Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ପ୍ରେମୀଯୁଗଳ ସାଙ୍ଗ ରୁମ୍ କୁ ଯାଇ କରୁଥିଲେ କିଛି ଏଭଳି କାମ ଯାହା ଏବେ ଲୁଚିକରି ରଖିଥିବା cctv ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି..

0

ବର୍ତ୍ତମାନ ଏ ଏହି ପୋଷ୍ଟ ମର୍ଡନ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ କିଛି ଅଧିକ କିଛି ଚର୍ଚ୍ଚା ର ବିଷୟ ଅଟେ ତ ତାହା ହେଉଛି ବର୍ତ୍ତମାନ ର ଅତ୍ୟାଧୁନିକ କ୍ୟାମେରା ଏବଂ ସୋସିଆଲ ମିଡ଼ିଆ। ତେବେ ଆମେ ଏହି ସୋସିଆଲ ମିଡ଼ିଆ ଦ୍ବାରା ଆମେ ଗୋଟିଏ ସ୍ଥାନରେ ରହି ମଧ୍ୟ ସାରା ଦେଶରେ ତଥା ବିଶ୍ୱରେ କଣ ସବୁ ହେଉଛି ତାହା ବିଷୟରେ ଜାଣିପାରୁଥାଉ।

ଏହି କ୍ୟାମେରା ଏବଂ ସୋସିଆଲ ମିଡିଆ ର ଆବିଷ୍କାର ଲୋକ ମାନଙ୍କର ଜୀଵନ ଶୈଳୀ ରେ ଉନ୍ନତି କରିବା ପାଇଁ କରାଯାଇ ଥିଲା। ମାତ୍ର ବର୍ତ୍ତମାନ ର ଯୁବ ପୀଢ଼ି ଏହାର ଭୁଲ ବ୍ୟବହାର କରୁଛନ୍ତି ଏବଂ ନିଜର କୁର୍ଷିତ ମନଭାବ କୁ ପୂରଣ କରୁଛନ୍ତି।

ତେବେ ଆପଣ ମାନେ ପ୍ରତ୍ୟେକ ଦିନ ଖବର କାଗଜ ବା ଯେକୌଣସି ସାମାଜିକ ଗଣ ମାଧ୍ୟମ ରେ ଦେଖୁଥିବେ କି ଆଜି କେଉଁ ପ୍ରେମୀ ଯୁଗଳ ଙ୍କର ଅନ୍ତରଙ୍ଗ ମୁହୂର୍ତ୍ତରେ ଭିଡ଼ିଓ ଭାଇରଲ ହେଲାଣି ତ କେହି ପୁଣି ବ୍ଲକମେଲ ର ସ୍ୱୀକାର ହୋଇ ଆତ୍ମହତ୍ୟା କଲାଣି। ତେବେ ଏପରି କେବଳ ସମ୍ଭବ ହୋଇପାରିଛି ଏହି ଅତ୍ୟାଧୁନିକ ଯନ୍ତ୍ରପାତି ତଥା ସିସି ଟିଭି କ୍ୟାମେରା ପାଇଁ ।କାରଣ ଏହା ଏତେ ଛୋଟ କି କେହି ବି ଏହାକୁ କୌଣସି ସ୍ଥାନରେ ଲଗାଇ ଆପଣ ଙ୍କର ପେଶନଲ ଫୋଟ ଏବଂ ଭିଡ଼ିଓ କୁ କଏଦ କରି ଆପଣଂକୁ ଫସାଇ ପାରନ୍ତି।

ତେବେ ଆହୁରି ମଧ୍ୟ ଆପଣ ମାନେ ଦେଖୁଥିବେ କି, ବର୍ତ୍ତମାନ ଏହି ଯୁଗର ଯୁବପିଢି ମାନେ ପ୍ରେମ କରୁଛନ୍ତି । ପ୍ରେମ କରିବା କୌଣସି ବଡ଼ କଥା ନୁହେଁ କାରଣ ରାଧା କୃଷ୍ଣ, ଶିବ ପାର୍ବତୀ ମଧ୍ୟ ପ୍ରେମ କରିଥିଲେ ମାତ୍ର ବର୍ତ୍ତମାନ ର ଯୁବକ ଆଉ ଯୁବତୀ ମାନେ ଯେଉଁ ପ୍ରେମ କରୁଛନ୍ତି ସେଥିରେ ଖାଲି ଭରି ରହିଛି ଅଶୀଳତା ଏବଂ କାମନା ର ଇଚ୍ଛା ।ତେବେ ଏହି ପ୍ରେମୀ ଯୁଗଳ ମାନେ ସବୁବେଳେ ଖୋଜି ବୁଲନ୍ତି ଏକ ସୁନ୍ ସାନ ସ୍ଥାନ ଯେଉଁଠାରେ ତାଙ୍କୁ କେହି ଦେଖିବେ ନାହିଁ ଆଉ ସେମାନେ ଅନ୍ତରଙ୍ଗ ମୁହୂର୍ତ୍ତ କୁ ଉପଭୋଗ କରିବେ ବୋଲି।

ତେବେ ଏହିଭଳି ଇଚ୍ଛା ରେ ଏକ ପ୍ରେମୀ ଯୁଗଳ ଯାଇଥିଲେ ନିଜ ସାଙ୍ଗ ର ଘରକୁ ମାତ୍ର ନିଜର ବୁଦ୍ଧି ବଳରେ ସେମାନେ ଅଳ୍ପକେ ବର୍ତି ଯାଇଥିଲା ଏକ ମହାବିପଦ ରୁ। ତେବେ ଘଟଣା ଟି କିଛି ଏପରି ଥିଲା କି ଜଣେ ଯୁବକ ତାଙ୍କର ପ୍ରେମିକା କୁ ନେଇ ନିଜ ସାଙ୍ଗ ଘରେ ପହଞ୍ଚିଥିଲା ।ଏବଂ ଘରେ ସାଙ୍ଗ ନଥିବାରୁ ସେ ତାର ପ୍ରେମିକା ସହ ଟିକେ ଅନ୍ତରଙ୍ଗ ସମୟ ବିତାଇବା କୁ ଇଚ୍ଛା କରିଥିଲା ।

ତେବେ ଝିଅ ଟି ପ୍ରଥମେ ମନା କରିଥିଲା ମାତ୍ର ପରେ ରାଜି ହୋଇଥିଲା ।କିନ୍ତୁ ତା ପୂର୍ବରୁ ସେ କହିଥିଲା ରୁମକୁ ଭଲ ଭାବରେ ଚେକ କରିବାକୁ ।ଆଉ ରୁମ ରେ ଦେଖିବାକୁ ମିଳିଥିଲା ଏକ ସିସି କ୍ୟାମେରା । ତେବେ ଏହା ଜାଣିବା ପରେ ସେମାନେ ସେଠାରୁ ପଳେଇ ଯାଇଥିଲେ। ତେବେ ଏହି ପରି ମାନସିକ ର ବ୍ୟକ୍ତି ମାନେ ଅନ୍ୟର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରେକର୍ଡ କରି ତାକୁ ଦେଖି ମଜା କରନ୍ତି ଓ ପରେ ତାକୁ ଦେଖାଇ ବ୍ଲକମେଲ କରନ୍ତି ।ତେବେ ଏହିଭଳି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.