Swastik Tv News Odisha

ଶ୍ରୀଲଙ୍କା Vs ଓଡ଼ିଆ ଗୀତ ଶୁଣିଲେ ହସି ହସି ଗଡି ଯିବେ, ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ପାଇଁ ମିଳୁଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆପଣ ମାନେ ଜାଣିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଚଳଚ୍ଚିତ୍ର ବା ଆଲବମ ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ସମାଜରେ ଲୋକ ମାନେ କଣ୍ଠଶିଳ୍ପୀଙ୍କୁ ଦେଖି, ସେହି ଭଳି ଭାବରେ ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି ତାମିଲ ଭାଷାରେ ଜଣେ ଓଡ଼ିଶାର କାମେଡିଆନ ଗୀତ ଗାଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଖୁସିର କଥା ଅଟେ। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ତାମିଲ ଆଲବମ ଇଣ୍ଡଷ୍ଟ୍ରିର କଣ୍ଠଶିଳ୍ପୀ ୟୋହାନୀଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଆଲବମ ଜଗତରେ ଗୀତ ଗାଇ ପ୍ରଶଂସା ସାଉଁଟିଛନ୍ତି ଓ ତାଙ୍କ ଗୀତକୁ ଲୋକ ମାନେ ବହୁତ ମାତ୍ରାରେ ପସନ୍ଦ କରିବା ସହିତ ତାଙ୍କୁ ମଧ୍ୟ ପସନ୍ଦ କରି ଥାଆନ୍ତି। ସେ ଗୀତ ଗୁଡିକ ଲୋକ ମାନଙ୍କ ମନ ଓ ହୃଦୟକୁ ଛୁଇଁ ଯାଇଥାଏ। ସେ ତାଙ୍କ ରାଜ୍ୟରେ ସେ ବର୍ତ୍ତମାନ ଘରେ ଘରେ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଗୀତ ଗାଇବା ଶୈଳୀ ନିଆରା ପ୍ରକାରର ଅଟେ। ସେ ସବୁବେଳେ ତାଙ୍କ ସୁମଧୁର କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ଗାଇ ଥାଆନ୍ତି। ସେ ସୁନ୍ଦର ଭାବରେ ଗୀତ ଗାଇ ସଫଳତା ମଧ୍ୟ ହାସଲ କରି ପାରିଛନ୍ତି।

ତେବେ ଗତ କିଛି ଦିନ ତଳେ ‘ମାନିକେ ମାକେ ହିତେ’ ଗୀତ ଗାଇ ତାଙ୍କୁ ଏହି ଗୀତରେ ବହୁତ ପ୍ରଶଂସା ମିଳିଛି। ତାଙ୍କର ଏହି ଗୀତଟିକୁ ସବୁ ଲୋକ ମାନେ ପସନ୍ଦ କରିଛନ୍ତି ଓ ଏଥି ସହ ଏହି ଗୀତଟିକୁ ଅନେକ ଭାଷାରେ କଣ୍ଠଶିଳ୍ପୀ ମାନେ ମଧ୍ୟ ଗାଇଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏହି ଗୀତଟିକୁ ଜଣେ ଓଡ଼ିଶାର କମେଡିଆନ ସମାନ ତାଳରେ କମେଡି ଭାବରେ ଗୀତ ଗାଇ ଲୋକ ମାନଙ୍କୁ ହସାଇ ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.