Swastik Tv News Odisha

ସ୍ତ୍ରୀ ସ୍ୱାମୀର ଏହି ପଟରେ ଶୋଇଲେ ବୈବାହିକ ସମ୍ପର୍କରେ ଫାଟ ଅସିଥାଏ – Ajira Anuchinta

0

ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପୁରାଣ ରେ ବର୍ଣ୍ଣିତ ଥିବା ପତି ପତ୍ନୀ ଙ୍କର ବୈବାହିକ ଜୀଵନ କୁ ନେଇ କେତେକ ରୀତିନୀତି ବିଷୟରେ ଜଣେଇବୁ ।ଯାହାକି ଜଣେ ବୈବାହିକ ଜୀବନରେ ଖୁସି ଆଣିଦେଇଥାଏ। ତେବେ ବନ୍ଧୁଗଣ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଯେ, ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କର ସହ ବସିବା ବା ଶୋଇବା ସମୟରେ ତାଙ୍କ ର କେଉଁ ପାର୍ଶ୍ୱ ରେ ରହିବା ଆବଶ୍ୟକ। ଏବଂ ଏହା ମଧ୍ୟ ଜଣେଇ ବୁ କି କାହିଁକି ସ୍ୱାମୀ ଏବଂ ସ୍ତ୍ରୀ ଙ୍କର ମଧ୍ୟରେ ମତାନ୍ତର ହୋଇଥାଏ ଏବଂ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

୧.ଶାସ୍ତ୍ର ଅନୁସାରେ ଜଣେ ପତ୍ନୀ ସର୍ବଦା ନିଜ ସ୍ୱାମୀ ର ବାମ ପାର୍ଶ୍ୱ ରେ ବସିବା ଉଚିତ ହୋଇଥାଏ। ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଜଣେ ବିବାହିତ ମହିଳା ଙ୍କୁ ନିଜ ସ୍ୱାମୀ ର ବାମଙ୍ଗି ବୋଲି ସମ୍ବନ୍ଧ କରାଯାଏ।
୨.ସେହିପରି ଶୋଇବା ସମୟରେ ମଧ୍ୟ ମହିଳା ମାନେ ନିଜ ସ୍ୱାମୀ ର ବାମ କଡ଼ରେ ଶୋଇବା ଉଭୟ ଙ୍କ ପାଇଁ ଶୁଭ ଏବଂ ସୁଖ ଦାୟକ ହୋଇଥାଏ।

୩.ବିବାହ ସମୟରେ ସିନ୍ଦୁର ଦେବା ସମୟ ରେ ମଧ୍ୟ ମହିଳା ମାନଙ୍କୁ ସ୍ଵାମୀ ର ବାମ ପାର୍ଶ୍ୱ ରେ ବସିବା ଆବଶ୍ୟକ। ପୁରାଣ ଶାସ୍ତ୍ର ଅନୁସାରେ, ଏହା ଦ୍ୱାରା ସ୍ୱାମୀ ର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର କୃପା ରହିଥାଏ ପରିବାର ଉପରେ।
୪.ଶାସ୍ତ୍ର ରେ ବର୍ଣ୍ଣିତ ରହିଛି କି, ଭଗବାନ ଶିବ ଙ୍କର ଡାହାଣ ପାର୍ଶ୍ୱ ରେ ପୁରୁଷ ଏବଂ ବାମ ପାର୍ଶ୍ୱ ରେ ନାରୀର ଜନ୍ମ ହୋଇଥିଲେ। ଯାହା ଶିବ ପାର୍ବତୀ ଙ୍କ ର ଅର୍ଦ୍ଧନାରୀ ରୂପ ମାଧ୍ୟମରେ ଉଲେଖ କରାଯାଏ ।

୫.କିନ୍ତୁ ଏମିତି ମଧ୍ୟ କେତେକ କାର୍ଯ୍ୟ ରହିଛି ଯଥା ପୂଜାର୍ଚ୍ଚନା କରିବା, ବିବାହ ରେ ହାତ ଗଣ୍ଠି ପଡିବା ଏବଂ ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ନେବା ସମୟରେ ସ୍ତ୍ରୀ, ସ୍ୱାମୀ ର ଡାହାଣ ପାର୍ଶ୍ୱ ରେ ରହିବା ଶୁଭ ଅଟେ।

କେଉଁ ସବୁ କାରଣ ରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ:-

୧.ଯଦି ପତି ପତ୍ନୀ ଦୁହେଁ ଦୁହିଁଙ୍କୁ ସବୁ କଥା ଖୋଲା ଖୋଲି ନକହି ନିଜ ନିଜ ମଧ୍ୟରେ ଲୁଚେଇ ରଖିଥାନ୍ତି ।ତେବେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଆସିଥାଏ।
୨.ସ୍ୱାମୀ ଙ୍କ ର ସ୍ତ୍ରୀ ର ଜୀବନରେ ହସ୍ତକ୍ଷେପ କୁ ଯଦି ସ୍ତ୍ରୀ ପସନ୍ଦ କରେ ନାହିଁ। ତେବେ ଦୁହିଁଙ୍କ ବୈବାହିକ ଜୀଵନ ରେ ଆସନ୍ତି ଦେଖାଯାଏ ।
୩.ଯଦି ସ୍ୱାମୀ ସ୍ତ୍ରୀ ପରସ୍ପର କୁ ସଂମାନ ଦିଅନ୍ତି ନାହିଁ, ଏବଂ ସବୁବେଳେ ନିଜ ନିଜକୁ ଅନ୍ୟ ଠାରୁ ବଡ଼ ବୋଲି ମନେ କରନ୍ତି ତେବେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ।

୪.ଯଦି ସ୍ତ୍ରୀ ର ନଜର ସ୍ୱାମୀ ର ଧନ ଉପରେ ରହିଥାଏ ଏବଂ ସ୍ୱାମୀ ର ନଜର ସ୍ତ୍ରୀ ର ଧନ ସମ୍ପତ୍ତି ଉପରେ ରହେ ।ତେବେ ସେମାନେ କେବେବି ଖୁସି ର ସଂସାର ଗଢିପାରନ୍ତି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.