Swastik Tv News Odisha

ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ ୧୦୦% ଗ୍ୟାରେଣ୍ଟି

0

ଅନେକ ବାପା ମା ଙ୍କର ପ୍ରଶ୍ନ ରହିଥାଏ କି ସେମାନଙ୍କ ପିଲା କୌଣସି କଥାକୁ ମନେ ରଖିପାରୁ ନାହିଁ କିମ୍ୱା ତାର ବ୍ରେନ ଡେଭ୍ଲପ୍ ହେଉ ନାହିଁ । ସ୍ମରଣ ଶକ୍ତିର ଅଭାବ କାରଣରୁ କୌଣସି ବି ପିଲା ବହୁତ ଶୀଘ୍ର କୌଣସି କଥା କୁ ମନେ ରଖି ପାରିନଥାଏ । କାରଣ ପିଲାମାନେ ଛୋଟ ବେଳେ ବହୁତ ଦୁଷ୍ଟ ହୋଇଥାନ୍ତି , ସେଥିପାଇଁ ସେମାନଙ୍କ ସ୍ମରଣ ଶକ୍ତି ଡେଭ୍ଲପ କରିବା ଅତ୍ୟନ୍ତ ଜରୁରୀ ଅଟେ । ବାପା ମା ମାନେ ପିଲାର ସ୍ମରଣ ଶକ୍ତି ଡେଭ୍ଲପ କରିବା ପାଇଁ ଅନେକ ପ୍ରକାର କେମିକାଲ ମିଶ୍ରଣ ଯୁକ୍ତ ପ୍ରଡକ୍ଟ ଖାଇବା ପାଇଁ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତିକି ଏକ ଘରୋଇ ଉପାୟ କହିବୁ , ଯାହାର ସେବନ କରିବା ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଦି ପାଇବ ।

ତେବେ ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ନଡିଆ
2. ପିସ୍ତାବାଦାମ
3. ଅକ୍ରୋଡ
4. ମିଶ୍ରି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ନଡିଆ ନିଆନ୍ତୁ ଏବଂ ଏହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ଏହାପରେ ଦ୍ୱିତୀୟ ସାମଗ୍ରୀ ପିସ୍ତା ବାଦାମର ପ୍ରୟୋଗ କରନ୍ତୁ । 4-5 ଟି ପିସ୍ତା ବାଦାମକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ପିସ୍ତା ବାଦାମ ଆପଣଙ୍କ ପିଲାର ବୁଦ୍ଧିକୁ ପ୍ରଖର କରିବା ପାଇଁ ଏବଂ ଆପଣଙ୍କ ପିଲାର ସ୍ମରଣ ଶକ୍ତିକୁ ବଢାଇବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।

ତେବେ ବନ୍ଧୁଗଣ ତୃତୀୟ ସାମଗ୍ରୀ ପ୍ରୟୋଗ କରିବାକୁ ପଡିବ , ତାହା ହେଉଛି ଅକ୍ରୋଡ , ଯାହାକୁ ଆପଣ ମାନେ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରୟୋଗ କରି ପାରିବେ । ବର୍ତ୍ତମାନ ଏ ସମସ୍ତ ଜିନିଷକୁ ଏକ ପାତ୍ରକୁ ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ସେଥିରେ ସ୍ୱାଦ ଅନୁସାରେ ମିଶ୍ରିର ପ୍ରୟୋଗ କରି ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ବ୍ୟବହାର ପ୍ରଣାଳୀ :-

ଆପଣ ମାନେ ଏହି ମିଶ୍ରଣକୁ ଆପଣଙ୍କ ପିଲାଙ୍କୁ ଖାଇବା ପାଇଁ ଦିଅନ୍ତୁ ଏବଂ ଏହି ମିଶ୍ରଣକୁ ଭଲ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ । ଏହାକୁ ଚୋବାଇ ଖାଇ ସାରିବା ପରେ ଏକ ଗ୍ଲାସ କ୍ଷୀର ସେବନ କରନ୍ତୁ । ଆପଣ ମାନେ ଏହି ପ୍ରକ୍ରିୟାକୁ ଦିନରେ ଯେକୌଣସି ସମୟରେ ସେବନ କରି ପାରିବେ । ଯଦି ଆପଣ ଏହାକୁ କ୍ଷୀରରେ ମିଶାଇ ସେବନ କରିବା ପାଇଁ ଚାହୁଥାନ୍ତି , ତେବେ ସେବନ ସେବନ କରି ପାରିବେ ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ପିଲାର ସ୍ମରଣ ଶକ୍ତି ବା ମେମୋରି ପାୱାର ଏତେ କ୍ଷୀପ୍ର ହୋଇଯିବ ଯେ ସେ ସବୁକିଛି ମନେ ରଖିବାକୁ ଲାଗିବ । ଏହା ଆପଣଙ୍କ ପିଲାର ବ୍ରେନକୁ ଡେଭ୍ଲପ କରିବାରେ ସମ୍ପୂର୍ଣ୍ଣ ସାହାର୍ଯ୍ୟ କରିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.