Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ବିଷଧର ନାଗୁଣୀ କୁ କ୍ଷୀର ପିଆଇବାକୁ ଚେଷ୍ଟା କରୁଥିଲେ ମହିଳା, ତା’ପରେ କ’ଣ ଘଟିଲା ଦେଖିଲେ ହୋଇଯିବେ ତାଯୁବ…

0

ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ବେଳେ ପ୍ରାଣୀ ମଧ୍ୟରେ କେବଳ ମଣିଷ ଜାତି କୁ ଗଠନ କରିନଥିଲେ ବରଂ ତା ସହ ପଶୁ ପକ୍ଷୀ , କୀଟ ପତଙ୍ଗ ଆଦି କୁ ସୃଷ୍ଟି କରିଥିଲେ। ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।

ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।
ତେବେ ଭାବନ୍ତୁ ଯଦି ଅଧ ରାତ୍ରିର ଅନ୍ଧାରରେ ଏକ ବିଶାଳ ବିଷଧର ସାପ ଟି ଆପଣ ଙ୍କର ଶୋଇବା ଘର ବାହାରେ ତ ଆପଣଂକୁ କେମିତି ଲାଗିବ, ନିଶ୍ଚିତ ଭାବରେ ଆପଣ ବହୁତ ଡରିଯିବେ। ତେବେ ଏହି ଭଳି ଏକ ଘଟଣା ଘଟିଥିଲା ଭଦ୍ରକ ଜିଲ୍ଲାର ଗୋଟିଏ ପରିବାର ସହ ହୋଇଥିଲା। ମାତ୍ର ସେମାନେ ଭୟଭୀତ ହୋଇ ମଧ୍ୟ ସେମାନେ ସାହାସ କରି ନିଜକୁ ବହୁତ ବଡ଼ ବିପଦରୁ ବଞ୍ଚାଇ ଥିଲେ ଏବଂ ପରେ ଜଙ୍ଗଲ ବିଭାଗ କୁ ସୂଚନା ଦେଇଥିଲେ ଏବଂ ସାପ ଧରାଳି ଜଣ ଙ୍କ ଆସି ସାପ ଟିକୁ ଉଦ୍ଧାର କରିଥିଲା ।

ତେବେ ଘଟଣା ଟି କିଛି ଏପରି ହୋଇଥିଲା କି ବର୍ତ୍ତମାନ ବର୍ଷା ୠତୁ ହୋଇଥିବାରୁ ସାପ ଗୁଡ଼ିକ ବାହାରିବା ସାଧାରଣ କଥା ।ମାତ୍ର ନାଗ ସାପ ବାହାରିବା ବହୁତ ବଡ଼ କଥା ହୋଇଥାଏ କାରଣ ଏହା ଯଦି କାହାକୁ ଥରେ କାମୁଡ଼ି ଥାଏ ତାକୁ ବଂଚିବା କଷ୍ଟକର ହୋଇଥାଏ। ତା ପରେ ମଧ୍ୟ ଆମେ ନାଗ ସାପ କୁ ଭଗବାନ ଶିବ ଙ୍କର ପ୍ରିୟ ବୋଲି ମାନି କ୍ଷୀର ପିଏଇ ଥାଉ ।ତେବେ ଏହି ଘଟଣା ଟି କିଛି ଏପରି ଥିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ସୂଚନାଯୋଗ୍ୟ ଯେ, ଏକ ପରିବାର ଜଣେ ମହିଳା ଶୋଇବାକୁ ଯିବା ସମୟରେ ଏକ ନାଗ ସାପ ଟି ତାଙ୍କ ଆଗରେ ବାହାରି ଥିଲା। ଯାହାକୁ ଦେଖି ସେ ଡରିଗଲେ କିନ୍ତୁ ସାପ ଯେତେ ବିଷାକ୍ତ ହେଉ ନା କାହିଁକି ତା ଉପରେ ଆଘାତ ନହେଲେ ସେ ଆକ୍ରମଣ କରି ନଥାଏ। ତେଣୁ ସେହି ବୁଢ଼ୀ ଲୋକ ଜଣଙ୍କ ବନ ବିଭାଗ କୁ ଏବିଷୟରେ ସୂଚନା ଦେଇଥିଲେ ।ଆଉ ସାପ ଧରାଳି ଆସିବା ସମୟ ମଧ୍ୟରେ ସାପ ଟିକୁ କ୍ଷୀର ପିଇବା କୁ ଦେଇଥିଲେ।
ତେବେ ଏହା ପରେ ସାପ ଧରାଳି ଜଣଙ୍କ ଆସିଥିଲେ କିନ୍ତୁ ସେତେବେଳେ କୁ ସାପ ଟି ବହୁତ ରାଗି ଯାଇଥିଲା ତେଣୁ ସାପ ଧରାଳି ଜଣଙ୍କ ବହୁତ କୌଣସି ଏବଂ ପରିଶ୍ରମ ରେ ସାପ ଟିକୁ ନିଜ କାବୁ ରେ ଆଣିଥିଲେ ।ଏବଂ ତାହାକୁ ଏକ ଜାର ରେ ଭର୍ତ୍ତି କରି ସାଙ୍ଗରେ ନେଇଯାଇଥିଲେ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କେହିବି ସାପ କୁ ଦେଖିଲେ ତାକୁ ମାରନ୍ତୁ ନାହିଁ ଜଙ୍ଗଲ ବିଭାଗ କୁ ଜଣାଇ ଦିଅନ୍ତୁ ସେମାନେ ତାଙ୍କୁ ସୁରକ୍ଷିତ ଭାବରେ ନେଇଯିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.