Swastik Tv News Odisha

ପୁଅ ହୋଇ ନିଜ ମା’ଓ ୨ ଭଉଣୀକୁ ଦୁଷ୍କର୍ମ କରିବାରୁ ଶେଷରେ ନିଜ ଜନ୍ମକଲା ମା’ ଏଭଳି ଏକ କାମ କରିଦେଲା ଶେଷରେ ସମସ୍ତେ କହିଲେ …

0

କେବେ କେବେ ଆମ ଆଗକୁ କିଛି ଏପରି ଘଟଣା ଆସିଥାଏ ତାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ। ତେବେ ଆପଣ ମାନେ ଦେଖୁଥିବେ କି, ବର୍ତ୍ତମାନ ର ଯୁବପିଢ଼ି ମାନେ କାମନା ଓ ବାସନା ପାଇଁ ଏତେ ପାଗଳ ହୋଇଯାଉଛନ୍ତି କି ଭୁଲି ଯାଉଛନ୍ତି ସବୁକିଛି। କାମାନ୍ଧା ହୋଇ ସବୁ ସମ୍ପର୍କ କୁ ଗୋଡ଼ ରେ ଆଦେଇ ଦେଇ ନିଜ କୁର୍ଷିତ ମନଭାବ କୁ ପୁରା କରିବା ପାଇଁ ମା ଓ ଭଉଣୀ ଙ୍କୁ ମଧ୍ୟ ଛାଡୁ ନାହାନ୍ତି ଏମାନେ। ତେବେ ଏହିଭଳି ଏକ ଅତ୍ୟନ୍ତ ଲଜ୍ୟାଜନକ ଏବଂ ଅଭାବନୀୟ ଘଟଣା ବିଷୟରେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଯାହା ଆପଣ ଙ୍କ ମୁଣ୍ଡ ଖରାପ କରିଦେବ ।

ତେବେ ଜଣେ ମା ନିଜ ପିଲା ପାଇଁ ସବୁ ଦୁଖଃ କଷ୍ଟ ସହି ଯାଏ ଏବଂ ପିଲା ଆଖିରେ ଲୁହ ପୋଛି ନିଜେ ରକ୍ତ ର ଲୁହ କାନ୍ଦିଥାଏ ।ମାତ୍ର ଏକଥା ବି ଭୁଲିବା କଥା ନୁହେଁ କି ସେହି ମା ଆବଶ୍ୟକ ସମୟରେ ନିଜ ପିଲାର ସଂହାର ମଧ୍ୟ କରିବାକୁ ପିଛାଏ ନାହିଁ। ତେବେ ଏହିପରି ଘଟଣା ଟି ଘଟିଥିଲା ଉତ୍ତର ପ୍ରଦେଶ ର ଆଜାମଗଡ଼ ଠାରେ ।ଯେଉଁଠାର ଜଣେ ମା ନିଜ ପୁଅକୁ ହତ୍ୟା କରିଥିଲେ। ମାତ୍ର ତାଙ୍କର ଏପରି କରିବା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ସେହି ମାକୁ ପ୍ରସଂଶା କରିବେ।

ତେବେ ଉତ୍ତର ପ୍ରଦେଶ ର ଆଜାମଗଡ଼ ରେ ଜଣେ ବିଧବା ମହିଳା ନିଜର ଦୁଇ ପୁଅ ଏବଂ ଦୁଇ ଝିଅ ଙ୍କ ସହ ରହୁଥିଲେ। କିନ୍ତୁ ତାଙ୍କର ସାନ ପୁଅ ବବଲୁ ମଣିଷ ନଥିଲା କାମାନ୍ଧା ରେ ଅନ୍ଧ ହୋଇ ରାକ୍ଷସ ପାଲଟି ଯାଇଥିଲା। ତେବେ ସେ ତାର ନିଜ ଦୁଇ ଭଉଣୀ ଙ୍କୁ ସବୁଦିନ ଦୁଷ୍କର୍ମ କରୁଥିଲା ଆଉ ନିଜ ଭାଇ କଥା କାହାକୁ କହିବେ ବୋଲି ଭାବି ଚୁପ ରହିଥିଲେ ଦୁଇ ଭଉଣୀ। କିନ୍ତୁ ଦିନେ ଏହି ଅତ୍ୟାଚାର ନସହି ପାରି ମା ଙ୍କୁ କହିଥିଲେ ସବୁ କଥା। ମା ଏକଥା ଜାଣିବା ପରେ ଦୁଇ ଭଉଣୀ ଙ୍କୁ ମାମୁଁ ଘରକୁ ପଠାଇ ଦେଇଥିଲା ।

ତେବେ ଏହା ଦେଖି ବବଲୁ ବହୁତ ରାଗି ଯାଇଥିଲା ଏବଂ ଶେଷରେ ଏତେ ଅମଣିଷ ପାଲଟି ଗଲା କି ନିଜ ମା କୁ ମଧ୍ୟ ଦୁଷ୍କର୍ମ କରିଥିଲା ।ପରେ ମା ମଧ୍ୟ ନିଜ ବାପ ଘରକୁ ଚାକିଯାଇ ଥିଲା ଏବଂ ଲୁହ ବାହାର କରୁଥିଲା ଏବଂ ନିଷ୍ପତ୍ତି ନେଲା କି ଏହାକୁ ପାନେ ଦେବ ବୋଲି। ପରେ ବଡ଼ ପୁଅ ପିଣ୍ଟୁ ସହ ମିଶି ଏକ ଯୋଜନା କରିଥିଲେ ଏବଂ ବବଲୁ ର ଖାଦ୍ୟରେ ନିଶା ମିଶାଇ ପରେ ତାର ତଣ୍ଟି ଚିପି ହତ୍ୟା କରିଥିଲା। ଏବଂ ମୃତ୍ୟୁ ଶରୀର କୁ ଏକ ଅଖା ବୁରାରେ ଭର୍ତ୍ତି କରି ବୁଦା ମୂଳକୁ ପକାଇଲେ।

କିନ୍ତୁ ସକାଳେ ଗ୍ରାମବାସୀ ଏହାକୁ ଦେଖି ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ ଏବଂ ପୋଲିସ ଆସିବା ପରେ ସବୁ ସତ ଘଟଣା ସାମ୍ନା କୁ ଆସିଥିଲା ।ଆଉ ପୋଲିସ ମା ଓ ବଡ଼ ପୁଅ କୁ ଗିରଫ କରିଛି। କିନ୍ତୁ ମା କହିଛନ୍ତି କି ସେ ଯାହା ବି କରିଛନ୍ତି ଉଚିତ କରିଛନ୍ତି ତାଙ୍କୁ ଜେଲ ହେବାର ଦୁଃଖ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.