Swastik Tv News Odisha

ମୁଁ ହେ ହେ…କହୁ କହୁ ଡେଇଁ ପଡିଲେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଛାତି ଥରା ଭିଡ଼ିଓ

0

ଆପଣମାନେ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ବିଷୟରେ ଦେଖିବାକୁ ମିଳିଥାଏ। ଚୋରି, ଡକାୟତ, ମାଡ଼ପିଟ ଓ ଆତ୍ମହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢି ବଢି ଚାଲିଛି। ବର୍ତ୍ତମାନ ଆଜି କାଲିର ଲୋକେ ମାନେ ଏକ ଚାପ ଆଡକୁ ଗତି କରିବାକୁ ଲବୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟାର ସମ୍ମୁଖିନ ହୋଇ ଥାଏ।ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢି ଚାଲନ୍ତି ଓ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଦୁଃଖ ଯନ୍ତ୍ରଣାରେ ରହି ଥାଆନ୍ତି।

ସେମାନେ ସେତବେଳେ ନିଜ ଜୀବନକୁ ହୀନ ଭାବି ନେବା ସଙ୍ଗେ ସଙ୍ଗେ ଜୀବନର ଆଉ କୌଣସି ବି ମୂଲ୍ୟ ନାହିଁ ବୋଲି ଭାବି ନେଇ ଥାଆନ୍ତି ଏବଂ ନିଜ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଉ ଗୋଟିଏ କଥା ଯେତେବେଳେ ଆତ୍ମାକୁ ବହୁତ ବାଧେ ସେତେବେଳେ ହିଁ ଏହି ନିଷ୍ପତି ନେଇ ଥାଏ। ଆଜି କାଲିର ସମାଜରେ ମନୁଷ୍ୟ ସୁଇସାଇଡକୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି। ଯାହାକି ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଏଭଳି ଖବର ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ଜଣେ ଯୁବତୀ କାଠ ଯୋଡି ନଦୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଟକ କାଠ ଯୋଡି ନଦୀରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲାରୁ ଜଣେ ଯୁବତୀ ଆସି କଟକରେ ରହୁଥିଲେ। କୌଣସି କାରଣ ବଶତଃ ଯୁବତୀ ଜଣଙ୍କ କଟକ କାଠ ଯୋଡି ପୋଲ ଉପରେ ନିଜ ସ୍କୁଟି ରଖି ,ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଗାଡି,ମୋବାଇଲ ଓ ଭ୍ୟାନିଟକୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା ମଧ୍ୟ ଜାରି ରଖିଛି। ତେବେ ଯୁବତୀ ଜଣଙ୍କ ଭାସି ଯାଇ ଖାନ ନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଲାଗିଥିଲେ ଓ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରିଥିଲେ। ସେ ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.