Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ସ୍ୱାମୀ-ସ୍ତ୍ରୀର ଭଲ ପାଇବାକୁ ନେଇ ଛୋଟ ପିଲାଟି ଏମିତି କହିଲା , ଶୁଣିଲେ ହୋସ ଉଡ଼ିଯିବ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ। ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ମଜାଳିଆ ଭିଡିଓ ଦେଖିବା ପାଇଁ ମିଳିଥାଏ ଯାହାକି ଦେଖିବା ମାତ୍ରେ ବହୁତ ମଜା ଲାଗିବା ସହିତ ବହୁତ ଖୁସି ମଧ୍ୟ ଲାଗି ଥାଏ। ସେହି ଭିଡିଓ ମଧ୍ୟରୁ ଯଦି କିଛି କୁନି କୁନି ପିଲା ମାନଙ୍କର ଭିଡିଓ ଦେଖିବା ପାଇଁ ମିଳିଥାଏ, ତାହେଲେ ଆହୁରି ଖୁସି ଲାଗିଥାଏ। ତାଙ୍କ କୁନି କୁନି ପାଟିରେ କଥା ଶୁଣିଲେ ସୁମଧୁର ଲାଗିବା ସହ ଆନନ୍ଦ ମଧ୍ୟ ଲାଗିଥାଏ। ସେମାନେ ଅଧିକ ମଜାଳିଆ କଥା କହିବା ଦ୍ୱାରା ତାଙ୍କୁ ସବୁ ଲୋକ ବହୁତ ଲୋକ ପସନ୍ଦ କରି ଥାଆନ୍ତି। ତେବେ ଏଭଳି ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ| ତେବେ ଘଟଣାଟି ହେଉଛି, ଗୋଟେ କୁନି ଝିଅଟି ସ୍ୱାମୀ ଓ ସ୍ତ୍ରୀ ର ଭଲ ପାଇବା ସମ୍ପର୍କକୁ ନେଇ କିଛି କହୁ ଥିବାର ସୂଚନା ମିଳିଛି। ଆପଣ ମାନେ ଶୁଣିବା ମାତ୍ରେ ହସି ହସି ଗଡି ଯିବେ ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଗୋଟେ ଛୋଟ ଛୁଆଟି ସ୍ୱାମୀ ଓ ସ୍ତ୍ରୀ ଙ୍କ ଭଲ ପାଇବା ବିଷୟରେ କିଛି କହୁ ଥିବାର ନଜର ଆସିଛି। ସ୍ୱାମୀ ତା ସ୍ତ୍ରୀ କୁ କେତେ ଭଲ ପାଏ ଓ ତାକୁ ଶ୍ରଦ୍ଧାରେ କେମିତି ଡାକି ଥାଏ ,ଗୋଟେ କୁନି ଝିଅଟି ଅନେକ ଗୁଡିଏ କଥା କହୁଅଛି। ଯାହାକି ଆପଣ ମାନେ ଶୁଣିଲେ ହସି ହସି ଗଡି ଯିବେ।

ତେବେ ସେହି ଛୋଟ ଝିଅଟି କହିବା ଅନୁସାରେ, ସ୍ୱାମୀ ମାନେ ନିଜ ସ୍ତ୍ରୀ ଙ୍କୁ ସକାଳୁ ଉଠିବା ପାଇଁ କହି ଥାଆନ୍ତି, ଯଦି ସ୍ତ୍ରୀ ଟି ନ ଉଠିଲା ତା ହେଲେ ତା କାନରେ କିଛି ଜିନିଷ ପୁରାଇ ଦିଅ ସେ ଉଠିବେ। ଯଦି ସେ ନ ଉଠିବେ ତା ହେଲେ ତାଙ୍କୁ ଖଟ ଉପରକୁ ତଳକୁ ଠେଲି ଦିଅ ସେ ସିଧା ଉଠି ପଡିବେ। ଛୋଟ ଛୁଆଟି ଏଭଳି ହସି ହସି ଅନେକ କଥା କହୁଛି। ଏଭଳି କଥା କହିବା ଦ୍ୱାରା ତାକୁ ଲୋକ ମାନେ ପସନ୍ଦ କରିବା ସହିତ ବହୁତ ଭଲ ମଧ୍ୟ ପାଉଛନ୍ତି। ଏଭଳି କଥା କହିବା ଦ୍ୱାରା ସେ ଚର୍ଚ୍ଚାରେ ରହି ଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ନିଆଁ ପରି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.