Swastik Tv News Odisha

ଦେଖନ୍ତୁ ଭିଡିଓ – କଲେଜ ଖୋଲିବା ପରେ ଭୂମିକା କଲେଜ ଭିତରେ କିଭଳି ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରି ଭିଡ଼ିଓ ବନେଇଲେ ଯାହାକୁ ଦେଖିବା ପାଇଁ କିଭଳି ପୁଅମାନଙ୍କ ଲମ୍ବା ଲାଇନ…

0

ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମହାମାରୀ ପରିସ୍ଥିତି ଦେଖାଯାଇଛି । ସେହି ମହାମାରୀ ର ନାମ ହେଉଛି କରୋନା । ବଯାହାକି ସାରା ବିଶ୍ୱରେ ଭୟର ଆତଙ୍କ ମେଲାଇ ରଖିଛି । ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା । ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି ।

ସେଥି ପାଇଁ ସାରା ରାଜ୍ୟ ରେ ଲକ୍ ଡାଉନ୍ ହୋଇଛି । ସମସ୍ତ ରାଜ୍ୟ ରେ ସ୍କୁଲ୍ କଲେଜ୍ ମଧ୍ୟ ବନ୍ଦ ହୋଇ ଯାଇଥିଲା । ବର୍ତ୍ତମାନ ଲକ୍ ଡାଉନ୍ ରେ ଥିବା କଟକଣା କୁ କମେଇ ଦିଆ ଯାଇଛି । ବର୍ତ୍ତମାନ କିଛି ଅଞ୍ଚଳ ରେ ଲକ୍ ଡାଉନ୍ ଉଠାଇ ସ୍କୁଲ୍ କଲେଜ୍ ଖୋଲିଲା । ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ଏକ ଭିଡ଼ିଓ ।


ଭୂମିକା କଲେଜ୍ ଯାଉଥିବା ସମୟରେ ନଜର ଆସିଛନ୍ତି । ତେବେ ସେ କେଉଁ କଲେଜ୍ ରେ ପଢନ୍ତି ଆସନ୍ତୁ ଜାଣିବା । ମାତ୍ର ଏହା ଏକ ଚଳଚ୍ଚିତ୍ର ପାଇଁ ସେ କଲେଜ୍ ଯାଉଥିବା ର ନଜର ଆସିଛନ୍ତି । ଏବେ ନୂଆ ଚଳଚ୍ଚିତ୍ର ପାଇଁ ସୁଟିଂ ଚାଲିଛି ଯେଉଁଥିରେ ଆପଣ ଅର୍ଜୁନ ଙ୍କ ନାୟିକା ଭାବେ ଭୂମିକା ଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ବହୁତ୍ ଜଲଦି ଆପଣଙ୍କ ପାଖ ସିନେମା ହଲ୍ ରେ ଦେଖିବାକୁ ପାଇବେ । ଫିଲ୍ମ୍ ର ସୁଟିଂ ପାଇଁ କଲେଜ୍ ଯାଉଛନ୍ତି ଭୂମିକା ।

ସୋସିଆଲ ମିଡିଆରେ ଭୂମିକା ଙ୍କ କଲେଜ୍ ଗେଟ୍ ଅପ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପୁଣି ତା ସାଙ୍ଗକୁ ଅର୍ଜୁନ ଙ୍କ ସହିତ କଲେଜ୍ ମସ୍ତି ର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଚଳଚ୍ଚିତ୍ରରେ ନାୟିକା ଭାବେ ଦେଖା ଦେବେ ଭୂମିକା । ଏହି ଫିଲ୍ମ୍ ର ନାମ ହେଉଛି କହି ଦେ ଥରେ ଆଇ ଲଭ୍ ୟୁ ।

ଭୂମିକା ଓ ଅର୍ଯ୍ୟନ୍ ଙ୍କ ଯୋଡ଼ି ପ୍ରଥମ ଥର ଏକାଠି କାମ କରିବାକୁ ଯାଉଥିବାରୁ କୁ ଲୋକ ମାନେ ଏହାକୁ ପସନ୍ଦ କରିବେ ବୋଲି ପ୍ରଡକ୍ସନ ରୁ ଖବର ଆସିଛି । ତେବେ କଲେଜ୍ ରେ ସୁଟିଂ ହେଉଥିବା ସମୟରେ କଲେଜ୍ ରେ ବହୁତ୍ ଭିଡ ହୋଇଥିଲା । ଭୂମିକା ଙ୍କୁ ଦେଖିବା ପାଇଁ କଲେଜ୍ ର ଛାତ୍ର ଛାତ୍ରୀ ଭିଡ଼ କରିଥିଲେ । ତେବେ ଶିଶୁ କଳାକାର ଭାବେ ଭୂମିକା ସିନେମା ଜଗତ ରେ ପାଦ ଦେଇଥିଲେ । ବର୍ତ୍ତମାନ ନାୟିକା ଭାବେ ଅଭିନୟ କରିଛନ୍ତି ।


ତାଙ୍କର ଚୁଲବୁଲି ଅନ୍ଦାଜ ରେ ସେ ଦର୍ଶକ ଙ୍କ ମନକୁ ଛୁଇଁ ପାରିଛନ୍ତି । ସୌନ୍ଦର୍ଯ୍ୟ ଓ ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚା ରେ ରହି ଥାନ୍ତି । ଦର୍ଶକ ଙ୍କ ଅତି ପ୍ରିୟ ରୁମକୁ ଝୁମାନ ସିନେମା ରେ ସେ ଅତି ସୁନ୍ଦର୍ ଅଭିନୟ କରି ଦର୍ଶକ ଙ୍କ ମନକୁ କିଣି ପାରିଛନ୍ତି । ତେବେ ସେ ଅନେକ ସୁପର୍ ହିଟ୍ ସିନୋମା ରେ ଅଭିନୟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ କଳାକାର ଙ୍କ ସହିତ କାମ କରି ସାରିଲେଣି । ତେବେ ସିନେମା ଟି କେତେ ସୁପର୍ ହିଟ୍ ହବ ତାହା ଦର୍ଶକ ଜଣାଇବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.