Swastik Tv News Odisha

ମହିଳା ଙ୍କ ଫେସ୍ ବୁକ୍ ଆକାଉଣ୍ଟ ରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କରୁଛି ସ୍ୱାମୀ

0

ଗୋଟିଏ ସମ୍ପର୍କ ଯାହା କି ଭଗବାନ ଉପରୁ ତିଆରି କରି ପଠେଇ ଛନ୍ତି।ଯେମିତି କି ବାପା, ମା, ଭାଇ, ଭଉଣୀ ସଦା ସର୍ବଦା ନିଜର ହୋଇଥାନ୍ତି ତା ପିଲା ଟି ଯେତେବେଳେ ତାର ବାଲ୍ୟ ଅବସ୍ଥା ଶେଷ କରି ଗୋଟିଏ ସାଧାରଣ ନାଗରିକ ରେ ପରିଣତ ହୋଇଥାଏ ସେତେବେଳେ ସିଏ ଜଣଙ୍କୁ ତାର ଜୀବନ ସାଥି ବୋଲି ମାନି ନେଇ ତାଙ୍କୁ ହିଁ ପ୍ରେମ କରିଥାନ୍ତି ।

ସେହି ପ୍ରେମ କୁ ପାଇବା ପାଇଁ ସତ ଚେଷ୍ଟା କରିଥାନ୍ତି।ସତ କହିବା ପାଇଁ ଗଲେ ସତ ପ୍ରେମ ଆମର ,ପ୍ରେମ ଆଗରେ ସବୁ କିଛି ହାର ମାନି ଯାଇଥାଏ ।ପ୍ରେମ ସାସ୍ୱତ ପ୍ରେମ ଅମର ।ଯେତେବେଳେ ଗୋଟିଏ ପ୍ରେମ କୁ ସତ କରିବା ପାଇଁ ବାହାଘର ହୋଇଥାଏ ସେତେବେଳେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମ ର ସେଥି ବୋଲି ମାନି ନେଇଥାନ୍ତି । ପ୍ରେମ ର ମାନେ ନୁହଁ କି କେବଳ ଯେ ଜଣେ ପ୍ରେମିକା ପ୍ରେମ ତା ସହିତ ଭି ହୋଇଥାଏ ଯିଏ ସାତ ଜନ୍ମ ପାଇଁ ସାଥି ହୋଇ ଆସିଥାଏ ଜୀବନ ରେ ।


ଏବେ ଏବେ ଜଣେ ମହିଳା ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି ନିଜ ସ୍ବାମୀ ଙ୍କ ନାମ ରେ ଅଭିଯୋଗ ଆଣି । ତାଙ୍କ ସ୍ଵାମୀ ଓ ଶଶୁର ଘର ଲୋକେ ତାଙ୍କୁ ମାନସିକ ଓ ଶାରିରୀକ ଅତ୍ୟାଚାର କରିବା ସହିତ ତାଙ୍କ କେରିଅର୍ କୁ ନେଇ ଖେଳ ଖେଳୁଛନ୍ତି ଓ ଏଥି ସହିତ ଯୌତୁକ ନିର୍ଯାତନା ଦେଉଛନ୍ତି । ଏହି ସବୁ ଅଭିଯୋଗ ନେଇ ପୋଲିସ ଅଫିସର୍ ର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ । ତେବେ ମହିଳା ଜଣକ କହିବା କଥା ଅନୁସାରେ ସମ୍ପୂର୍ଣ ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ମହିଳା ଜଣକ କହୁଛନ୍ତି ବିବାହ ର ପରେ ଅର୍ଥାତ୍ ଚତୁର୍ଥୀ ଦିନ ଠାରୁ ଆରମ୍ଭ କରି ଲକ୍ଷ୍ମୀ ପୂଜା ହେଉ କି ସବୁ କିଛି ପୂଜା ଓ ସବୁ ଦିନ ତାଙ୍କ ସ୍ଵାମୀ ତାଙ୍କୁ ଖୁବ୍ ପିଟିଛନ୍ତି । ଏହି ସବୁ କୁ ସେ ପିଠି ରେ ପକେଇ ଦେଇଥିଲେ କାରଣ ସେ କାଳେ ଚେଞ୍ଜ ହୋଇଯିବେ ସେମିତି କିଛି ହୋଇ ନଥିଲା । ତା ପରେ ପରେ ସେହି ମହିଳା ଜଣକ କୋରନା ଆକ୍ରାନ୍ତ ହେବା ପରେ ପରେ ଭୁବନେଶ୍ଵର ସ୍ଥିତ ବାପ ଘରକୁ ଚାଲି ଆସିଥିଲେ ।

ଆଉ ଘରେ ରହି ରହି ପଢ଼ିବା ପାଇଁ ଇଚ୍ଛା ହେବାରୁ ସେ ସ୍ବାମୀ ଙ୍କୁ କିଛି ଟଙ୍କା ମାଗିବାରୁ ସେ କହିଥିଲେ ନିଜ ବାପା ଙ୍କ ଠାରୁ ଆଣିଲି ଖର୍ଚ୍ଚ କର ଆହୁରି ସେହି ମହିଳା ଜଣକ ସବୁ ସର୍ଥିଫିକେଟ ଦେଇ ନାହାନ୍ତି । ତା ପରେ ପରେ ସେହି ମହିଳା ଙ୍କ ଫେସ୍ ବୁକ୍ ଆକାଉଣ୍ଟ ରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କରିଛନ୍ତି । ସେ ଏହି ସବୁ କରିବା ପାଇଁ ମନା କରିଲେ ଭି ସେ ଭିଡିଓ ପୋଷ୍ଟ କରୁଥିଲେ ଯାହା ପାଇଁ ମହିଳା ଜଣକ ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.