Swastik Tv News Odisha

ଭୁବନେଶ୍ୱର ରାସ୍ତାରେ ଯୁବତୀ ଙ୍କ ହାଇଡ୍ରାମା ! ମୋତେ ବାହା ତ ହ..ଏ ମିଡ଼ିଆ ଭାଇମାନେ ମୋର ବାହାଘର ଏଇଠି କରେଇଦିଅ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ| ବର୍ତ୍ତମାନ ସମୟରେ ଯୁବକ ଓ ଯୁବତୀ ମାନେ ପ୍ରେମ ସମ୍ପର୍କ ଆଡକୁ ଗତି କରିବାକୁ ଲାଗିଲେଣି। ସେମାନେ ପ୍ରେମକୁ ଖେଳନା ବୋଲି ଭାବି ନେଉଛନ୍ତି। ପ୍ରେମରେ ପଡି ସେମାନେ ଅନ୍ଧ ହୋଇ ଯିବା ସହିତ ସମାଜର ସବୁ ନୀତି ନିୟମକୁ ଭୁଲିବା ସହିତ ସେମାନେ ବାପା, ମାଆ, ଭାଇ ଓ ଭଉଣୀ ଆଦିକୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ତାଙ୍କ ଜୀବନକୁ ମଧ୍ୟ ନଷ୍ଟ କରିବାକୁ ଲାଗିଲେଣି। ବର୍ତ୍ତମାନ ଏହି ଆଧୁନିକ ଯୁଗରେ ପ୍ରେମ ପ୍ରସିଦ୍ଧ ହୋଇ ଗଲାଣି। ବାପା ଓ ମାଆ ଙ୍କ ଆଖିରେ ଧୂଳି ଦେଇ ପିଲା ମାନେ ମିଛ ସତ କହି ଘର ଛାଡି ଆସିବାକୁ ମଧ୍ୟ ପଛାଉ ନାହାନ୍ତି| ନିଜ ପ୍ରେମିକ ଓ ପ୍ରେମିକାଙ୍କ ସହ ମଜା ମସ୍ତି କରି ତାଙ୍କ ସହ ସମୟ ବିତାଇବା ପାଇଁ, ଯାହାକି ଏକ ଅପ୍ରିତିକର ଓ ଲଜ୍ୟା ଜନକ କଥା ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ଚାଁହୁଛନ୍ତି ଯେ ସେ ଯାହାକୁ ଭଲ ପାଉଛନ୍ତି ତାଙ୍କୁ ମିଡିଆଙ୍କ ସମ୍ମାନାରେ ଫୁଲ ମାଳ ପକାଇ ବିବାହ କରିବାକୁ ଚାଁହୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ସାରା ଜୀବନ ସାଥି ହୋଇ ରହିବା ପାଇଁ ପରସ୍ପର ମଧ୍ୟ କଥା ଦେଇଥିଲେ। କେହି କାହାରିକୁ ଛାଡି ମଧ୍ୟ ରହି ପାରୁ ନଥିଲେ। ଦୁହିଁଙ୍କ ଭଲ ପାଇବାକୁ ଯୁବତୀଙ୍କ ପରିବାର ଲୋକ ସପୋର୍ଟ କରୁ ନଥିଲେ। ସେଥିପାଇଁ ମହିଳା ଜଣଙ୍କ ଘର ଛାଡି ପଳେଇ ଆସି ଯୁବକଙ୍କ ପାଖରେ ରହିଥିଲେ। ହେଲେ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ଜୋର ଝଗଡା ସୃଷ୍ଟି ହୋଇଥିଲା।

ତେବେ କିନ୍ତୁ ମହିଳା ଜଣଙ୍କ ଯୁବକଙ୍କୁ ଛାଡି ବା ପାଇଁ ନାରାଜ ଅଟନ୍ତି। ଯୁବକ ଜଣଙ୍କ ଖୁବ ଜୋରରେ ରାଗି ଯାଇ, ମହିଳାଙ୍କୁ କହୁଛନ୍ତି ଯେ ତୁମେ ତମ ଘର ଲୋକଙ୍କୁ ଡକାଓ କିନ୍ତୁ ତାଙ୍କ କଥାରେ ମହିଳା ଜଣଙ୍କ ରାଜି ହେଉ ନାହାନ୍ତି। ଏଭଳି ଘଟଣା ଦେଖି ଯୁବକ ଆହୁରି ରାଗି ଯିବା ସହିତ ମିଡିଆ ଭାଇ ମାନଙ୍କୁ କହୁଛନ୍ତି। ଯେ ସେ ଯଦି ତାଙ୍କ ପରିବାର ଲୋକଙ୍କୁ ନଡକାଇବେ ତାହେଲେ ଫୁଲ ମାଳ ଆଣନ୍ତୁ ମୁଁ ତାଙ୍କୁ ବିବାହ କରିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.