Swastik Tv News Odisha

ଦେଖନ୍ତୁ ଅଜବ ଭିଡ଼ିଓ : ଭାଇରାଲ ହଉଛି ଏହି କୁନି ଛୁଆ ଭିଡ଼ିଓ !! କାନ୍ଦି କାନ୍ଦି କହିଲେ ଏମିତି କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ। ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ମଜାଳିଆ ଭିଡିଓ ଦେଖିବା ପାଇଁ ମିଳିଥାଏ ଯାହାକି ଦେଖିବା ମାତ୍ରେ ବହୁତ ମଜା ଲାଗିବା ସହିତ ବହୁତ ଖୁସି ମଧ୍ୟ ଲାଗି ଥାଏ। ସେହି ଭିଡିଓ ମଧ୍ୟରୁ ଯଦି କିଛି କୁନି କୁନି ପିଲା ମାନଙ୍କର ଭିଡିଓ ଦେଖିବା ପାଇଁ ମିଳିଥାଏ, ତାହେଲେ ଆହୁରି ଖୁସି ଲାଗିଥାଏ। ତାଙ୍କ କୁନି କୁନି ପାଟିରେ କଥା ଶୁଣିଲେ ସୁମଧୁର ଲାଗିବା ସହ ଆନନ୍ଦ ମଧ୍ୟ ଲାଗିଥାଏ। ସେମାନେ ଅଧିକ ମଜାଳିଆ କଥା କହିବା ଦ୍ୱାରା ତାଙ୍କୁ ସବୁ ଲୋକ ବହୁତ ଲୋକ ପସନ୍ଦ କରି ଥାଆନ୍ତି। ତେବେ ଏଭଳି ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି। ଗୋଟେ କୁନି ଝିଅଟି କାନ୍ଦି କାନ୍ଦି ଗୁରୁମାଙ୍କ ପ୍ରଶ୍ନର ଉତ୍ତର ଦେଉଛି ବୋଲି ସୂଚନା ମିଳିଛି। ଆପଣ ମାନେ ଶୁଣିବା ମାତ୍ରେ ହସି ହସି ଗଡି ଯିବେ ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗୋଟେ ସ୍କୁଲରେ ଅନେକ ପିଲା ବସି ପାଠ ପଢୁ ଥିବା ବେଳେ ତାଙ୍କ ମଧ୍ୟରୁ ଗୋଟେ କୁନି ଝିଅଟି ବସି ପାଠ ପଢୁ ଥିଲା। ସେହି କୁନି ଝିଅଟି ସବୁବେଳେ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତାକୁ ଗୁରୁମା ଅ, ଆ ଲେଖିବା ପାଇଁ କହିଥିଲେ କିନ୍ତୁ ସେ ଗୁରୁମାଙ୍କର ପ୍ରତି ଉତ୍ତରରେ କହିଥିଲା ଯେ ସେ କୌଣସି ବି ପାଠ କରି ନାହିଁ। ଏହା ପରେ ଶିକ୍ଷୟତ୍ରୀ ଜଣଙ୍କ ରାଗି ଯାଇ ତାକୁ ଗାଳି କରି କହିଲେ, ପାଠ ନାହିଁ କି ସାଠ ନାହିଁ, ଏହା ଶୁଣି ସେ ଜୋର ଭାବରେ କାନ୍ଦିବାକୁ ଲାଗିଲା।

ତେବେ ସେହି କୁନି ଝିଅଟି ଶିକ୍ଷୟତ୍ରୀଙ୍କୁ ଗାଳି ନ କରିବା ପାଇଁ ମନା କରୁଛି ଓ ସେ ପାଠ ପଢିବ ବୋଲି କଥା ମଧ୍ୟ ଦେଉଛି। ମାରିବା ପାଇଁ କହିଲେ ତାକୁ ବହୁତ ଜୋର କାନ୍ଦ ଲାଗିବ ବୋଲି ସେ କହୁଛି। ସେହି କୁନି ଝିଅଟି ପାଠ ପଢି ବଡ଼ ମଣିଷ ହେବ, ଚାକିରୀ କରିବ ଏବଂ ଚାକିରୀ କଲେ ଆଇସକ୍ରିମ ଓ କୁରକୁରି ଖାଇବା ପାଇଁ କହୁଛି। ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.