Swastik Tv News Odisha

Disha Patani ଙ୍କ ସହିତ Tiger Shroff ଙ୍କ Hot ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇ ରାଲ, ଦେଖିଲା ପରେ ଆପଣ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ ଭିଡ଼ିଓ

0

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ କେମେଷ୍ଟ୍ରୀ ସବୁବେଳେ ଟିକେ ହଟକେ ହୋଇଥାଏ। ଏମାନଙ୍କ ଯୋଡ଼ିଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି। ଯେଉଁ ଅନ୍ଦାଜ ରେ ଏହି ଦୁଇ ଯୋଡି ସେମାନଙ୍କ ପାରଦର୍ଶିତା ଦେଖାଇ ଥାଆନ୍ତି ତାହା ବାସ୍ତବରେ ସମସ୍ତଙ୍କୁ ଆକର୍ଷଣୀୟ କରିବା ଭଳି ହୋଇଥାଏ।ଏହି ଦୁଇଜଣଙ୍କ କେମେଷ୍ଟ୍ରୀ ବେଶ୍ ଦମଦାର। ଏମାନଙ୍କୁ ଦୁଇ ଜଣଙ୍କୁ ବହୁତ୍ ସମୟରେ ଏକାଠି ଦେଖିବାକୁ ମିଳିଥାଏ। ଭେକେସନ ରେ ବି ସେମାନେ ଏକାଠି ଯାଉ ଥିବାର ଦେଖିବାକୁ ମିଳିଥାଏ। ଦୁଇଜଣ କେତେବେଳେ ଫୁଟବଲ ମ୍ୟାଚ୍ ଖେଳୁ ଥିବାର ଦେଖିବାକୁ ମିଳିଥାଏ ତ ପୁଣି ସେମାନଂକୁ କେତେବେଳେ ୱାର୍କ ଆଉଟ୍ ଏକାଠି କରୁଥିବାର ଦେଖାଯାଏ।

ଏମାନଙ୍କ ଯୋଡି ସବୁବେଳେ ବଲିଉଡ ରେ ଧୁମ୍ ମଚାଉଥିବା ବେଳେ ଶେଷ ଥର ପାଇଁ ସେମାନଂକୁ ଫିଲ୍ମ୍ ବାଗି ୩ ରେ ଦମଦାର ଭୂମିକାରେ ଦେଖିବାକୁ ମିଳିଥିଲା। ଅନେକ ସମୟରେ ସେମାନଙ୍କର କିଛି ଦମଦାର ଡାନ୍ସ ଭିଡିଓ ସାମ୍ନାକୁ ଆସିଥାଏ। ଆପଣ ତ ଜାଣିଛନ୍ତି ବଲିଉଡ୍‌ର ଡିଭା ତଥା ନ୍ୟାସନାଲ୍‌ କ୍ରସ୍‌ ଅଭିନେତ୍ରୀ ଦିଶା ପାଟନି ନିଜ ଫିଲ୍ମ ସହ ଷ୍ଟାଲିସ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଆଗରେ ଥାଏ। ନିଜର ଷ୍ଟାଇଲିଶ ଲୁକ୍ ଏବଂ ଭିନ୍ନ ଅନ୍ଦାଜ ପାଇଁ ସେ ବେଶ୍ ଲୋକପ୍ରିୟତା ପାଇ ପାରିଛନ୍ତି ଏବଂ ଦର୍ଶକଙ୍କ ପସନ୍ଦ ପାଲଟିଛନ୍ତି।

ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ବୋଲ୍ଡ ଅନ୍ଦାଜ ର ଝଲକ ମଧ୍ଯ ଦେଖାଇ ଥାଆନ୍ତି। ଯାହାକୁ ଦେଖି ତାଙ୍କ ପ୍ରସଂଶକ ମାନେ ବେଶ୍ ପ୍ରଶଂସା କରିଥାନ୍ତି ଆଉ ଖୁସି ହୋଇଥାନ୍ତି।ନିକଟରେ ଦିଶା ପାଟନି ଏକ ଫଟୋସୁଟ୍‌ କରିଥିଲେ। ଫଟୋରେ ତାଙ୍କ ଅନ୍ଦାଜ୍‌ ଖୁବ୍‌ ହଟ୍‌କେ ଥିଲା। ଆଉ ପରେ ଦିଶା ପାଟନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ସହ ଭିଡିଓକୁ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ଅନେକ ଲାଇକ୍‌ ଓ କମେଣ୍ଟ ମିଳିଛି। ସେହିପରି ଏବେ
ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବେଶ୍ ଧୁମ୍ ମଚାଉଚି।

ଏହି ଭିଡିଓ ରେ ଦୁଇଜଣ ଯେଉଁ ଅନ୍ଦାଜ ରେ ଡାନ୍ସ କରୁଛନ୍ତି ତାହା ବହୁତ୍ ହଟକେ ହୋଇଛି। ସୁନ୍ଦର୍ ଭାବରେ ଦର୍ଶକଙ୍କୁ ଆକର୍ଷଣୀୟ କଲା ଭଳି ଏହି ଡାନ୍ସ ଟି ହୋଇଛି।ଏହି ଭିଡିଓ ରେ ଦୁଇଜଣଙ୍କ କେମେଷ୍ଟ୍ରୀ ବହୁତ୍ ସୁନ୍ଦର୍ ଲାଗୁଥିବା ବେଳେ ଏମାନେ ଦୁଇଜଣ ସିମ୍ପଲ୍ ଲୁକ ରେ ଏହି ଭିଡ଼ିଓରେ ନଜର ଆସିଛନ୍ତି। ଏଠାରେ ଆପଣ ସେମାନଙ୍କର ଏହି ଭିଡିଓ କୁ ଦେଖି ପାରିବେ।ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ଅନେକ ଲାଇକ୍‌ ଓ କମେଣ୍ଟ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.