘ ୭ ବର୍ଷ ହେବ ଚାଲିଥିଲା ଓ ମାମୁଁ ମଧ୍ୟ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ହେଲେ ପରେ ଯାହା ଶୁଣିବା ପାଇଁ ମିଳିଲା ମାମୁଁ ଙ୍କ ପାଇଁ ଅନ୍ୟତ୍ର ଝିଅ ଦେଖା ହୋଇଛି ବାହାଘର ପାଇଁ । ସେ ମଧ୍ୟ ରାଜି ଅଛନ୍ତି ଏହି ସମ୍ବନ୍ଧ ରେ ଭାଣିଜି ପଚାରିବାରୁ ମାମୁଁ ମନା କରିଥିଲେ । ତା ପରେ ଘଟଣା ଟି ସତ୍ୟ ବୋଲି ପ୍ରମାଣ ହେବା ପରେ ଭାଣିଜି ଥାନା ରେ ଏତଲା ଦେଇଛନ୍ତି ଓ ମାମୁଁ ସେହି ଦିନ ଠାରୁ ଗାୟେବ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.