Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ଫଟା ଜିନ୍ସ ବିବାଦକୁ ନେଇ ଓଡ଼ିଆ actress ପ୍ରକୃତି ମିଶ୍ର କହିଲେ, ଆମେ ଫଟା ଜିନ୍ସ ପିନ୍ଧିବୁ, ଯେତିକି ଫାଟିଛି ତାକୁ ବ୍ଲେଡରେ ଆହୁରି….ଏଥିରେ ଆପଣଙ୍କ ମତାମତ ଜଣାନ୍ତୁ

0

ସମାଜ ରେ ଅନେକ ଦୂର୍ବୁତ ଘଟଣା ଘଟୁଛି । ପ ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ତେବେ ନିକଟ ରେ ଭାଇରାଲ ହୋଇଛି ଏପରି ଏଇ ଭିଡ଼ିଓ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ପୋଷାକ କେବେ ବି ଜଣେ ବ୍ୟକ୍ତି ର ସଂସ୍କାର କୁ ଦର୍ଶାଇ ନ ଥାଏ । ବର୍ତ୍ତମାନ ର ଯୁବ ପୀଢ଼ି ସମୟ ଅନୁସାରେ ବଦଳି ଯାଉଛନ୍ତି । ବଦଳି ଯାଉଛି ପସନ୍ଦ ବଦଳି ଯାଉଛି ରୁଚି । ଟ୍ରେଣ୍ଡ କୁ ଦେଖି ଆଗେଇ ଯାଉଛନ୍ତି ସେମାନେ । ବିଶେଷତ ଫିଲ୍ମ୍ ରେ ଆସୁଥିବା ନୂଆ ନୂଆ ପରିବର୍ତ୍ତନ ରେ ଯୁବ ପୀଢ଼ି ବଦଳି ଯାଉଛନ୍ତି । ସିନେମା ରେ ହିରୋ କିମ୍ବା ହିରୋଇନ୍ କିପରି ପୋଷାକ ପିନ୍ଧିଲେ ଏହାକୁ ଦେଖି ସେମାନେ ମଧ୍ୟ ପିନ୍ଧୁଛନ୍ତି । ସେମାନେ କିପରି ସଜ ହେଉଛନ୍ତି ତାକୁ ଦେଖି ବର୍ତମାନ ନିଜକୁ ସଜାଉଛନ୍ତି ।

ବର୍ତ୍ତମାନ ଫଟା ଜିନ୍ସ କୁ ନେଇ ସୋସିଆଲ ମିଡିଆରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଉତ୍ତରାଖଣ୍ଡ ର ନୂଆ କରି ନିର୍ବାଚିତ ହୋଇ ଥିବା ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓତ । ନିକଟ ସେ ଅଭିନେତା ଓ ଅଭିନେତ୍ରୀ ଙ୍କ ପୋଷାକ କୁ ନେଇ ମନ୍ତବ୍ୟ ରଖିଥିଲେ । ଫଟା ଜିନ୍ସ କୁ ନେଇ ମୁଖ୍ୟମନ୍ତ୍ରୀ ନିଜ ବୟାନ ରଖିଥିଲେ । ସୋସିଆଲ ମିଡିଆରେ ତାଙ୍କର ବୟାନ ରେ ଜନସାଧାରଣ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ଏହି ବୟାନ କୁ ଅଭିନେତା ଓ ଅଭିନେତ୍ରୀ ଗ୍ରହଣ କରି ନାହାନ୍ତି ।

ଜଣେ ଉଚ୍ଚ ଶିକ୍ଷିତ ହୋଇ ଏହି ପରି ବୟାନ ଯୋଗୁଁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ତୀରଥ ସିଂ ଙ୍କ ବୟାନ ଅନୁଯାୟୀ ଝିଅ ପିଲା ମାନେ ଫଟା ଜିନ୍ସ ପିନ୍ଧିବା ଦ୍ଵାରା ସଂସ୍କୃତି ର ଅବମାନନା ହେବା ସହିତ ପରିସମପ୍ତି ଘଟି ଥାଏ । ଏହି ପରି ପୋଷାକ ଗ୍ରହଣୀୟ କିମ୍ବା ଶୋଭାନୀୟ ନୁହଁ । ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପାଇଁ ସୋସିଆଲ ମିଡ଼ିଆରେ ଅନେକ ସୋମଲୋଚନା କରା ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ପାଇଁ ଓଡ଼ିଶା ର ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଗଣସମ୍ମୁଖ ରେ ନିଜର ମତ ରଖିଛନ୍ତି ।

ସେ କହିଛନ୍ତି ପୁଅ ମାନଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧିବା ପାଇଁ ଦିଆ ଯିବା ଉଚିତ୍ ନୁହଁ । ଏଭଳି ଚିନ୍ତାଧାରା ନିଚ ମାନସିକତା ବ୍ୟକ୍ତି ମନ ରେ ଆସିଥାଏ । ରାଜ୍ୟ ର ମୁଖ୍ୟମନ୍ତ୍ରୀ ହୋଇ ଏପରି ବୟାନ ତାଙ୍କୁ ଶୋଭା ପାଉ ନାହି । ପ୍ରକ୍ତୃତି କହିଛନ୍ତି ମୋ ମତ ରେ ଯେତିକ ଫାଟିଛି ସେଠାରେ ବ୍ଲେଡ୍ ମାରି ଆହୁରି ଚିଣ୍ଡାଇ ଦିଅ । ନିଜ ରୁଚି ଅନୁଯାୟୀ ପୋଷାକ ପିନ୍ଧ । ଫଟା ଜିନ୍ସ ପିନ୍ଧିବା ଏକ କ୍ରିମିନାଲ ନୁହଁ । ଯେମିତି ଇଛା ସେମିତି ପିନ୍ଧିବା ଆବଶ୍ୟକ । ମୋର ଯେମିତି ରୁଚି କୁ ସେହି ପରି ପୋଷାକ ପିନ୍ଧେ । ମୁଁ ଛୋଟ ବେଳୁ ସେମିତି ପରିବେଶ ରେ ବଢ଼ିଛି । ପରିବାର ଲୋକ ନିଜ ରୁଚି ରେ ପିନ୍ଧିବା ପାଇଁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.