Swastik Tv News Odisha

ଦେଖନ୍ତୁ ଏହି SPECIAL ଭି଼ଡିଓ -ନଈକୁ ମାଛ ଧରିବାକୁ ଯାଇଥିଲେ ଯୁବକ ସେଠାରେ ଏମିତି ଜିନିଷ ଦେଖିବାକୁ ପାଇଲେ ଜାଣିଲେ ଆପଣଙ୍କ ହୋସ ରହିବନି….

0

ଭଗବାନ ଙ୍କ ଦ୍ୱାରା ସୃଷ୍ଟି ଏହି ଦୁନିଆ ରେ କୁହାଯାଏ କି ଭଗବାନ ଙ୍କ ବିନା ଇଚ୍ଛା ରେ କିଛି ବି କାମ ହୁଏ ନାହିଁ, ଏମିତି କି ଗଛ ର ପତ୍ର ମଧ୍ୟ ହଲେ ନାହିଁ। ତେବେ ଏହି ଦୁନିଆରେ କଣ ସବୁ ଘଟଣା ଘଟିବ ତାହା ବି ଭଗବାନ ଙ୍କ ହାତରେ। ଏହି ଦୁନିଆ କିଏ କେଉଁ ଜନ୍ମ ପାଇବ, କେଉଁଠାରେ ପାଇବ ଏବଂ ତାର ଭାଗ୍ୟ ମଧ୍ୟ ଭଗବାନ ହିଁ ଲେଖି ଥାଆନ୍ତି।

ତେବେ ଗୋଟିଏ ମଣିଷ ହେଉ ବା ଜୀବ ଟେ ସମସ୍ତ ଙ୍କ ର ଜନ୍ମ, ମୃତ୍ୟୁ ସେଇ ଭଗବାନ ଙ୍କ ହାତରେ। କୁହାଯାଇଥାଏ, ଭଗବାନ ସମସ୍ତ ଙ୍କୁ ସେମାନଙ୍କ ର କର୍ମ ଅନୁସାରେ ହିଁ ଫଳ ଦେଇ ଥାଆନ୍ତି, ଯିଏ ଯେଉଁ କର୍ମ କରିଥାଏ ସେମିତି ହିଁ ଫଳ ପାଇଥାଏ। ଭଗବାନ କେବେବି କାହା ଭାଗ୍ୟ ରେ ସମ୍ପୂର୍ଣ୍ଣ ସୁଖ କି କାହା ଭାଗ୍ୟ ରେ ସମ୍ପୂର୍ଣ୍ଣ ଦୁଃଖ ଲେଖି ଦେଇ ନଥାନ୍ତି।


ଏହି ଦୁନିଆରେ ଟଙ୍କା, ପଇସା କିଛି ବି ନୁହେଁ ଯେଉଁ ମାନେ ଆଜି କୋଟିତି ହୁଏତ ସେମାନଙ୍କର ଏପରି କିଛି ହୋଇଯାଇପାରେ ଯାହା ପାଇଁ ସେମାନେ ଗରିବ ହେବାକୁ ବାଧ୍ୟ ହୋଇ ପାରନ୍ତି। ତେଣୁ ଯେଉଁମାନେ ବି ନିଜର ଟଙ୍କା ପଇସା ନେଇ ଗର୍ବ କରୁଛନ୍ତି ସେମାନେ ସେହି ଟଙ୍କା, ଧନ ସମ୍ପତ୍ତି କୁ ଏହିଠାରେ ହିଁ ଛାଡିକରି ଯେବେ କିଛି ବି ନିଜ ସହିତ ନେଇ ଯିବିନି। ଆଉ ଏବେ ଯେଉଁ ମହାମାରୀ ଆସିଛି ଲୋକ ମାନେ ତ ମରିଗଲେ ତାଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ଲୋକ ମାନେ ଯାଉନାହାଁନ୍ତି।ଏହି ମହାମାରୀ କେତେ ଯେ ନିରୀହ ଲୋକ ମାନଙ୍କର ଜୀବନ ନେଲାଣି ତାହା ଠିକ୍ ନାହିଁ, ହଜାର ହଜାର, ଲକ୍ଷଲକ୍ଷ ଲୋକ ଏହି ମହାମାରୀରେ ନିଜର ଜୀବନ ହାରି ସାରିଲେଣି।

ଆଉ ଏହାବି ଏପରି ଏକ ରୋଗ ଯେଉଁଥିରେ କି ପରିବାର ଲୋକ ଚାହିଁଲେ ବି ନିଜ ଲୋକ ମାନଙ୍କ ପାଇଁ କିଛି କରିପାରୁନାହାନ୍ତି,ନିଜ ଲୋକ ଆଖି ଆଗରେ ଜଟପଟ ହୋଇ ମରୁଥିଲେ ବି ସେମାନେ ଚାହିଁକରି ମଧ୍ୟ କିଛି ବି କରି ପାରୁନାହାନ୍ତି। ତେବେ ଏହି ମହାମାରୀ ସମୟରେ ଅନେକ ଦୁର୍ଘଟଣା ସବୁ ଶୁଣିବାକୁ ମିଳିଛି ଯାହାକି ବହୁତ ଦୁଖଦାୟକ ମଧ୍ୟ, ହେଲେ ଏବେ ବି ସୋସିଆଲ ମିଡିଆରେ ଏକ ଦୁର୍ଘଟଣା ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।ଏହି ଘଟଣା ଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ଥାନା ତଳନଗର ପଞ୍ଚାୟତର। ସେଠାରେ ଥିବା କାଂଶବାଂସ ନଈରେ ଜଣେ ବ୍ରାହ୍ମଣ ଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା, ସୂଚନା ଅନୁସାରେ ଗାଁ ର କିଛି ଲୋକ ସେହି ନଦୀ କୁ ମାଛ ଧରିବାକୁ ଯାଇଥିଲେ। ହେଲେ ହଠାତ୍ ସେମାନେ ସେହି ନଦୀ ରେ ଏକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ, ଏହାପରେ ସେମାନେ ସେହି ମୃତ ଶରୀର କୁ ଉଦ୍ଧାର କରିଥିଲେ।

ହେଲେ ସେହି ଶରୀର ଟି କାହାର ତାହା ଜଣାପଡିନଥିଲା, ତେଣୁ ସେମାନେ ପୋଲିସ ଫୋନ୍ କରିଥିଲେ। ପୋଲିସ ଆସି ଅନୁଧ୍ୟାନ କରିଥିଲା, ଆଉ ଜଣାଯାଇଥିଲା କି ସେହି ଶରୀର ଟି ୩ ଦିନର ଆଉ ମୃତ ବ୍ୟକ୍ତିଙ୍କ ବୟସ ୩୦ ରୁ ୪୦ ବର୍ଷ ଭିତରେ ହେବ। ମୃତ ଶରୀର ଟି କାହାର ବୋଲି ଏପର୍ଯ୍ୟନ୍ତ ତାହା ଜଣାପଡୁନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.