Swastik Tv News Odisha

ଦେଖନ୍ତୁ ଭି଼ି଼ଡିଓ ! ଟ୍ରେନ ଭିତରେ ଗଡା ପଡା ହୋଇ କରୁଥିଲେ ରାସଲୀଳା , ତାପରେ କିନ୍ନର ମାନେ ଆସି ଏମିତି କିଛି କରିଦେଲେ ଭିଡିଓ ଦେଖିଲେ ଆପଣ ଙ୍କ ହୋସ ରହିବନି……

0

କଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି .. କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ …ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଇଣ୍ଟରନେଟ ର ବ୍ୟବହାର ଅତି କଦର୍ଯ୍ୟ ଭାବରେ କରୁଛନ୍ତି । ଯଦିଓ ଏହାର ପ୍ରକୃତ ଉଦେଶ୍ୟ ଥିଲା ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା କିନ୍ତୁ ହେଉଛି ଏହାର ବିପରୀତ। ତେବେ ଆପଣ ମାନେ ତା ଜାଣିଥିବେ ବର୍ତ୍ତମାନ ର ଲୋକମାନେ କିପରି ଭାବେ ଧୀରେ ଧୀରେ ଅଶୀଳ ବ୍ୟବହାର କରିବାର ଲାଗିଛନ୍ତି।

ତେବେ ଲୋକମାନେ ଖାଲି ଟେକ୍ନୋଲୋଜି ର ଖରାପ ବ୍ୟବହାର କରୁନାହାନ୍ତି ବରଂ ପ୍ରେମ ପରି ଏକ ପବିତ୍ର ସମ୍ପର୍କ ଉପରେ ମଧ୍ୟ ଏବେ କଳଙ୍କ ଲାଗିଲାଣି ।ଆଜି ପରି ଭଲପାଇବା ରେ ସଂମାନ , ସତ୍ୟତା କିମ୍ବା ପବିତ୍ରତା ନାହିଁ ।ବର୍ତ୍ତମାନ ର ପ୍ରେମ ରେ ଖାଲି ଅଶୀଳତା ଓ ସ୍ଵାର୍ଥ ଭରି ରହିଛି।ତେବେ ଏହି ପ୍ରେମୀ ପାଗଳ ମାନେ କିଛି ମାନୁ ନାହାନ୍ତି ନା ଅଛି ଲାଜ ଲଜ୍ୟା ନା ରହିଛି ମାନ ସମ୍ମାନ ର ଡର ।

ତେବେ ଏହିଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଯୁବପିଢ଼ି ଙ୍କୁ ତ ଘୃଣା କରିବେ ମାତ୍ର କିନ୍ନର ଙ୍କର କାର୍ଯ୍ୟ କୁ ସାବାସୀ ଦେଇପାରନ୍ତି। ତେବେ ଘଟଣା ଟି ଏକ ଟ୍ରେନ ମଧ୍ୟରେ ହୋଇଥିଲା। ଚାଲନ୍ତା ଟ୍ରେନ ରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ବସିଥିଲେ। ତେବେ ସେହି ବଗିରେ କେହି ନଥିବାର ଦେଖି ଦୁହେଁ ହଜିଯାଇ ଥିଲେ ଦୁହିଁଙ୍କ ମଧ୍ୟରେ।

ପ୍ରଥମେ ଯୁବତୀ ଜଣଙ୍କ ଯୁବକ ଙ୍କର ଉପରେ ବସି ସେଲ୍ଫି ନେବା ଆରମ୍ଭ କରିଥିଲା ଏବଂ ପରେ ପରେ ପରସ୍ପର ମଧ୍ୟରେ ଅଶୀଳ କାର୍ଯ୍ୟ କରିବା ରେ ଲାଗି ରହିଥିଲେ। ତେବେ ଏହାକୁ ଦେଖିଥିଲେ ସେହି ବଗି ର କେତେକ କିନ୍ନର ମନେ ।ତେବେ ଏହାକୁ ଦେଖିବା ପରେ ସେମାନେ ଏହାର ଭିଡ଼ିଓ ବନାଇ ଥିଲେ ଏବଂ ଦୁଇ ଯୁବକ ଓ ଯୁବତୀ ଙ୍କୁ ଠାବ କରିଥିଲେ। ତେବେ ସେମାନ ଙ୍କୁ ପାନେ ଦେବା ପାଇଁ ସେମାନେ ଦୁହିଁଙ୍କୁ ବହୁତ ଗାଳି ଗୁଲଜ କରିବା ସହ ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିବାର ଧମକ ଦେଇଥିଲେ ।

ତେବେ ଭିଡ଼ିଓ ଟିରେ ଦେଖାଯାଉଛି ଯେ କିନ୍ନର ମାନେ ଏଥିରେ ସମ୍ପୃକ୍ତ ଥିବା ଯୁବତୀ ଜଣଙ୍କ ମାଡ଼ ମାରିଥିଲେ ଏବଂ ତାଙ୍କର ପରିବାର ବିଷୟରେ ପଚରା ଉଚରା କରିଥିଲେ। ଏବଂ ପରେ ତାଙ୍କୁ ପାନେ ଦେବାକୁ ଯାଇ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟିକୁ ଭାଇରଲ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.