Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଅଫିସ ଭିତରେ ଅନୁଗୁଳ SDPO ଙ୍କ ରାସଲୀଳା ଭିଡ଼ିଓ ନିଆଁ ଭଳି ଭାଇରାଲ…

0

ବର୍ତ୍ତମାନ ଆଜିକାଲି ପ୍ରେମ,ମିଛ,ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇ ଗଲାଣି, କାରଣ ଆପଣ ମାନେ ଦେଖି ଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏଭଳି କିଛି ଭୁଲ କାର୍ଯ୍ୟ କରି ବସୁଛନ୍ତି। ଏଥି ସହ ନିଜର ସ୍ତ୍ରୀ,ପିଲା ଛୁଆ ଓ ପରିବାରକୁ ଭୁଲି ଅନ୍ୟ ପ୍ରେମରେ ପଡି ସବୁ କିଛି ଭୁଲି ଯାଉଛନ୍ତି ଓ ତାଙ୍କୁ ବାହା ହେବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ କଥା ଅଟେ। ଏଭଳି ଘଟଣା ଆପଣ ମାନେ ଅନେକ ସମୟରେ ଦେଖିଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଜଣେ ସରକାରୀ କର୍ମଚାରୀ ଯୁବକ ନିଜର ସ୍ତ୍ରୀ କୁ ଛାଡି ଅନ୍ୟ ଏକ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଘଟଣା ବିଷୟରେ କହିବୁ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ଅନୁଗୁଳ ଜିଲ୍ଲାରେ ଅଶ୍ୱିନୀ ସାହୁ ନାମକ ଜଣେ ଯୁବକ ଏସଡିପିଓ ଭାବରେ କାର୍ଯ୍ୟ କରୁଛନ୍ତି। ଘରେ ତାଙ୍କର ସ୍ତ୍ରୀ ଓ ପିଲା ଛୁଆ ମଧ୍ୟ ରହିଛନ୍ତି। ଘରେ ସେ ତାଙ୍କ ପତ୍ନୀ ମମତା ସାହୁଙ୍କୁ ମାଡ଼ ମାରିବା ସହ ବହୁତ ନିର୍ଯାତନା ମଧ୍ୟ ଦେଉଥିଲେ ଓ ଏଥି ସହ ତାଙ୍କ ସ୍ତ୍ରୀ, ପିଲା ଛୁଆଙ୍କୁ ଭୁଲି ସେ ମୟୁରଭଞ୍ଜ ଜିଲ୍ଲାର ଆଇଆଇସି ଲୋପାମୁଦ୍ରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି।

ତେବେ ମହିଳା ଜଣଙ୍କର ଘର ଓ ସଂସାର ଭାଙ୍ଗି ଯାଉ ଥିବା ବେଳେ ସେ ନ୍ୟାୟ ପାଇବା ପାଇଁ ଉଚ୍ଚ ପଦସ୍ତ ଅଧିକାରୀ ନିକଟକୁ ଯାଇଥିଲେ। ତାଙ୍କର ଏହି ଅଭିଯୋଗକୁ ପୋଲିସ ଡିଜି ଅଭୟ, ଗୃହ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ଅନୁଗୁଳ ଡିଆଜୀ କେହି ବି ତାଙ୍କ କଥା ଶୁଣୁ ନାହାନ୍ତି। ଦୁଃଖରେ ମହିଳା ଜଣଙ୍କ ତାଙ୍କ ନିକଟରେ ନ୍ୟାୟ ପାଇବା ପାଇଁ ଅନୁରୋଧ କରୁଛନ୍ତି। ତେଣୁ ଆମର ପ୍ରଶାସନ ନିକଟରେ ଏତିକି ଅନୁରୋଧ ଦୟାକରି ତାଙ୍କୁ ନ୍ୟାୟ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.