Swastik Tv News Odisha

ଏହି Femous ଅଭିନେତ୍ରୀ ଙ୍କର Private ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଚୋରି, ଡକାୟତ, ମାଡିପିଟ ଓ ଅଶ୍ରୀଳ ଭିଡିଓ ଭାଇରଲ ଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ। ଯାହାକି ସମାଜ ପ୍ରତି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନେ ଜାଗ୍ରତ ହୋଇ ରହି ଥାଆନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ବହୁତ ଚର୍ଚ୍ଚାରେ ରହି ଥାଆନ୍ତି କିନ୍ତୁ ଯଦି କୌଣସି କଳାକାର ସମାଜରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ତାହେଲେ ଦର୍ଶକ ମାନେ ତାଙ୍କୁ ଘୃଣା କରିବା ସଙ୍ଗେ ସଙ୍ଗେ ନୀଚ ଦୃଷ୍ଟିରେ ଦେଖି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଲଜ୍ୟା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଭୋଜପୁରୀର ଓଡିଶୀ ନୃତ୍ୟ ଶିଳ୍ପୀ ତ୍ରିଶାକର ମଧୁଙ୍କ ଅଶ୍ରୀଳ ଭିଡିଓ ଭାଇରଲ ହେଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ନିନ୍ଦନୀୟ ବା ଲଜ୍ୟା ଜନକ କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଭୋଜପୁରୀର ଚର୍ଚ୍ଚିତ ଅଭିନେତ୍ରୀ ତଥା ନୃତ୍ୟ ଶିଳ୍ପୀ ତ୍ରିଶାକର ମଧୁଙ୍କୁ ଆପଣ ମାନେ ଜାଣିଥିବେ, ସେ ଆଗ ଧାଡିର କଳାକାର ଭାବରେ ବେଶ ପରିଚିତ ଅଟନ୍ତି। ସେ ତାଙ୍କ ନୃତ୍ୟ ଶିଳ୍ପୀ ଦ୍ୱାରା ଲୋକ ମାନଙ୍କ ମନ କିଣି ନେବା ସଙ୍ଗେ ସଙ୍ଗେ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ସେ ତାଙ୍କ ନୃତ୍ୟକୁ ପରିବେଷଣ କରିବା ଫଳରେ ଚର୍ଚ୍ଚାରେ ରହିବା ସହିତ ପ୍ରସିଦ୍ଧ ମଧ୍ୟ ହୋଇ ପାରିଛନ୍ତି।

ତେବେ ତାଙ୍କର ଏକ ଅଶ୍ରୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ସଙ୍ଗେ ସଙ୍ଗେ ଟ୍ରୋଲ ମଧ୍ୟ ଆରମ୍ଭ ହେବାରେ ଲାଗିଛି। ସେହି ଭିଡିଓରେ ଅଭିନେତ୍ରୀଙ୍କ ସହ ଜଣେ ଯୁବକ ନଜର ଆସୁଥିବାର ଦେଖିବାକୁ ମିଳିଛି,ଯାହାକି ଏକ ଲଜ୍ୟା ଜନକ କଥା ଅଟେ। ଭିଡିଓଟି ଭାଇରଲ ହେବା ପରେ ସମର୍ଥକ ଓ ତାଙ୍କ ବିରୋଧୀ ମୁଁହା ମୁଁହି ହୋଇଛନ୍ତି। ଏଭଳି ଘଟଣାକୁ ନେଇ ଅଭିନେତ୍ରୀ କହିଛନ୍ତି ଯେ, ଏହା ଏକ ଷଡ଼ଯନ୍ତ୍ର ଅଟେ। ତେବେ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.