Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି Live ଆସି କାହିଁକି ବର୍ଷା କହିଲେ ଏମିତି….

0

ଅଲିଉଡ ସିନେମା ଜଗତର ଆଗ ଧାଡିରେ ଥିବା ଲୋକପ୍ରିୟ ଅଭିନେତ୍ରୀ ତଥା ଅଗଣିତ ଦର୍ଶକ ମାନଙ୍କ ର ଅତିପ୍ରିୟ ବର୍ଷା ପ୍ରିୟଦର୍ଶନୀ । ତେବେ ଅଗଣିତ ଦର୍ଶକ ମାନେ ବର୍ଷାଙ୍କର ଅଭିନୟକୁ ହୃଦୟରୁ ବହୁତ ଭଲ ପାଇବା ଦେବା ସହିତ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । ସେ ଜଣେ ହିନ୍ଦୁ ସଂସ୍କୃତିର ନୀତି ପରମ୍ପରା ରେ ବନ୍ଧା ହୋଇଥିବା ଜଣେ ଓଡିଆ ବହୂ ମଧ୍ୟ ଅଟନ୍ତି ଏବଂ ପାରମ୍ପାରିକ ବହୂ ହିସାବରେ ତାଙ୍କ ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ମଧ୍ୟ ରହିଛି । ଦର୍ଶକ ମାନେ ତାଙ୍କ ସୁନ୍ଦରତା ଓ ଗୁଣ ଗାରିମାକୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ହୃଦୟ ମଧ୍ୟ ସ୍ୱଚ୍ଛ ବୋଲି ଦର୍ଶକମାନେ ମାନିଥାନ୍ତି ।

ଓଡିଆ ନୀତି ପରମ୍ପରାର ସମସ୍ତ ଚଳନି ଓ ହିନ୍ଦୁ ଧର୍ମର ସମସ୍ତ ରୀତିନିୀତି ମାନିଚଳିଥିବା ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ବର୍ଷାଙ୍କର ଚଳନି ଓ ବେଶଭୂଷା ବେଶ୍ ମନୋଲଭା ଅଟେ । ଦର୍ଶକ ମାନଙ୍କର ମନକୁ ଛୁଇଁଲା ଭଳି ହିଟ ହିଟ ଫିଲ୍ମୀ ସବୁ ଭେଟି ଦେଇଥାନ୍ତି । ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ଓଡିଆ ସିନେମା ଜଗତ ପାଇଁ ତାଙ୍କର ବହୁତ ବଡ ଅବଦାନ ମଧ୍ୟ ରହିଛି । ବର୍ଷାଙ୍କର ବ୍ୟବହାର ରୁ ହିଁ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ଜଣାପଡିଥାଏ । ଦର୍ଶକ ମାନଙ୍କୁ ବର୍ଷାଙ୍କର ଅଭିନୟ ବହୁତ ପସନ୍ଦ ଆସିଥାଏ , ସେଥିପାଇଁ ବର୍ତ୍ତମାନ ସମୟରେ ସେ ନମ୍ୱର ୱାନ ହିରୋଇନ ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ ରହିଛି ।

ତେବେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତାଙ୍କର ଏକ ସଙ୍ଗଠନ ରହିଛି , ଯେଉଁଥିରେ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟର ହାତ ବଢାଇଥାନ୍ତି । ତେବେ ସେହି ସଂଙ୍ଗଠନର ନାମ ହେଉଛି ସମ୍ମାନିତା ଏବଂ ଏହି ସଂଙ୍ଗଠନ ଜରିଆରେ ସେ ଅସହାୟ ତଥା ଅନାଥ ପିଲା ମାନଙ୍କ ଠାରେ ପହଞ୍ଚିଥାନ୍ତି । ତେବେ ଅନାଥ ଶ୍ରମରେ ରହୁଥିବା ପିଲା ମାନଙ୍କ ପାଇଁ ଖାଇବା ଓ ସେମାନଙ୍କର ଦରକାର ଥିବା ଜିନିଷ ଆଦି ଯୋଗାଇ ଦେଇଥାନ୍ତି । ତାଙ୍କର ଏହି ସଙ୍ଗଠନ କୁ ସଦୂର ପ୍ରସାରୀ କରିବା ପାଇଁ କିଛି ଲୋକମାନେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀଙ୍କୁ ସହଯୋଗ କରିଥାନ୍ତି । ତେବେ ବର୍ଷା ଏହି ସଙ୍ଗଠନକୁ ନେଇ ନିଜର ଅଭିମତ ରଖିଛନ୍ତି ।

ସେ କହିଛନ୍ତି ଏହି ସଙ୍ଗଠନ କେବଳ ନାରୀ ମାନଙ୍କ ପାଇଁ ନୁହଁ ବରଂ ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ସେ ଉଭୟ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦିଅନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯିଏ ପ୍ରକୃତ ଦୋଷୀ , ଯିଏ ଭୁଲ କରିଛି ସେ ଦଣ୍ଡ ପାଇବା ନିଶ୍ଚିତ ଆବଶ୍ୟକ ଅଟେ । ସେ ପୁରୁଷ ହୋଇପାରେ କିମ୍ୱା ମହିଳା ବୋଲି ସେ କହିଛନ୍ତି । ତେଣୁ ତାଙ୍କର ଏହି ସମ୍ମାନିତା ସଙ୍ଗଠନ ସମସ୍ତ ଅସହାୟ ବା ଅନାଥ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.