Swastik Tv News Odisha

ମଣିଷ ନୁହେଁ ସାପ ସହିତ କଲେ ବିବାହ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ…ଦେଖନ୍ତୁ ଭିଡ଼ିଓ

0

ବିବାହ ପାଇଁ ପୁଅ ଝିଅଙ୍କର ସମ୍ମତି ତ ଦରକାର ଥାଏ , ତା ସହିତ ଲୋକମାନେ ପୁଅ କିପରି ଦେଖାଯିବ ବା ଝିଅ କିପରି ଦେଖାଯିବ ତାହର ଯଜମେଣ୍ଟ ମଧ୍ୟ ସମସ୍ତେ କରିଥାନ୍ତି । ପୂର୍ବରୁ ଲୋକମାନେ ସରକାରୀ ଚାକିରୀ କରିଥିବା ପୁଅ ମାନଙ୍କୁ ସେମାନଙ୍କ ଝିଅର ବିବାହ କରୁଥିଲେ , କିନ୍ତୁ ବର୍ତ୍ତମାନ ଆପଣଙ୍କୁ ପୁରୁଷ ନୁହଁ ସାପ ହେବାକୁ ପଡିବ । ସାପ ହେଲେ ଯାଇ ଆପଣ ଜଣେ ସୁନ୍ଦରୀ ଝିଅକୁ ବିବାହ କରିପାରିବେ , କାରଣ ସେମିତି ଏକ ଘଟଣା ଘଟିଛି ଆମ ଓଡିଶାରେ । ତେବେ ସେହି ଝିଅଟିର ନା ହେଉଛି ବିମଲା , ଯିଏକି ଗୋଟିଏ ସାପକୁ ବିବାହ କରିଛନ୍ତି , ଆଜ୍ଞା ହଁ ସେ ମଧ୍ୟ ଆରେଞ୍ଜ ମ୍ୟାରେଜ ନୁହଁ ଲଭ ମ୍ୟାରେଜ ।

ଆଜ୍ଞା ହଁ ସେ ସାପଟିକୁ ଭଲ ପାଇଛନ୍ତି ଓ ବିବାହ ମଧ୍ୟ କରିଛନ୍ତି , କିଛି ଦିନତଳେ ତାଙ୍କ ଘରୁ ଏକ ସାପ ବାହାରିଥିଲା । ଯାହାକୁ ସେ ଉଦ୍ଧାର କରିଥିଲେ , ସେହିଦିନରୁ ହିଁ ତା ସହିତ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ସେ ଡିସାଇଟ କଲେ ଯେ ସାପ କୁ ହିଁ ବିବାହ କରିବେ । ଆପଣ ମାନେ ଆଗରୁ ଶୁଣିଥିବେ ଯେ ଆମ୍ଭେମାନେ ପଶୁ ପକ୍ଷୀଙ୍କୁ ଘରେ ରଖି ପାଳୁ ଏବଂ ସେମାନେ ମଧ୍ୟ ପୋଷା ମାନି ଆମ ମାନଙ୍କର ରୁଲ କୁ ମାନିଥାନ୍ତି । କିନ୍ତୁ ଏଠାରେ କାହାଣୀ ଟିକିଏ ଅଲଗା , ମହିଳା ଜଣକ ସାପକୁ ବିବାହ କରିଛନ୍ତି ଓ ନିଜ ସ୍ୱାମୀ , ପତି ପରମେଶ୍ୱର ଭାବେ ତାଙ୍କୁ ଗ୍ରହଣ କରିଛନ୍ତି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ସାପଟି ମଧ୍ୟ ତାଙ୍କର ପ୍ରେମର ପରିଭାଷାକୁ ବୁଝିପାରୁଛି ଏବଂ ତାହାକୁ କୌଣସି ପ୍ରାକର ଆଘାତ ମଧ୍ୟ ପହଞ୍ଚୁ ନାହିଁ । ତାଙ୍କ ସହିତ ସୁଖର ସଂସାର ମଧ୍ୟ କରୁଛି , ବର୍ତ୍ତମାନ ଆପଣ ମାନେ ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଉଥିବେ କି ଏହା କେମିତି ସମ୍ଭବ । କାରଣ ଆପଣମାନେ ତ ସମସ୍ତେ ଜାଣିଛନ୍ତି କାହାର ପସନ୍ଦ କେମିତି ତାହା ଜାଣିବା ବହୁତ ମୁସକିଲ । ମହିଳା ଜଣକ ନିଜ ପସନ୍ଦରେ ସାପ ସହିତ ବିବାହ କରିଛନ୍ତି , ଏମାନଙ୍କ ସହିତ ନିବିଡ ପ୍ରେମ ସମ୍ପର୍କ ମଧ୍ୟ ରହିଛି । କିନ୍ତୁ ଆପଣ ମାନେ ଟିକିଏ ଭାବନ୍ତୁ ବର୍ତ୍ତମାନ ଚାକିରୀ କରିବା ପାଇଁ କିଏ ଯିବ , ସାପ ନା ମହିଳା ଜଣକ ।

ବର୍ତ୍ତମାନ ଘରର ଅର୍ଥ କିଏ ଆଣିବ ଏବଂ ପରିବାରର ସମସ୍ତ ଦାୟିତ୍ୱ କିଏ ବହନ କରିବ , ଏହାଛଡା ଏମାନଙ୍କର ପାରିବାରିକ ଜୀବନ କିପରି ଆଗକୁ ବଢିବେ । ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । କିନ୍ତୁ ଏହା ସତ ଯେ ସେମାନେ ଦୁହେଁ ଓଡିଆ ନୀତି ପରମ୍ପରାରେ ପରସ୍ପରକୁ ବିବାହ କରିଛନ୍ତି , ତେବେ ଆଗାମୀ ସମୟରେ ଏମାନଙ୍କର ବୈବାହିକ ଜୀବନ କିପରି କଟିବ ତାହା ଜାଣିବା ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.