Swastik Tv News Odisha

2-ସପ୍ତାହ ଧରି ପେଟରେ ଯନ୍ତ୍ରଣା ହେଉଥିଲା ଅସ୍ତ୍ରୋପଚାର ପରେ ଯାହା ବାହାରିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

0

ମନୁଷ୍ୟ ଜୀବନ ହେଉଛି ଈଶ୍ୱର ଙ୍କ ଶ୍ରେଷ୍ଠ ଅବଦାନ । ମାନବ ନିଜର ସ୍ଥିତି କୁ ସୁଦୃଢ କରିବା ପାଇଁ ଯାହା ଯାହା ଆବଶ୍ୟକ କରେ ସେ ସବୁ ମଧ୍ୟ ଏଇ ସ୍ବାସ୍ଥ୍ୟ ହେଉଛି ଅନ୍ୟତମ । କାରଣ ସ୍ବାସ୍ଥ୍ୟ ହି ଶ୍ରେଷ୍ଠ ସମ୍ପଦ । ସ୍ବାସ୍ଥ୍ୟ ର ଅବସ୍ଥା ଠିକ୍ ନ ରହିଲେ ମନୁଷ୍ୟ ର ମନ ଭଲ ରହେ ନାହିଁ । ଏବଂ ମନ ଭଲ ନ ରହିଲେ ମନୁଷ୍ୟ କୌଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ ରୂପେ ସଂପାଦନ କରି ପରେ ନାହିଁ ।

ବାସ୍ତବିକ ମନୁଷ୍ୟ ତାର ଜୀବନ ର ସବୁ କିଛି ସଫଳତା ଦୃଢ଼ କର୍ମ ନିଷ୍ଠାତା ମଧ୍ୟ ରେ ହାସଲ କରେ । କର୍ମ କରିବାର ସ୍ପୃହା ଓ ପ୍ରେରଣା ସବୁ ଉତ୍ତମ ସ୍ୱାସ୍ଥ୍ୟ ରୁ ସମ୍ଭବ ହୋଇ ଥାଏ । ଜଣେ ବ୍ୟକ୍ତି କୌଣସି କାରଣ ରୁ ଅସୁସ୍ଥ ହେଲେ ତାକୁ ପ୍ରତି ଟି ମୁହୂର୍ତ୍ତ ବିଷାକ୍ତ ଓ ବିଷାଦଗ୍ରସ୍ତ ହୋଇ ପଡ଼େ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କର କାମ୍ୟ । ତେଣୁ ନିଜ ଶରୀର କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ।
ସ୍ବାସ୍ଥ୍ୟ ଖରାପ ହେଲେ ଆମେ ଡାକ୍ତର ଙ୍କ ନିକଟ କୁ ଯାଇ ଥାଉ । ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ସେ ଆମ କୁ ଯାହା କରିବାକୁ କହିଥାନ୍ତି ଆମେ ତାହା କରିଥାଉ, ସେହି ରୋଗ ରୁ ଭଲ ହେବା ପାଇଁ । ବର୍ତ୍ତମାନ ଶହେ ପ୍ରତିଶତ ରୁ ପଚାଶ ପ୍ରତିଶତ ଲୋକଙ୍କ ର ପେଟ ସମସ୍ୟା ନିଶ୍ଚିତ ଭାବେ ଥିବ। ପେଟ ସମସ୍ୟା ହେଲେ ଲୋକ ମାନେ ଡକ୍ଟର ଙ୍କୁ ଦେଖାନ୍ତି ।

ଡକ୍ଟର ଦେଖିବା ପରେ ମେଡିସିନ୍ ଖାଇବାକୁ କୁହନ୍ତି ଆଉ କେତେକ ଙ୍କୁ ଅପରେଶନ ହେବା ପାଇଁ ପରାମର୍ଶ ଦିଅନ୍ତି । ଅନେକ ସମୟରେ ଆମେ ଶୁଣିଥିବା ଡକ୍ଟର ଅପରେଶନ କରିବା ବେଳେ ଭୁଲ୍ ରେ ରୋଗୀ ର ପେଟ ରେ କିଛି ଜିନିଷ ରହିଯାଇଥାଏ ଏହା ପରେ ରୋଗୀ ର ପେଟରେ ଯନ୍ତ୍ରଣା ଅନୁଭବ ହୋଇ ଥାଏ । ନିକଟ ରେ ଏକ ଏପରି ଘଟଣା ସାମ୍ନା କୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି ଏକ ଭିଡ଼ିଓ । ଅପରେସନ ସମୟ ରେ ମହିଳା ଙ୍କ ପେଟ ରୁ ବାହାରିଲା କଣ୍ଡୋମ୍ ବାହାରିଛି । କଣ୍ଡୋମ୍ ଏକ ପୁରୁଷ ଗର୍ଭ ନିରୋଧକ ଯାହା ଭାରତ ରେ ଛତା କିମ୍ବା କ୍ୟାପ୍ ଭାବରେ ମଧ୍ୟ ଜଣାଶୁଣା। ଯୌନ ସମୟରେ ଏହାକୁ ବ୍ୟବହାର କରିଲେ ଯୌନ ସମ୍ପର୍କ ରୁ ହେଉଥିବା ରୋଗ ରୁ ଏହା ରକ୍ଷା କରେ। କିନ୍ତୁ ଏଥିପ୍ରତି ଅନେକ ସତର୍କ ରହିବାର ମଧ୍ୟ ଆବଶ୍ୟକତା ରହିଛି । କଣ୍ଡୋମ ର ପ୍ରବେଶ ବିଭିନ୍ନ ପ୍ରକାରର ରୋଗ କୁ ଆମନ୍ତ୍ରଣ କରିଥାଏ ।
କାମେରୁନର ଜଣେ 26 ବର୍ଷୀୟ ମହିଳା 2 ସପ୍ତାହ ଧରି ପ୍ରତିଦିନ ପେଟ ରେ ଯନ୍ତ୍ରଣା ଅନୁଭବ କରିବାରୁ ତାପରେ ସେ ଡାକ୍ତରଙ୍କ ପାଖକୁ ଆସିଥିଲେ । ଏହା ପରେ ଡାକ୍ତର ମାନେ ତାଙ୍କ ର ଅପରେଶନ କରିଥିଲେ, ଏହା ପରେ ତାଙ୍କ ପେଟରୁ କଣ୍ଡୋମ ଖଣ୍ଡ ବାହାରି ଥିଲା । ଓରାଲ ସେକ୍ସ ସମୟରେ ଏହି କଣ୍ଡୋମ ତାଙ୍କ ପେଟ କୁ ଯାଇଥିଲା । ମହିଳା ଙ୍କ ତଳ ପେଟ ରେ ଯନ୍ତ୍ରଣା ଅନୁଭବ ହେବାରୁ ଡାକ୍ତର ଙ୍କ ପାଖକୁ ଯାଇ ଅଲଟ୍ରାସାଉଣ୍ଡ କରିବାରୁ ଡାକ୍ତର ଅପରେସନ କରି ମହିଳା ଙ୍କୁ ବଞ୍ଚାଇ ଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.