Swastik Tv News Odisha

ଚୋରି କରି ଧରା ପଡ଼ିଗଲେ ଏହି ଶିକ୍ଷିତ ଯୁବତୀ, ଆଉ ତା’ପରେ କଣ କହୁଛନ୍ତି ଦେଖିଲେ ଆଵାପନବି କହିବେ ଛିଃ ଛିଃ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ସମାଜରେ ପ୍ରତିଦିନ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି, ବିଭିନ୍ନ ଅପରାଧ ମାଡ଼ପିଟ, ଡକାୟତ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଟେକନୋଲୋଜି ଯେତେ ଅଗ୍ର ଗତି ହେଲେ ମଧ୍ୟ ଚୋରି ଓ ଡକାୟତ ସେତେ ମାତ୍ରାରେ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ମନ ମଧ୍ୟରେ ଟିକିଏ ହେଲେ ଡର କିମ୍ବା ଭୟ ନାହିଁ। ଖୁଲମ ଖୁଲା ଭାବରେ ଦିନ ଦ୍ୱିପ୍ରହର ରେ ଲୋକଙ୍କ ଆଖିରେ ଧୂଳି ଦେଇ ସବୁ କିଛି ଲୁଟି ନେଉଛନ୍ତି। ସୋସିଆଲ ମିଡିଆରେ ଏଭଳି ଘଟଣା ପ୍ରୟତ ଦେଖିବା ପାଈଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଚୋରି ଦେଖିବା ପାଇଁ ମିଳିଛି, ଯାହାକି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ଚୋରି କରି ଧରାପଡିଯିବା ପରେ ଏମିତି କିଛି କହିଲେ, ଆପଣ ମାନେ ଦେଖିଲା ପରେ ହୋସ ଉଡିଯିବ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଆପଣ ମାନେ ଅନେକ ସମୟରେ ଦେଖିଥିବେ ଅଧିକାଂଶ ଚୋରି ପୁରୁଷ କରିଥାନ୍ତି। କିନ୍ତୁ ଆଜିର ଏହି ଭିଡିଓରେ ଆମେ କହିବାକୁ ଯାଉଛୁ ଯେ ଜଣେ ମହିଳା ଏହି ଚୋରି କରିବା ପରେ ଧରାପଡିଛନ୍ତି। ସୋସିଆଲ ମିଡିଆ ରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ଏକ କପଡ଼ା ସୋ-ରୁମକୁ ଯାଇଛନ୍ତି। ସେ ପ୍ରଥମେ ବୁଲି ବୁଲି ସବୁ ଜିନିଷ ଦେଖୁଥିଲେ। ଏହାପରେ କିଛି ଜିନିଷର ଦର ଦାମ ମଧ୍ୟ ବୁଝୁଥିଲେ। ଏହାପରେ ଲୋକ ମାନେ ଫାଙ୍କା ହେଉଥିବାର, ଦେଖି ଏକ ଡ୍ରେସକୁ ତାଙ୍କ ଡ୍ରେସ ଭିତରେ ପୁରେଇ ଦେଲେ ଏବଂ ଏଣେ ତେଣେ ଅନେଇଲେ, ଚୁପଚାପ ଚାଲି ଆସୁଥିଲେ। ଅନ୍ୟ ଜଣେ ସୋ-ରୁମର ସେଲସ ଦେଖି ତାଙ୍କୁ ଅଟକାଇ ଥିଲେ।

ସେ ଯେଉଁ ଡ୍ରେସ ଟିକୁ ନିଜ ଭିତରେ ପୁରେଇଥିଲେ, ତାକୁ ବାହାର କରିବା ପାଇଁ କୁହାଗଲା ଏହା ପରେ ସେ ବାହାର କରି ଦେଲା। ତାପରେ ଯୁବତୀଙ୍କ ଆରମ୍ଭ ହୋଇଗଲା ହାଇଭଲଟେଜ ଡ୍ରାମା, ସେ ମାନିବା ପାଇଁ ନାରାଜ ତାଙ୍କର କହିବା କଥା ଯେ ଚୋରି କରିନାହାନ୍ତି। ମୋତେ ଯିବାକୁ ଦିଅ , ଏହା ପରେ ସେ ବାରମ୍ବାର ବାହାରକୁ ଯିବା ପାଇଁ ଚେଷ୍ଟା କରୁଥିଲେ, ଯୁବତୀ ଏବଂ ଯେଉଁ ମାନେ ଭିଡିଓ କରୁଥିଲେ, ସେମାନଙ୍କୁ ଭିଡ଼ିଓ କରିବା ପାଇଁ ମନା କଲେ। ଏହାପରେ ପୋଲିସକୁ ଡାକିବା ପାଇଁ ଅନ୍ୟଜଣେ ଗଲେ, ତାପରେ ଯୁବତୀ ଜଣକ ପୋଲିସ ପାଖରେ ସବୁ ସ୍ତ କଥା କହିଥିଲେ। ତେବେ ଆପଣ ମାନେ ଯଦି ଭାବୁଛନ୍ତି, ଯୁବତୀ ଜଣକ ପାଠ ପଢି ନାହାନ୍ତି, ତାହାଲେ ଆପଣଙ୍କ ଭାବିବା ଭୂଲ। କାରଣ ସେ ଜଣେ ଉଚ୍ଚ ଶିକ୍ଷିତା, ତେବେ ତାଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.