Swastik Tv News Odisha

ଦେଖନ୍ତୁ ଭିଡିଓ – କଲେଜ ରେ ଉଚ୍ଛୁଳା ପ୍ରେମ, ଆଣ୍ଠୁମାଡ଼ି ପ୍ରେମିକକୁ propose କରିବା ସହିତ କିସ୍ କିଛି ପିଲା ଲୁଚି କି ଭିଡିଓ କରି ସୋସିଆଲ ମିଡିଆରେ Upload କରିଲେ…

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟାଜନକ ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ର ପ୍ରେମ ଆଉ ପୂର୍ବ କାଳରେ ରାଧା-କୃଷ୍ଣ ଙ୍କ ପରି ପବିତ୍ର କି ସତ୍ୟ ନୁହେଁ ।ବର୍ତ୍ତମାନ ର ପ୍ରେମ ରେ ରହିଛି କେବଳ ସ୍ୱାର୍ଥପରତା ଏବଂ ଅଶୀଳ ଭାବ। ଏପରି କହିଲେ ମଧ୍ୟ ଖରାପ ହେବ ନାହିଁ କି ଯୁବ ଯୁବତୀ ମାନେ ପ୍ରେମ ର ଅର୍ଥ ଶାରୀରିକ ସମ୍ପର୍କ ବୋଲି ମାଣିନେଉଛନ୍ତି ।ତେବେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ମଧ୍ୟ ଆପଣଙ୍କ ର ପିଲା ଙ୍କୁ ବିଦ୍ୟାଳୟ ଓ କଲେଜ କୁ ପାଠ ପଢିବାକୁ ଛାଡିବା ବେଳେ ମନରେ ଅନେକ ପ୍ରଶ୍ନ ଆସିବ।

ତେବେ ବର୍ତ୍ତମାନ ଏହି ଆଧୁନିକ ପ୍ରେମ ଏତେ ପ୍ରସିଦ୍ଧ ହୋଇଗଲାଣି ଯେ,ଲୋକମାନେ ବର୍ଷ ର ଏକ ନିର୍ଦ୍ଦିଷ୍ଟ ମାସ ଓ ଦିନ କୁ ପ୍ରେମ ସପ୍ତାହ ବୋଲି ମଧ୍ୟ ପାଳନ କରୁଛନ୍ତି। ଆଉ ଛାତ୍ର ଛାତ୍ରୀ ମାନେ ପାଠ ପଢିବା କୁ କଲେଜ ଯାଉଛନ୍ତି କିନ୍ତୁ ବାପା ମା ଙ୍କ ଆଖିରେ ଧୂଳି ଦେଇ ନିଜ ବୟ ଫ୍ରେଣ୍ଡ ଙ୍କ ସହ ବେଶ ମଜା ମାରୁଛନ୍ତି। ତେବେ ନିକଟ ରେ ଏହିଭଳି ଏକ କଲେଜ ର ପ୍ରେମି ଯୁଗଳ ଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।ଆସନ୍ତୁ ଜାଣିବା ଭିଡ଼ିଓ ବିଷୟ ରେ।

ତେବେ ଭାଇରଲ ଭିଡ଼ିଓ ତିରେ ଦେଖାଯାଇଛି କି, ଜଣେ ଛାତ୍ର ଓ ଅନ୍ୟ ଜଣେ ଛାତ୍ରୀ କଲେଜ ର ପଛ ପରେ ଥିବା ପାଚେରୀ ପାଖରେ ପରସ୍ପର କୁ ପ୍ରେମ ନିବେଦନ ସହ କିସ ଓ ହଗ ବି କରୁଛନ୍ତି। ତେବେ ପ୍ରଥମେ ଛାତ୍ରୀ ଜଣ ଙ୍କ ସେହି ଛାତ୍ର ଙ୍କୁ ଆଣ୍ଠେଇ ହାତ ମୁଦି ଦେଇ ପ୍ରପୋଜ କରିଥିଲେ ଏବଂ ଛାତ୍ର ଜଣଙ୍କ ମଧ୍ୟ ଏହାକୁ ଗ୍ରହଣ କରିଥିଲେ ।ପରେ ପରସ୍ପର ର ନିକଟତର ହୋଇଥିଲେ ଏବଂ ପରସ୍ପର କୁ କୁଣ୍ଢେଇବା ସହ ଚୁମ୍ବନ କରୁଥିଲେ। ତେବେ କେହି ଜଣେ ଏହି ଘଟଣା ଟିକୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରଥିଲା। ଯାହାକି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.