Swastik Tv News Odisha

ବୀଚ ରାସ୍ତା ଉପରେ ହାଇଡ୍ରାମା ! ସ୍ୱାମୀକୁ ଚପଲରେ ପିଟିଲା ସ୍ତ୍ରୀ ଇଏ ଆଗରୁ ବାହା ହେଇଥିଲା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ମାଡ଼ପିଟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ ଦେଖା ଯାଉଛି। ପୁରୁଷଙ୍କ ଅପେକ୍ଷା ନାରୀ ମାନେ ସମାଜରେ ଲୋକ ମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଛନ୍ତି। ସେମାନେ କାହାରିକୁ ଖାତିର କରୁ ନାହାନ୍ତି ଏବଂ ଭୟ ମଧ୍ୟ କରୁ ନାହାନ୍ତି। ଯାହାକି ଏହା ଏକ ସମାଜ ପ୍ରତି ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ଯାହାକି ଏକ ଲଜ୍ୟା ଜନକ କଥା ଅଟେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ତା ସ୍ବାମୀଙ୍କୁ ରାସ୍ତା ଉପରେ ଚାପଲରେ ମାରୁଛନ୍ତି ବୋଲି ସୂଚନା ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ହୀରାକୁଦ କଲେଜରେ ଅକ୍ଷୟ କୁମାର ନାମକ ଜଣେ ଯୁବକ ପଲଟିକାଲ ଡିପାଟମେଣ୍ଟରେ କାର୍ଯ୍ୟ କରନ୍ତି। ସେ ୨୦୦୬ ମସିହା ଅକ୍ଟୋବର ୬ ତାରିଖ ଦିନ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବାହାଘରର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା। ଦୁହେଁ ମଧ୍ୟ ବହୁତ ଖୁସିରେ ରହୁଥିଲେ। ତାଙ୍କ ଦୁହିଁଙ୍କର ଏକ ସନ୍ତାନ ମଧ୍ୟ ରହି ଅଛି। ହଠାଥ କିଛି ଦିନ ପରେ କୌଣସି କରାଣ ବଶତଃ ଦୁହିଁଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା।

ତେବେ ହଠାତ ମହିଳା ଜଣଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଡାଉରୀ କେଶରେ ନିଯୁକ୍ତି କରାଇ ହଇରାଣ କରିଛନ୍ତି ବୋଲି ସେ କହିଛନ୍ତି ଏବଂ ତାଙ୍କୁ ଖରାପ ବୋଲି କହି ଘରୁ ମଧ୍ୟ ବାହାର କରି ଦେଇଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ତାଙ୍କ ପରିବାର ଲୋକ ମାନେ ମଧ୍ୟ ଏଭଳି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ ଓ ସହଯୋଗ ମଧ୍ୟ କରିଛନ୍ତି। ମହିଳା ଜଣଙ୍କ ଘରୁ ବାହାରି ଯିବା ପରେ ଯୁବକ ଜଣଙ୍କ ତାଙ୍କ ଜିନିଷ ପତ୍ର କିଛି ଦେଉ ନାହାନ୍ତି ବୋଲି ସେ ମଧ୍ୟ କହିଛନ୍ତି। ସେଥିପାଇଁ ମହିଳା ଜଣଙ୍କ ଖୁବ ଜୋରରେ ରାଗି ଯାଇ ଯୁବକ ଜଣଙ୍କୁ ରାସ୍ତା ଉପରେ ନିସ୍ତୁକ ଭାବରେ ଚାପଲରେ ପିଟି ଚାଲିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.