Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ହେ ଭାଗାବାନ ! ଠକାମୀର ଶିକାର ହୋଇ ଓଡ଼ିଆ ଯୁବକ ଙ୍କୁ ଦୁବାଇରେ ଗୋରୁ ମାଂସ ଖାଇବା ପାଇଁ ବାଧ୍ୟ କରୁଛନ୍ତି…ଭିଡ଼ିଓ ଟିକୁ ଅନେକ ମାତ୍ରାରେ ସେୟାର କରନ୍ତୁ…

0

କଣ କହିବେ ଆଜିର ସମାଜର ଲୋକଙ୍କୁ। ସେମାନେ ବେଳେବେଳେ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ଅନ୍ଯ ଉପରେ ଏକ କୁପ୍ରଭାବ ପକାଉଛି। ତେବେ ଦିନକୁ ଦିନ ଦୁନିଆରେ ଲୋକଙ୍କ ହାବ ଭାବରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମଣିଷ ପାଖରେ ସହନଶୀଳତା ଏବଂ ଉଦାରତା ପରିବର୍ତ୍ତେ ବୃଦ୍ଧି ପାଉଛି ରାଗ, କ୍ରୋଧ ଓ ହିଂସା। ଧୀରେ ଧୀରେ ନିର୍ଦ୍ଦୟ ହୋଇ ପଡୁଛି ଆଜିର ମଣିଷ। ହିଂସା, ମାରପିଟ୍ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମନିଷ।ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି। କାରଣ କେତେବେଳେ କଣ କାହା ସହ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ।

ସରଳ, ଉଦାର ହେଲେ ମଧ୍ୟ ଅନ୍ଯ ମାନଙ୍କ ଦ୍ବାରା ଠକାମୀ ର ଶିକାର ହେବା ର ସମ୍ଭାବନା ଯଥେଷ୍ଟ ଅଧିକ। କାରଣ ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବାକୁ ପାଉଥିବେ। ଯେଉଁଠି ନିରୀହ ଲୋକମାନେ ଅନେକ ହଇରାଣ ହୋଇଥାନ୍ତି।ସବୁଆଡେ ଯେମିତି ଏକ ଅପ୍ରୀତିକର ସ୍ଥିତି।କାହା ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ଆଉ ନାହିଁ। ତେବେ ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

ତେବେ କେତେବେଳେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଅମାନବୀୟ ଭାବରେ କାଣ୍ଡ ସବୁ କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ସାଧନ ପାଇଁ ଅନ୍ୟର ଜୀବନ ବି ନେବାକୁ ପଛାଉ ନାହିଁ। କିନ୍ତୁ ଏସବୁ କାର୍ଯ୍ୟ କଲାପର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।ଏଭଳି ଘଟଣା ବାସ୍ତବରେ ଏକ ଭିନ୍ନ ଛବି ସୃଷ୍ଟି କରୁଛି ସାଧାରଣ ଜନତାଙ୍କ ମାନସପଟ ରେ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁ ଘଟଣାରେ ଏକ ସମ୍ବେଦନଶିଲ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଓଡିଶାର ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏଜେନ୍ସି ସାହାଯ୍ୟରେ ଦୁବାଇ କାମ କରିବାକୁ ଯାଇଥିଲେ।

ସଫ୍ଟୱେର କମ୍ପାନୀ ରେ କାମ କରିବେ ବୋଲି ଏଜେନ୍ସୀ ତାଙ୍କୁ କହିଥିଲେ କିନ୍ତୁ ସେଠାରେ ଯାଇ ସେ ଦେଖିଲେ ଏହା ଏକ ମୁସଲମାନ ୱାଟର ସିଲ୍ କଂପାନୀ। ସେଠାରେ ସେ ବାଧ୍ୟ ହୋଇ କାମ କରିବା ପରେ ତାଙ୍କୁ ଅତ୍ୟାଚାର କରା ଯାଉଥିଲା। ସେଠାରେ ଗୋଟେ ହେଲେବି ହିନ୍ଦୁ ନଥିଲେ। ମୁସଲମାନ ମାନେ ଅତ୍ୟାଚାର ସ୍ୱରୂପ ତାଙ୍କୁ ଗୋ ମାଂସ ଖାଇବାକୁ ବାଧ୍ୟ କରୁଛନ୍ତି ବୋଲି କହିଲେ। ଯେଉଁ କାରଣରୁ ସେ ଅଖିଆ ଅପିଆ ସେଠାରେ ରହିଛନ୍ତି। ଦୀର୍ଘ ୫ ମାସ ହେଲା ମଧ୍ୟ ତାଙ୍କୁ ଦରମା ମିଲିନାହିଁ। ପଳେଇ ଆସିଲେ ତାଙ୍କୁ ଲକ୍ଷାଧିକ ଟଙ୍କା ପୈଠ କରିବାକୁ କହୁଛନ୍ତି। ତାଙ୍କ ପାଖରେ ଏକ ଟଙ୍କା ନଥିବାରୁ ସେ ସେଠାରୁ ଆସି ନପାରି ବହୁ କଷ୍ଟରେ ରହିଛନ୍ତି। ତେଣୁ ସେ ଆମ ସରକାରଙ୍କୁ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଭିଡିଓ ମାଧ୍ୟମରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.