Swastik Tv News Odisha

ଅନ୍ଧାର ଘର ଭିତରେ ହଠାତ ଭୟଙ୍କର ଅର୍ଦ୍ଧ ଚନ୍ଦ୍ର ନାଗର ଗର୍ଜନ ଶୁଣି ଲୋକେ ହୋଇଗଲେ ତାଯୁବ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଖବର ସଂସ୍ପର୍ଶରେ ଆସିଥିବେ ନିଶ୍ଚିତ। ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ଏହା ଏମିତି ଏକ ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ। କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। ତେବେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଭିଡିଓ ରେ ସାପଟି କିପରି ଭାବରେ ଗର୍ଜନ କରୁଛି ଥରେ ଦେଖନ୍ତୁ।

ଯାହାକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବା ଟା ନିଶ୍ଚୟ। ତେବେ ଏହି ଘଟଣାଟି ଘଟିଛି ଓଡିଶାର ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ।ଏଠାରେ ଦେଖିବାକୁ ମିଳିଛି ଏକ ବିଷଧର ଚନ୍ଦ୍ର ନାଗ କୁ।ଏହି ନାଗର ଭୟଙ୍କର ଦୃଶ୍ୟ ଦେଖିଲା ମାତ୍ରେ ହିଁ ଆପଣ ଚକିତ ହୋଇଯିବେ।ସେ କିପରି ଭାବରେ ରାଗରେ ଗର୍ଜନ କରୁଛି ଏଵଂ ବାରମ୍ଵାର ଦଂଶନ କରୁଛି ତାହା ଥରେ ଦେଖନ୍ତୁ। ଏହାକୁ ଜଣେ ତାଲିମ୍ ପ୍ରାପ୍ତ ସାପ ଧରାଳି ଆସି ଘର ଭିତରୁ ଉଦ୍ଧାର କରିଛନ୍ତି। ନାଗଟିକୁ ଉଦ୍ଧାର କରିବା ପରେ ଏହାର ଭୟଙ୍କର ପ୍ରକୃତିକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସାଙ୍ଗରେ ଲାଗିଲେ ହିଁ ସେମାନେ ଆକ୍ରମଣ କରିଥାନ୍ତି।

ତେବେ ଏହି ସାପ ମାନେ ମୂଷା ଏବଂ ବେଙ୍ଗ ଆଦି ଖାଦ୍ୟର ସନ୍ଧାନରେ ଯାଇ ସେଠାରେ ରହି ଯାଇଥାଇ ପାରନ୍ତି।ସାପ ଧରାଳି ଜଣଙ୍କ ସାପଟି ଧରିବା ପରେ ତାକୁ ପୂରାଇ ନେଇ ଯାଇଥିଲେ। ତେବେ ଆପଣ ମାନେ ଗୋଟିଏ କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ସାପ ସହିତ ଲାଗନ୍ତୁ ନାହିଁ ଏବଂ ସବୁବେଳେ ସେମାନଂକୁ ସେମାନଙ୍କ ରାସ୍ତାରେ ଛାଡି ଦିଅନ୍ତୁ। ଏଥିପ୍ରତି ବିଶେଷ ସାବଧାନ ଏବଂ ସତର୍କ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.