Swastik Tv News Odisha

ଦେଖନ୍ତୁ Viral ଭିଡିଓ : ଝିଅଟି ଶାଢ଼ୀ ପିନ୍ଧି କରୁଛନ୍ତି ଏମିତି ଷ୍ଟଣ୍ଟ ସୋସିଆଲ ମିଡ଼ିଆରେ ନିଆଁ ଭଳି ହେଉଛି ଭାଇରାଲ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ନାରୀ ଓ ପୁରୁଷ ଦୁଇଟି ଜାତି ରହିଥାଏ। ସମାଜରେ ବର୍ତ୍ତମାନ ପୁରୁଷ ଓ ନାରୀ ମଧ୍ୟରେ କୌଣସି ଭେଦ ଭାବ ରହୁନାହିଁ। ପୁରୁଷ ଯେଉଁ କାର୍ଯ୍ୟ କରୁଛି , ଜଣେ ନାରୀ ମଧ୍ୟ ସେହି କାର୍ଯ୍ୟ କରି ପାରୁଛି। ପୁରୁଷଙ୍କ ଠାରୁ ନାରୀ ସବୁବେଳେ ଆଗୁଆ ରହି ଆସୁଛି। ନାରୀ ମନେ ମଧ୍ୟ ରିଆଲିଟି ସୋରେ ଡ୍ୟାନ୍ସ ଓ ଷ୍ଟଣ୍ଟ ଭଳି ଖେଳରେ ଭାଗ ନେଇ ଜିତି ପାରୁଛନ୍ତି। ଯାହାକି ଏହା ଏକ ଗର୍ବ ଓ ଗୌରବର କଥା ଅଟେ। ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନେ ବହୁତ ପସନ୍ଦ କରିବା ସଙ୍ଗେ ସଙ୍ଗେ ପ୍ରଶଂସା ମଧ୍ୟ କରୁଛନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ନାରୀ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ଶାଢ଼ୀ ପିନ୍ଧି ଷ୍ଟଣ୍ଟ କରୁଥିବାର ସୂଚନା ମିଳିଛି। ଯାହାକି ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜୟପୁରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜୟପୁର ଗ୍ରାମର ନିଶା ଶର୍ମା ନାମକ ଜଣେ ମହିଳା , ତାଙ୍କର ପିଲା ବେଳୁ ଇଛା ଥିଲା କି ସେ ଷ୍ଟଣ୍ଟ କରିବେ ଓ ଯାହା ଫଳରେ କି ଲୋକ ମାନେ ଦେଖିଲେ ପ୍ରଶଂସା ମଧ୍ୟ କରିବେ। ତେବେ ତାଙ୍କର ସେହି ଆଶା ମଧ୍ୟ ପୁରାଣ ହୋଇ ଯାଇଛି। ବର୍ତ୍ତମାନ ସେ ଷ୍ଟଣ୍ଟ କରି ଚର୍ଚ୍ଚାରେ ରହିଛନ୍ତି। ଯାହାକି ସେ ପେଷାରେ ଜଣେ ଜିଲା ଷ୍ଟିକ ଓ ଫିଟନେସ ଟ୍ରେନର ମଧ୍ୟ ଅଟନ୍ତି। ସେ ସବୁବେଳେ ଫିଟନେସ ଓ ଷ୍ଟଣ୍ଟର ଭିଡିଓ ସବୁ ତାଙ୍କ ଇନଷ୍ଟାଗ୍ରାମ ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି।

ତେବେ ଗତ କିଛି ଦିନ ତଳେ ସେ ଲାଲ ରଙ୍ଗର ଶାଢୀ ପିନ୍ଧି ପବ୍ଲିକ ପ୍ଲେସରେ ଷ୍ଟଣ୍ଟ କରିଥିଲେ ,ଯାହାକି ଲୋକ ମାନେ ଦେଖି ବହୁତ ଚର୍ଚ୍ଚା କରିଥିଲେ। ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ଏଭଳି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲବିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.