Swastik Tv News Odisha

ସ୍କୁଲ ଯିବା ରାସ୍ତାରେ ଏମିତି କାମ କଲେ ଏହି ପୁଅ ଝିଅ , ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….ଦେଖନ୍ତୁ ଭିଡ଼ିଓ

0

ସୋସିଆଲ ମିଡିଆରେ ପୁଣି ଭାଇରାଲ ହୋଇଛି ଏକ ଆକର୍ଷିଣୀୟ ଭିଡିଓ , ଲୋକମାନେ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରିବା ସହ କ୍ରୀଡା ମନ୍ତ୍ରାଳୟକୁ ଅନୁରୋଧ କରିବା ସହ କହିଛନ୍ତି ଏହି ଦୁଇଟି ପିଲା ମାନଙ୍କୁ ଯଦି ବିଶେଷ ଧ୍ୟାନ ଦିଆଯିବ , ଏହାସହ ଯଦି ପ୍ରଫେସନାଲ ଟ୍ରେନିଙ୍ଗ ଦିଆଯିବ ତେବେ ଏମାନେ ଅଲମ୍ପିକ ରେ ଭାରତ ପାଇଁ ସମ୍ମାନ ଆଣିଦେଇ ପାରନ୍ତି । ଗତ କିଛି ଦିନ ହେଲା ଇଣ୍ଟରନେଟରେ ସ୍କୁଲ ପିଲାମାନଙ୍କର ହିଁ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପିଲା ଦୁଇଟି ରାସ୍ତାରେ ଯାଉଥିବା ବେଳେ ନିଜର ଜିନ୍ମାଷ୍ଟିକ ସ୍କିଲ ଦେଖାଉଛନ୍ତି ।

ଯାହାକି ୟୁଜରମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି , ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ପ୍ରଥମେ ପୁଅଟି କିପରି ନିର୍ଭୁଲ ଭାବେ ଉତଙ୍ଗ ପତଙ୍ଗ କରୁଛି । ଯାହା ଦେଖିବା ପାଇଁ ବହୁତ ଆକର୍ଷଣୀୟ ଲାଗୁଛି । ଏହାପରେ ଝିଅଟି ମଧ୍ୟ ବହୁତ ସାହସିକତା ସହ ନିଜ ସନ୍ତୁଳନ ରକ୍ଷା କରି ଦୁଇଗୁଣ ଉତଙ୍ଗ ପତଙ୍ଗ କରୁଥିବାର ଦେଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ସ୍କୁଲ ୟୁନିଫର୍ମ ରେ ନିଜ କାନ୍ଧରେ ସ୍କୁଲ ବ୍ୟାଗ ଧରି ଏଭଳି ଜିନମାଷ୍ଟିକ କରୁଛନ୍ତି ଏହି ଦୁଇ ପିଲା । କାନ୍ଧରେ ଏତେ ଭାରି ବ୍ୟାଗ ଥିବା ସତ୍ତ୍ୱେ ପିଲାମାନେ ନିଜର ଭାରସାମ୍ୟ ରକ୍ଷା କରି ଏଭଳି କାମ କରି ପାରିଛନ୍ତି ।

ଏବେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏତେ କୁନି ବୟସରୁ ପିଲା ମାନଙ୍କ ଠାରେ ଏପରି ସୁନ୍ଦର ପ୍ରତିଭା ରହିଛି , ଯାହା ସେମାନଙ୍କୁ ଆଗାମୀ ସମୟରେ ବହୁତ ଆଗକୁ ନେବ । ଭଗବାନ ସମସ୍ତଙ୍କ ଠାରେ କିଛି ନା କିଛି ପ୍ରତିଭା ଦେଇଛନ୍ତି , ଯାହା ଆମକୁ ଆଗାମୀ ଦିନ ମାନଙ୍କରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସାହାର୍ଯ୍ୟ କରିଥାଏ । ଏହି ଦୁଇ ପିଲାଙ୍କୁ ଯଦି କ୍ରିଡା ମନ୍ତ୍ରାଳୟରୁ କୌଣସି ପ୍ରକାର ସାହାର୍ଯ୍ୟ ଓ ସହାନୁଭୁତି ମିଳିବ , ତେବେ ସେମାନେ ଆଗାମୀ ଦିନରେ ଆମ ଦେଶ ପାଇଁ ସମ୍ମାନ ଆଣି ଦେଇପାରନ୍ତି ବୋଲି ଆନୁମାନ କରାଯାଉଛି ।

ପିଲା ଦୁଇଜଣ ଅତି ନିର୍ଭୁଲ ଭାବରେ ନିଜର ଷ୍ଟଣ୍ଡ ଦେଖାଇଛନ୍ତି , ତାହା ପୁଣି ନିଜର ସ୍କୁଲ ୟୁନିଫର୍ମ ଏବଂ କାନ୍ଧରେ ନିଜ ବ୍ୟାଗ ରଖି । ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ସଂଖ୍ୟରେ ସେୟାର କରିଛନ୍ତି । ଏହି ଭିଡିଓକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି , ଏହାଛଡା ଛୋଟ ବୟସରୁ ହିଁ ନିଜର ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣି ପାରିଛନ୍ତି । ପିଲା ଦୁଇଜଣ ଅତି ସାବଧାନତାର ସହିତ ଏବଂ ନିଜର ଭାରସାମ୍ୟ ରକ୍ଷା କରି ଅତି ସୁନ୍ଦର ଭାବରେ ଷ୍ଟଣ୍ଡ ଦେଖାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.