Swastik Tv News Odisha

ଦେଖନ୍ତୁ Live ଭିଡିଓ – ଏତେ କମ ବୟସର ଯୁବତୀଙ୍କ ସହିତ ବିଧାୟକ ଙ୍କ ଭିଡ଼ିଓ ହେଲା ଭାଇରାଲ, ନିର୍ବାଚନ ସମୟରେ ନିଆଁ ଭଳି ଭାଇରାଲ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲିବ ସହ ବାପା ,ମାଆ ଓ ପରିବାରକୁ ମଧ୍ୟ ଭୁଲି ଯାଉଛନ୍ତି। ଯାହାକି ସମାଜ ପାଇଁ ଏକ ଲଜ୍ୟା ଜନିକ କଥା ଅଟେ। ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ଏହା ଏକ ଲଜ୍ୟା ଜନକ ଓ ଅପ୍ରୀତିକର କଥା ଅଟେ। ତେବେ ଘଟଣାଟି ହେଉଛି ଜଣେ ଆଇନ ଛାତ୍ରୀ,ବିଧାୟକଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ପାଲହଡା ଠାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଝିଅ ଆଇନ ଛାତ୍ରୀ ଅଟେ ଓ ସେ ଭୁବନେଶ୍ୱରରେ ରହି ପାଠ ପଢୁ ଥାଆନ୍ତି। ସେହି ଯୁବତୀ ଜଣଙ୍କ ବିଜେଡି ବିଧାୟକ ମୁକେଶ ପାଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସେ ଫୋନରେ ମଧ୍ୟ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି। କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ କଥା ବାର୍ତା ବନ୍ଦ ହେବାକୁ ଲାଗିଲା ଓ ଯୁବତୀ ଜଣଙ୍କ ଖୁବ ଜୋରରେ ଉତ୍ତେଜିତ ହୋଇ ଯାଇଥିଲେ।

ତେବେ ଯୁବତୀ ଜଣଙ୍କ ବିଧାୟକଙ୍କୁ ବାହା ହେବା ପାଇଁ ସେ ରହୁଥିବା ବାସ ଭବନରେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଜିଦ ଧରି ବସି ରହିଲେ। ତାଙ୍କର ଜିଦ ପୁରଣ ନ ହେଲେ ସେ ଉଠିବେ ନାହିଁ ବୋଲି ମନା କରି ଦେଲେ। ଏହା ଶୁଣି ଯୁବକ ଜଣଙ୍କ, ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରି ଦେଲେ। ଏହା ପରେ ଯୁବତୀ ଜଣଙ୍କ ରାଗି ଯାଇ ଆଇନର ସାହାଯ୍ୟ ନେଇଥିଲେ। ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିବା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ମଧ୍ୟ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.