Swastik Tv News Odisha

ମରିଗଲେ ବି ରାତି ରେ ଏହି ସମୟରେ ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ ନହେଲେ ହୋଇପାରେ ଅକାଳ ମୃତ୍ୟୁ

0

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଗୃହର ଲକ୍ଷ୍ମୀ ବୋଲି ଧରାଯାଏ। ମହିଳାମାନେ ଘରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥାନ୍ତି। କାରଣ ସେମାନଙ୍କ ରୀତି ନୀତି ନିୟମ ଘରର ଶାନ୍ତି ବଜାଇ ରଖିଥାନ୍ତି। ଯଦି ମହିଳାମାନେ ରୀତି ନୀତି ନିୟମ ମାନି ନଥାନ୍ତି, ଘରେ ସବୁବେଳେ ବିଶୃଙ୍ଖଳା ଲାଗିରହିଥାଏ। ଯେତେ ରୋଜଗାର କଲେ ମଧ୍ୟ କିଛି ବି କୂଳେସବୁବେଳେ ଅଭାବ ଅନଟନ ଭିତରେ ଦିନ ବିତି ଥାଏ। କିନ୍ତୁ ବେଳେ ବେଳେ ଦେଖା ଯାଇଥାଏ ଯେ ମଣିଷର ଅଜାଣତରେ ଅନେକ କିଛି ଭୁଲ ହୋଇଯାଇଥାଏ। ସେହି ଭୂଲ ଯୋଗୁଁ ଘରେ ଅନେକ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବା ପାଇଁ ପଡିଥାଏ।

ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଅନେକ ସମୟରେ ନିଜର ଅଜାଣତରେ ଅନେକ ରୀତି ନିୟମ ଭଙ୍ଗ ହୋଇଯାଇଥାଏ। ଫଳରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ମହିଳା ମାନେ ରାତି ସମୟରେ ଯଦି ଏହି ସବୁ ଭୂଲ କରୁଛନ୍ତି ତାହାଲେ ଆପଣ ଏହିସବୁ ଅସୁବିଧାରେ ସମୁଖୀନ ହୋଇ ପାରନ୍ତି। ତେବେ ଆସନ୍ତୁ ଜାଣିବା ମହିଳା ମାନେ କେଉଁ ସବୁ ଭୂଲ କରିବା ଉଚିତ ନୁହେଁ;

(୧) ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଆପଣ ମାନେ କ୍ଷୀର ଏବଂ ଦହି ପିଅନ୍ତୁ ନାହିଁ, ଯଦି କେହି ବାହାର ଲୋକ କ୍ଷୀର ଏବଂ ଦହି ଦେଉଛନ୍ତି, ତାହାଲେ ଆପଣ ମାନେ ଭୁଲ ରେ ବି ପିଅନ୍ତୁ ନାହିଁ। ନଚେତ ପଡି ପାରନ୍ତି ଅସୁବିଧାରେ, ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିବ।

(୨) ରାତିରେ ଶୋଇବା ପୂର୍ବରୁ ମହିଳାମାନେ ରୋଷେଇ ଘରକୁ ସଠିକ୍ ଭାବରେ ସଫା କରି ଶୋଇବା ଉଚିତ୍। ଯଦି ଅଇଁଠା ବାସନ ଅଛି ସଫା କରିବା ଉଚିତ, ନଚେତ ରୋଗ ଜୀବାଣୁକୁ ଆମନ୍ତ୍ରଣ କରିବା ସହିତ, ମାତା ଲକ୍ଷ୍ମୀ ମଧ୍ୟ ଘରୁ ଛାଡି ଯାଆନ୍ତି। ଘରେ ସବୁବେଳେ ଟଙ୍କା ପଇସାର ଅଭାବ ଦେଖା ଦିଏ, ତେଣୁ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରି ସୁଅନ୍ତୁ।

(୩) ମହିଳାମାନେ ଶୋଇବା ସମୟରେ କେଶ ଖୋଲା ରଖି ଶୋଇବା ଉଚିତ୍ ନୁହେଁ, ବାଳ ଖୋଲା କରି ଶୋଇବା ଦ୍ୱାରା ନକରାତ୍ମକ ଆସି ଘରେ ବିଶୃଙ୍ଖଳା ସୃଷ୍ଟି କରନ୍ତି।

(୪) ରାତି ସମୟରେ, ସମସ୍ତ ରୁମ ରେ ଲୁଣ ରଖି ଶୋଇବା ଉଚିତ୍ ଏବଂ ସକାଳେ ସେହି ଲୁଣକୁ ନାଳରେ ଫିଙ୍ଗିଦିଅ, ଏହି ସମସ୍ତ ନକାରାତ୍ମକ କାର୍ଯ୍ୟ କରି ଦୂର ହୋଇପାରେ।

(୫) ପ୍ରତ୍ୟେକ ମହିଳା ରାତିରେ ଶୋଇବା ସମୟରେ ଝାଡୁକୁ ଉତ୍ତର ଦିଗରେ ରଖିବା ଉଚିତ୍, ମାତା ଲକ୍ଷ୍ମୀ ଧନ ଆଶୀର୍ବାଦ ପ୍ରାପ୍ତ ହୁଏ।

(୬) ରାତିରେ ଶୋଇବା ପୂର୍ବରୁ ମୁଣ୍ଡ ପାଖରେ ପାଣି ରଖିବା ଉଚିତ୍ ନୁହେଁ, ଏହି ମାତା ଲକ୍ଷ୍ମୀ ଚାଲିଯାଆନ୍ତି।

(୭) ଭୋର ୩ ଟା ପରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରହିବା ଉଚିତ୍ ନୁହେଁ, ପୁରୁଷମାନେ ଏହା କରିବା ଦୂରା ଅନେକ କ୍ଷତି ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.