Swastik Tv News Odisha

Life Style – ଏଥି ମଧ୍ୟରୁ ଗୋଟେ ଶବ୍ଦ ବାଛନ୍ତୁ ଓ ନିଜର Lover ବିଷୟରେ ଜାଣନ୍ତୁ କିଛି ରୋମାଞ୍ଚକର ତଥ୍ୟ

0

ଆଜିକାଲି ଦୁନିଆରେ ମନୁଷ୍ୟ ସବୁବେଳେ ନିଜର କେରିୟର ଉପରେ ଫକସ କରିଥାନ୍ତି। କିନ୍ତୁ ଗୋଟିଏ କଥା ଅନ୍ୟର ସାହାଯ୍ୟ ସହଯୋଗ ଦରକାର, ବାପା ମାଆ, ସାଙ୍ଗ ସାଥୀଙ୍କ ହାତ ନିହାତି ଦରକାର, ନଚେତ ଜଣେ ସଫଳ ମଣିଷ ହେବା ନିତ୍ୟାନ୍ତ କଷ୍ଟକର ବ୍ୟାପାର। ଦୁନିଆରେ ପ୍ରତ୍ୟେକ ଲୋକ ପ୍ରତେକ୍ଷ ଏବଂ ପରକ୍ଷ ଭାବରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। ମନୁଷ୍ୟ ସବୁବେଳେ ଭବିଷ୍ୟତ କଥା ଚିନ୍ତା କରିଥାଏ। ଏସବୁ ବ୍ୟତୀତ ନିଜର ଜୀବନ ସାଥି କଥା ବିଷୟରେ, ଜାଣିବା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ନିକଟକୁ ଏମିତି ଏକ ଗେମ ନେଇ ଆସିଛୁ। ଏହି ଗେମ ସାହାଯ୍ୟ ରେ ଆପଣଙ୍କ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ସ୍ଵଭାବ ବିଷୟରେ ଜାଣିପାରିବେ। ତେବେ ଗେମର ନିୟମ ଅନୁସାରେ ଆପଣଙ୍କୁ ଆପଣଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ନାଁ ର ପ୍ରଥମ ଇଂରାଜୀ ଅକ୍ଷର ଭାବିବା ପାଇଁ ପଡ଼ିବ, ତାପରେ ଆପଣଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ନାଁ ର ପ୍ରଥମ ଇଂରାଜୀ ଅକ୍ଷର ଆପଣ ମାତ୍ର ୫ ସେକେଣ୍ଡ ଭାବନ୍ତୁ, ତାଙ୍କର ସ୍ୱଭାଵ କିପରି ଜାଣିପାରିବେ;

A. ଏହି ଅକ୍ଷର ଆପଣଙ୍କୁ ବହୁତ ଭଲ ପାଆନ୍ତି, ଆପଣଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି।

B. ଇଂରାଜୀର ଏହି ଅକ୍ଷର ସେ ଆପଣଙ୍କୁ ଅନେକ ପସନ୍ଦ କରୁଛନ୍ତି, କିଛି କହିପାରୁନାହାନ୍ତି।

C. ଯେଉଁମାନେ ଏହି ଅକ୍ଷର , ସେମାନେ ଆପଣଙ୍କ ଅପେକ୍ଷାରେ ଅଛନ୍ତି।

D. ସବୁବେଳେ ସତ କଥା କହିଥାନ୍ତି, କୌଣସି କଥା କଥା ଲୁଛନ୍ତି ନାହିଁ।

E. ଆପଣଙ୍କ ଆଗରେ ଗୋଟିଏ କଥା କହିଥାନ୍ତି, ଏବଂ ପଛରେ ଆଉ ଗୋଟିଏ କଥା କହିଥାନ୍ତି।

F. ଏହି ଲେଟର ବ୍ୟକ୍ତି ଆପଣଙ୍କ ସାମ୍ନାରେ ସବୁବେଳେ ଭଲ ହେବା ପାଇଁ ଚେଷ୍ଟା କରିଥାନ୍ତି।

G. ଏହି ଲେଟର ଠିକ B ଲେଟର ପରି ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି, କିଛି କହିପାରୁନାହାନ୍ତି।

H. ଯଦି ଏଚ ଲେଟର ତେବେ ଆପଣଙ୍କ ଷ୍ଟାଇଲକୁ ଅନୁସରଣ କରିଛନ୍ତି।

I. ଆଇ ଲେଟର ଆପଣ ଯେକୌଣସି କଥା ଭାବିବା ଆଗରୁ ମିଳିଯାଏ।

J. ଜେ ଲେଟର ବ୍ୟକ୍ତି ଆପଣଙ୍କ ସାମ୍ନାରେ ଲଜ୍ୟାଶୀଳ ହୋଇଥାନ୍ତି।

K. କେ ଲେଟର ବ୍ୟକ୍ତି ମାନେ ସବୁବେଳେ ଆପଣଙ୍କ ସହିତ ଥାନ୍ତି।

L. ଏଲ ଲେଟର ମାନେ ଆପଣଙ୍କ ଯତ୍ନ ନେଇ ଥାନ୍ତି।

M. ଏହି ଏମ ଲେଟର ଠିକ B ଲେଟର ପରି ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି, କିଛି କହିପାରୁନାହାନ୍ତି।

N. ଯଦି ଏନ ଲେଟର ତେବେ ଆପଣଙ୍କ ଷ୍ଟାଇଲକୁ ଅନୁସରଣ କରିଛନ୍ତି।

O. ଏହି ଇଂରାଜୀ ଲେଟର ବ୍ୟକ୍ତି ମାନେ ସବୁବେଳେ, ଆପଣଙ୍କ ପଛରେ ଥାନ୍ତି।

P. ଏହି ପି ଲେଟର ବ୍ୟକ୍ତି ଆପଣଙ୍କ ର ଖୁସି ସବୁବେଳେ ଦେଖିବା ପାଇଁ ଭଲ ପାଆନ୍ତି।

Q. ଏହି ଲେଟର ଠିକ A ଲେଟର ପରି ଆପଣଙ୍କୁ ବହୁତ ଭଲ ପାଆନ୍ତି, ଆପଣଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି।

R. ଆପଣଙ୍କୁ ବହୁତ ଭଲ ପାଇବା ଦେବେ।

S. ସେ ଆପଣଙ୍କୁ ବହୁତ ବିଶ୍ୱାସ କରନ୍ତି।

T. ଏହି ଲେଟର ବ୍ୟକ୍ତି ମାନେ ଆପଣଙ୍କ ସହିତ ସବୁବେଳେ କଥା ହେବା ପାଇଁ ଚାହାନ୍ତି।

W. ଆପଣଙ୍କ କଥାକୁ ସବୁବେଳେ ସନମାନ କରିଥାନ୍ତି।

X. ଏହି ଲେଟର ବ୍ୟକ୍ତି ସବୁବେଳେ ସରପ୍ରାଇଜ ଦେବା ପାଇଁ ଭଲ ପାଆନ୍ତି।

Y. ଆପଣଙ୍କ ସହିତ କିଛି ସମୟ ଅତିବାହିତ କରିବା ପାଇଁ ଚାହିଥାନ୍ତି।

Z. ଏହି ଇଂରାଜୀ ଲେଟର ବ୍ୟକ୍ତି ମାନେ ଆପଣଙ୍କ ମନରେ ଟିକିଏ ଦୁଃଖ ସହି ପାରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.