Swastik Tv News Odisha

ଦେଖନ୍ତୁ ପୁଣି ଆଉ ଜଣେ ଯୁବତୀଙ୍କର Mms ଭିଡିଓ ଭାଇରାଲ – ରାଗିଯାଇ ଚେଞ୍ଚିଙ୍ଗ Room ରେ ମୋବାଇଲ ରେ Mms ବନେଇ ନିଜ ଭିଡିଓ ନିଜେ upload କରିଲେ

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ଡିଜିଟାଲ ଯୁଗରେ ବିଜ୍ଞାନ ଏବଂ ଟେକ୍ନୋଲୋଜୀରେ ଏତେ ଉନ୍ନତି ଘଟିଛି ଯେ କୌଣସି ବି କାର୍ଯ୍ୟ ବହୁତ ସହଜରେ ହୋଇ ପାରୁଛି। ଆଉ ଏହି ସମୟରେ ଅନେକ କିଛି ଜିନିଷର ଉଦ୍ଭାବନ ମଧ୍ୟ ଘଟୁଛି। ସେସବୁ ପାଇଁ ମନିଷ ବହୁତ ସୁବିଧା ମଧ୍ୟ ପାଇ ପାରୁଛି। ଅନେକ କଷ୍ଟ ସାଧ୍ୟ କାର୍ଯ୍ୟ ତା ପାଇଁ ସହଜ ହୋଇ ଯାଉଛି। କିନ୍ତୁ ଏହି ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଯେଉଁ ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ଏହାକୁ ମାଧ୍ୟମ କରି ଅନେକ ଅପ୍ରୀତିକର ଘଟଣା ସବୁ ଘଟି ଚାଲିଛି।

ଏହାକୁ ବ୍ୟବହାର କରି ଅନଲାଇନ୍ ରେ ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଅନ୍ୟ ମାନଙ୍କର ଅନେକ କ୍ଷତି ଯଥା ଟଙ୍କା ଲୁଟ କରିବା, ଆକାଉଣ୍ଟ୍ ହେକ କରିବା ଏବଂ ଅନ୍ୟ ମାନଙ୍କ ପ୍ରାଇଭେଶି କୁ ନେଇ ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ସହିତ ବ୍ଲାକ ମେଲ୍ ଆଦି କରିବା ଭଳି ଘଟଣା ଆଦି ଘଟାଇବାରେ ଲାଗିଛନ୍ତି।ତେଣୁ ଅନେକ ସମୟରେ ଦେଖିବା ପାଇଁ ମିଳୁଛି କି ବିଜ୍ଞାନ ର ସଦୁପଯୋଗ ଅପେକ୍ଷା ଦୁରୁପଯୋଗ ଅଧିକ ମାତ୍ରାରେ ହେଉଛି। ଏଥିପାଇଁ ଲୋକେ ଅନେକ ସମୟରେ ଅପ୍ରୀତିକର ସ୍ଥିତିକୁ ସାମ୍ନା କରୁଛନ୍ତି।ସେଥିପାଇଁ ସେମାନେ ଅନେକ ସମୟରେ ବ୍ଲାକ ମେଲ୍ ର ଶିକାର ହେଉଛନ୍ତି ଅସାଧୁ ଲୋକ ମାନଙ୍କ ଦ୍ଵାରା।

ଏହିପରି ଅନେକ ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ।ଆଉ ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ। ଆପଣ ଜାଣିଥିବେ ଅନେକ ସମୟରେ ସପିଂ ମଲ୍ ମାନଙ୍କରେ କିମ୍ବା ହୋଟେଲ ରୁମ୍ ମାନଙ୍କରେ କିପରି ସିକ୍ରେଟ କ୍ୟାମେରା ସବୁ ରଖା ଯାଇଥାଏ। ଏହାଦ୍ବାରା ଆପଣଙ୍କ ଗୋପନୀୟତା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ ହୋଇ ରହି ଯାଇଥାଏ।ଆଉ ପରେ ଏସବୁ କୁ ଦେଖାଇ ଆପଣଙ୍କୁ ବ୍ଲାକ ମେଲ୍ ମଧ୍ୟ କରା ଯାଇଥାଏ। ଏଭଳି ଘଟଣା ଆପଣ ଅନେକ ସମୟରେ ଦେଖିବା ପାଇଁ ପାଇଥିବେ।
ଯାହା ବାସ୍ତବରେ ଏକ ଏମିତି ସ୍ଥିତି ସୃଷ୍ଟି କରିଥାଏ ଯାହାକୁ ବୟାନ କରିବା ସମ୍ଭବପର ନୁହେଁ।

ସେହିପରି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଝିଅ ସପିଙ୍ଗ ମଲ୍ ର ଟ୍ରାଇଲ ରୁମ୍ ରେ ଡ୍ରେସ ଚେଞ୍ଜ କରୁଥିବା ବେଳେ ତାଙ୍କୁ ସେଠାରେ କୌଣସି କାରଣରୁ ସିକ୍ରେଟ କ୍ୟାମେରା ଲାଗିଥିବାର ସନ୍ଦେହ ହୋଇଥିଲା। ଏହାପରେ ଯଥାଶୀଘ୍ର ସେ ଡ୍ରେସ୍ କୁ ପିନ୍ଧି ସେଠାରୁ ପଳାଇ ଆସିଥିଲେ।ତେବେ ଏଭଳି ସ୍ଥିତି ଯେମିତି ଆପଣଙ୍କୁ ସମ୍ମୁଖୀନ କରିବାକୁ ନପଡେ ସେଥିପ୍ରତି ଆପଣ ସଦାବେଳେ ସଚେତନ ରହିବେ ଏବଂ ଧ୍ୟାନ ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.