Swastik Tv News Odisha

ମାଟି ଭର୍ତି ଟ୍ରାକ୍ଟର ଖୋଲିବା ସମୟରେ ଅଚାନକ ବାହାରିଲା ଏମିତି ଜିନିଷ, ଦେଖି କରି ବେହୋସ ହୋଇଗଲେ

0

ଆମର ଜୀଵନ ରେ ଆମେ ଯେତେ ପରିଶ୍ରମ କଲେ କଣ ହେବ ଯଦି ଭାଗ୍ୟରେ ନଥିବ ତେବେ ସୁନା ବି ପିତଳ ହୋଇଯିବ ଏବଂ ଭାଗ୍ୟରେ ଥିଲେ ବସି ବସି ସୁନା ମୁଣ୍ଡା ଆସି ହାତ ମୁଠାରେ ପଡିବ। ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ଲୋକ ମାନେ କେହି ବି ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଇଚ୍ଛୁକ ନଥାନ୍ତି ସବୁବେଳେ ଭାବନ୍ତି ଏମିତି ମାଗଣା ରେ ତାଙ୍କୁ ଟଙ୍କା ପଇସା ଲିଲିଯାନ୍ତି କି ସେମାନେ ଖୁସିରେ ରୁହନ୍ତି ।

ତେବେ ଏପରି ମଧ୍ୟ ଆମ ସମାଜରେ ହେଉଥିବା ର ଦେଖୁଥିବେ କି , ଯଦି କେବେ ବି ରାସ୍ତାରେ କୌଣସି ମାଲ ବାହୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥାଏ କିମ୍ବା ସେତେବେଳେ ଆଖ ପାଖ ରେ ଥିବା ଲୋକ ମାନେ ତା ପାଖକୁ ଦୌଡ଼ି ଆସିଥାନ୍ତି। ତେବେ ସେମାନେ ଏଥିପାଇଁ ଆସିନଥାନ୍ତି କି ଗାଡି ବା ଡ୍ରାଇଭର ର କଣ ହୋଇଛି ବୋଲି ବରଂ ଏହି କାରଣ ରୁ ଆସିଥାନ୍ତି କି ସେଠୁରେ ଥିବା ଖାଦ୍ୟପେୟ କିମ୍ବା ପନିପରିବା କିମ୍ବା କୌଣସି ଆବଶ୍ୟକ ଜିନିଷ କୁ ନେଇଯିବେ ବୋଲି।

ତେବେ ନିକଟରେ ଉତ୍ତର ପ୍ରଦେଶ ରେ କିଛି ଏପରି ହିଁ ଘଟିଥିଲା। ଯେଉଁଠାରେ ଏକ ଟ୍ରାକ୍ଟର ରେ ବାଲି ଭର୍ତ୍ତି କରାଯାଉଥିବା ବେଳେ ସେଠାରେ କିଛି ଏମିତି ଜିନିଷ ମିଳିଥିଲା ଯାହା ଦେଖି ସମସ୍ତେ ଚକିତ ହୋଇଗଲେ ଏବଂ ତାକୁ ନିଜ ଅକ୍ତିଆର ରେ ଆଣିବାକୁ ପ୍ରୟାସ କରିଥିଲେ। ତେବେ ଆପଣ ହୋଇଥିଲେ ମଧ୍ୟ ତା ପଛରେ ଗୁଡ଼ାଇ ଥାନ୍ତେ ନିଶ୍ଚିତ।

ପ୍ରକୃତରେ ଉତ୍ତର ପ୍ରଦେଶ ର ସାଭନୀ ଜନପଥ ଠାରେ ଏକ ଜମି ରେ ମାଟି ଖୋଲା ଯାଉଥିବା ବେଳେ ସେହି ମାଟି ତଳୁ କେତେକ ସୁନା ଏବଂ ଚାନ୍ଦି ର ମୁଦ୍ରା ବାହାରି ଥିଲା ।ଯାହାକୁ ଦେଖି ପ୍ରାୟ ସମସ୍ତ ଙ୍କର ହସ ଉଡିଯାଇ ଥିଲା। ତେବେ ଏହା ଦେଖି ଲୋକମାନେ ତାକୁ ଉଠାଇ ବା ଆରମ୍ଭ କରିଦେଇ ଥିଲେ। କିନ୍ତୁ ଏ ବିଷୟ ରେ ଜମି ର ମାଲିକ ଯେତେବେଳେ ଜାଣିବାକୁ ପାଇଥିଲେ ସେ କହିଲେ କି ପୂର୍ବରୁ ସେ ତାଙ୍କ ଜମି ରୁ କେବେ ବି ଏପରି ମୁଦ୍ରା ପାଇନାହାନ୍ତି କି ଏ ବିଷୟ ରେ କିଛି ଜାଣିନାହାନ୍ତି।

ତେବେ ଏହି ମୁଦ୍ରା ଗୁଡ଼ିକ ପାଇ କେହି ଜଣେ ବ୍ୟକ୍ତି ସ୍ଥାନୀୟ ପୋଲିସ କୁ ଏ ବିଷୟ ରେ ସୂଚନା ଦେଇଥିଲେ। ତେବେ ପୋଲିସ ସେଠାରେ ପହଂଚି କହିଥିଲେ କି, ଏହା କୌଣସି ସୁନା କିମ୍ବା ଚାନ୍ଦି ର ମୁଦ୍ରା ନୁହେଁ ।ଏହା ପ୍ରାୟ ଅଶୋକ କିମ୍ବା କୌଣସି ସାମ୍ରାଟ ଙ୍କର ସମୟ ର ମୁଦ୍ରା ଅଟେ ।କାରଣ ଏଥିରେ ଉର୍ଦ୍ଧ୍ବ ଭାଷା ରେ ଲେଖାଯାଇ ଥିଲା ।ତେବେ ଏହା କହି ପୋଲିସ ଏହାକୁ ପାଇଥିବା ଲୋକ ମାନ ଙ୍କୁ ଡାକି ପଚରା ଉଚରା କରିବା ସହ ମୁଦ୍ରା ଗୁଡିକ ର ପରୀକ୍ଷା ପାଇଁ ପଠେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.