Swastik Tv News Odisha

ସାରା ଦୁନିଆ ପାଇଁ ଉଦାହରଣ ସାଜିଛନ୍ତି ଏହି ପ୍ରେମୀ ଯୁଗଳ , ଏହିଭଳି ପ୍ରେମିଯୁଗଳଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଏହି ଜୀବନ ହେଉଛି ଏକ ଚଳା ପଥ । ଏହି ଜୀବନ ର ଚଲାପଥ ରେ କେବେ କୋଉଠି କାହା ସହିତ କେମିତି ଭେଟ ହୋଇଯାଏ କେହି ଜାଣି ନ ଥାଏ । ଜାଣ ତ ରେ ହେଉ ବା ଅଜଣା ରେ ହେଉ ଆମ ସମସ୍ତ ଙ୍କୁ କେବେ ନା କେବେ କାହା ସହିତ ଭଲ ପାଇବା ଯାଇଥାଏ । ମଣିଷ ଠୁ ଆରମ୍ଭ କରି ପଶୁପକ୍ଷୀ ଗଛ ଲତା ପର୍ଯ୍ୟନ୍ତ ସମସ୍ତେ ପ୍ରେମ ସଂପର୍କ ରେ ବନ୍ଧା ହୋଇଛନ୍ତି ।

ଏହି ପ୍ରେମ ସଂପର୍କ ହେଉଛି ଦୁନିଆ ର ସବୁ ଠୁ ନିଆରା ସମ୍ପର୍କ। ଯାହା କେବେ କୋଉଠା ରେ ହୋଇଯାଏ ତାହା କେହି ଜାଣି ପାରନ୍ତି ନାହିଁ । ଏହି ଦୁନିଆ ରେ ପ୍ରତ୍ୟେକ ପ୍ରାଣୀ ଏହି ପ୍ରେମ ସମ୍ପର୍କ ରେ ହେଁ ବନ୍ଧା ହୋଇଥାଏ ତାହାଲେ ମଣିଷ ସେଥି ରୁ ବାଦ୍ ଯିବ ବା କେମିତି । ଯେଉଁଠି ଭଲ ପାଇବା ଥାଏ ସେଠାରେ କେବେ ସ୍ଵାର୍ଥ ନା ଥାଏ । ଆଉ କୋଉଠି ପାଇବାର ଆଶା ଆଉ ସ୍ଵାର୍ଥ ଥାଏ । ସେମିତି ପ୍ରେମ କେବେ ପ୍ରକୃତ ଭଲ ପାଇବା ହେବ ଥାଏ।

ଏମିତି ଏକ ପ୍ରକୃତ ପ୍ରେମ ର ଉଦାହରଣ ନେଇ ଆମେ ଆଜି ଆପଣ ପାଖକୁ ଆସିଚୁ। ଯାହା ଶୁଣିଲେ ଆପଣ ବି କହିବେ ସତରେ ପ୍ରେମ ର ତୁଳନା କେବେ କାହା ସହିତ କରାଯାଇ ପାରେନା । ଆମେ ଆଜି ଏମିତି ଦୁଇ ପ୍ରେମିକ ଆଉ ପ୍ରେମିକା ବିଷୟରେ କହିବା ଯାହା ଏହି ଦୁନିଆ ପାଈ ଏକ ସଚାପ୍ରେମ ର ଉଦାହରଣ ସୃଷ୍ଟି କରିଛି।ଆମେ କହୁଛୁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ବ୍ଲକ ର ବାଟ ଗ୍ରାମ ଗାଁ ର ଜଣେ ଯୁବକ ଙ୍କ ବିଷୟ ରେ ଯିଏ ବୋୖଦ୍ଧ ଜିଲ୍ଲା ଜଣେ ଯୁବତୀ କୁ ଭଲ ପାଇଥିଲେ। ଦୁହେଁ ମୁକ ହେବ ସତ୍ୟେ ମଧ୍ୟ ଆଜି ତାଙ୍କ ର ଅଟେ ଦିନ ର ପ୍ରେମ ସଂପର୍କ କୁ ସର୍ଧକ କରିଛନ୍ତି।

କଲେଜ ପଢୁଥିବା ସମୟ ରେ ଦୁହେଁ ଭେଟ ହେଇଥିଲେ। ଏହା ପରେ ଦୁହେଁ ଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଦୁଇ ଜଣ ଦୁହେଁ ଙ୍କୁ ଭଲ ବସିଥିଲେ । ଏହା ପରେ ନିଜ ର ପ୍ରେମ କୁ ସାର୍ଥକ କରିବା ପାଇଁ ପ୍ରେମିକ ଜଣ ଙ୍କ ତାଙ୍କ ଘରେ ତାଙ୍କ ମା ଙ୍କୁ ସେହି ଝିଅ ବିଷୟ ରେ କହିଥିଲେ ଏବଂ ପ୍ରେମିକ ର ମା ତାଙ୍କ ଘର ଲୋକ ସହିତ କଥା ହୋଇ ସେହି ଝିଅ ଘରକୁ ଜଣାଇ ଥିଲେ ।

ଏହା ପରେ ଦୁଇ ପକ୍ଷରୁ ଅନୁମତି ମିଳିବ ପରେ ଝିଅ ଓ ତାର ପରିବାର ଲୋକ ଘୋଗରାଇ ବ୍ଲକ ଅନ୍ତର୍ଗତ ବାଟ ଗ୍ରାମ ଗାଁ ରେ ପହଞ୍ଚି ଥିଲେ । ଏହା ପରେ ଉଭୟ ଙ୍କ ପ୍ରେମ କୁ ଅନୁମତି ଦେଇ ଗ୍ରାମ ର ଏକ ମନ୍ଦିର ରେ ଖୁବ୍ ଆଡମ୍ବର ରେ ସେମାନଙ୍କ ବିବାହ ହୋଇଥିଲା । ଦୁହେଁ ଭଗବାନ କି ର ଆଶିର୍ବାଦ ନେବା ପରେ ନିଜ ଗୁରୁଜନ ଙ୍କ ର ଆଶ୍ରିବାଦ ନେଇ ନିଜ ର ନୂଆ ଜୀବନ ଆରମ୍ଭ କରିଥିଲେ ।

ସେଠାରେ ଦୁଇ ଙ୍କ ର ପରିବାର ସମେତ ଅନେକ ବଡ଼ ବଡ଼ ବ୍ୟକ୍ତି ମଧ୍ୟ ଉପସ୍ଥିତ ହୋଇ ଦୁଂହି କୁ ଅଶ୍ରୀଆଦ ପ୍ରଦାନ କରିଥିଲେ । ସତରେ ମୁକ ହେବ ସତେ ବି ସେମାନେ ନିଜ ପ୍ରେମ କୁ ବୁଝି ତାହା କୁ ସର୍ଦ୍ଧକ କରିପାରିଥିଲେ । ସତରେ ପ୍ରେମ ମଣିଷ କୁ କୋଉଠୁ ନେଇ କୋଉଠି ପୋ ହଞ୍ଚାଇ ଦିଏ କେହି କେବେ ତାହା କଲ୍ପନା ବି କହିପାରେନା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.