Swastik Tv News Odisha

ଦେଖନ୍ତୁ ଭିଡିଓ – ଶେଷରେ କୁକୁର କୁ ବି ନଛାଡି ତା ଶହ କରୁଥିଲେ ଏହି କାର୍ଯ୍ୟ , ହଠାତ୍ ଦେଖିନେଲେ ମାଲିକ ଆଉ ତା’ପରେ

0

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି । ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି ।

ଏହି ଯୁଗ ବଦଳିବା ସହ ଆଜିକାଲି ର ଲୋକ ମାନଙ୍କ ଚିନ୍ତାଧାରା ମଧ୍ୟ ବହୁ ମାତ୍ରାରେ ପରିବର୍ତ୍ତନ ହେଲାଣି, ଆଜିକାଲି ଲୋକ ମାନେ ବହୁତ ଆଡଭାନ୍ସ ହେଲେଣି, ଲୋକ ମାନେ ଆଉ ଏବେ କାହାକୁ ଲାଜ ମଧ୍ୟ କରୁନାହାଁନ୍ତି ଯେଉଁଟା ଠିକ୍ ତାହା କରୁଛନ୍ତି । ଏହି ଯୁଗ ସହ ପାଦ ମିଶାଇ ଚାଲିବା ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି । ହେଲେ ଏହି ଯୁଗରେ ଲୋକ ମାନେ ସ୍ମାର୍ଟ ହୋଇ ହୋଇ ହୁଏତ ଅଧିକ ସ୍ମାର୍ଟ ହୋଇଗଲେଣି, ଯାହା ଦ୍ୱାରା ଲାଜଲଜ୍ଜା ସବୁ କୁ ଭୁଲିଗଲେଣି ।

ସେମାନଙ୍କୁ କେଉଁ ସବୁ କାମ କରିବାକୁ ହେବ, କେଉଁ ସବୁ କାମ କରିବା ଟା ଠିକ୍ ସେସବୁ ର ଆଉ ଜ୍ଞାନ ନାହିଁ । ଆଜିକାଲି ର ଲୋକ ମାନଙ୍କୁ କହିବାକୁ ଗଲେ ଆଉ କୌଣସି ବି ସମ୍ପର୍କ ବି ପାଇଁ ଲାଜଲଜ୍ଜା ନାହିଁ । ଏବେ ସମାଜରେ ଏପରି କିଛି କିଛି ସମ୍ପର୍କ ସବୁ ଦେଖିବାକୁ ମିଳିଲାଣି କି ଯାହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି, ସତରେ ଲୋକ ମାନେ ଏତେ ତଳକୁ ଖସି ଯାଉଛନ୍ମି ଯେ ଏପରି ସବୁ କାମ କରିବା ପାଇଁ ସେମାନଙ୍କୁ ତିଳେ ମାତ୍ର ଖରାପ ଲାଗୁନାହିଁ । ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣଜ ବ୍ୟକ୍ତି ଙ୍କ ସମ୍ପର୍କରେ କହିବୁ ଯାହାଙ୍କ କାର୍ଯ୍ୟ ବିଷୟରେ ଆପଣ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିପାରିବେନି ଏହି କଥା ବିଷୟ ରେ ।

ଏକ ଆପାର୍ଟମେଣ୍ଟ ରେ ଜଣେ ଜଗୁଆଳି ରହୁଥିଲେ ଯିଏ କି ବୟସ ରେ ବହୁତ ବଡ । ସେଠାରେ କିଛି ପେଟ୍ ଡଗ୍ ମଧ୍ୟ ରହୁଥିଲେ, ସେହଗ ଜଗୁଆଳି ଜଣକ ସେହି ପେଟ୍ ଡଗ୍ ମାନଙ୍କ ସହ ଖରାପ ବ୍ୟବହାର କରୁଥିଲେ କହିବାକୁ ଗଲେ ଦୁଷ୍କର୍ମ କରୁଥିଲେ । ସେହି ଆପାର୍ଟମେଣ୍ଟ ର କିଛି ପିଲା ଏହାକୁ ଦେଖିଥିଲେ ଏବଂ କିଛି ଲୋକଙ୍କୁ ଡାକିଥିଲେ । ଲୋକ ମାନେ ଆସି ତାଙ୍କୁ ପଚରାଉଚରା କରିଥିଲେ ହେଲେ ସେ ଡରି ଯାଇଥିଲେ କହିଥିଲେ କି ମୁଁ ସେପରି କିଛି କରିନି କୁକୁର ମାନଙ୍କୁ ଆଉଁସୁ ଥିଲି ।

ମହିଳା ଜଣକ ଜୋର୍ କରି ବାରମ୍ବାର ତାଙ୍କୁ ପଚାରିବାରୁ ସେ ମାନିଥିଲେ ଏବଂ କହିଲେ ହଁ ମୁଁ ଖରାପ ବ୍ୟବହାର କରୁଥିଲେ । ଏହାପରେ ଲୋକ ମାନେ କହିବେ କି ତାଙ୍କ ଘରଲୋକଙ୍କୁ ଫୋନ୍ କରିବା ପାଇଁ, ହେଲେ ସେ ବହୁତ ଡରି ଯାଇଥିଲେ ଏବଂ ହାତ ଯୋଡି କ୍ଷମା ମାଗିଥିଲେ ନିଜ ଘରକୁ ଫୋନ୍ କରି ନଥିଲେ । ହେଲେ ସେହି ଲୋକ ମାନେ ପୋଲିସ୍ କୁ ଫୋନ୍ କରି ଡାକିଥିଲେ, ଲୋକ ଜଣକ ଯେତେ ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ ତାଙ୍କ କଥା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.