Swastik Tv News Odisha

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ପୁଣି ସେଲ୍ଫି ନେବା ହେଲା କାଳ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଗୋଟିଏ ମୁଦ୍ରାର ଯେମିତି ଦୁଇଟି ପାର୍ଶ୍ୱ ଥାଏ, ଜନ୍ମ ଓ ମୃତ୍ୟୁ ଠିକ ସେମିତି ଅଟେ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଯେ କୌଣସି କାର୍ଯ୍ୟ କରୁଥିବା ବେଳେ ସବଧାନର ସହ କାର୍ଯ୍ୟ କରିବା ଉଚିତ ଓ କେବେ ହେଲେ ଅନ୍ୟ ମନସ୍କ ହୋଇ କାର୍ଯ୍ୟ କରିବା ଉଚିତ ନୁହେଁ। ନିଜର ଅସାବଧାନତା ଗୁଣ ଯୋଗୁ ମୃତ୍ୟୁ ମଧ୍ୟ ହୋଇ ପାରେ। ଯାହାକି ଏହା ଏକ ଦୁଃଖ ଦାୟକ କଥା ଅଟେ। ଯାହାକି ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ।ତେବେ ଘଟଣାଟି ହେଉଛି ,ଜଣେ ମହିଳା ନଦୀ କୂଳରେ ସେଲ୍ଫି ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ,ରାଜଗାଙ୍ଗ ପୁର କୁମ୍ଭାର ପଡା ଗ୍ରାମର ନିରୂପମା ପ୍ରଜାପତି ନାମକ ଜଣେ ମହିଳା ,ତାଙ୍କ ବନ୍ଧୁ ମାନଙ୍କ ସହ ମିଶି ପିକନିକ ସ୍ପଟକୁ ବୁଲିବାକୁ ଯାଇଥିଲେ। ସେଠାରେ ଥିବା ପ୍ରକୃତି ସୌନ୍ଦର୍ଯ୍ୟ ଭରା ରୁପକୁ ଦେଖି ଆନନ୍ଦ ଲାଭ କରିଥିଲେ। ସେଠାରେ ଥିବା ଝରଣା ଓ ପାହାଡରେ ବନ୍ଧୁ ମାନଙ୍କ ସହ ମିଶି ଖୁବ ଜୋରରେ ମଜା ମସ୍ତି କରି ସେଲ୍ଫି ମଧ୍ୟ ନେଇଥିଲେ।

ତେବେ ମହିଳା ଜଣଙ୍କ ଇବ ନଦୀ କୂଳରେ ସାଙ୍ଗ ମାନଙ୍କ ସହ ମିଶି ସେଲ୍ଫି ନେବା ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା ଓ ଯାହା ଫଳରେ କି ସେହି ନଦୀର ପାଣିର ବେଗ ଅତି କ୍ଷିପ୍ର ଗତି ଥିବାରୁ ମହିଳା ଜଣଙ୍କ ଭାସି ଯାଇଥିଲେ। ତାଙ୍କୁ ବହୁତ ଖୋଜ ଖୋଜି କରିବା ସ୍ୱତେ ସେ ଦୀର୍ଘ ୨୨ ଘଣ୍ଟା ପରେ ସେହି ସ୍ଥାନରୁ ୩୦୦ ମିଟର ଦୂରରୁ ଏକ ପଥର ଖୋଲରୁ ତାଙ୍କ ମର ଶରୀର ଉଦ୍ଧାର କରା ଯାଇଥିଲା। ଏଭଳି ଘଟଣା ଶୁଣିବା ପରେ ତାଙ୍କ ପରିବାର ଲୋକ ମାନଙ୍କର ଦୁଃଖର ଲହରୀ ଖେଳି ଯାଇଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.