Swastik Tv News Odisha

Femily Tips – ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ…ପ୍ରତ୍ୟେକ ମାଆ” ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ସମାଜର ପ୍ରତ୍ୟେକ ମହିଳା ମାନେ ସେମାନଙ୍କ ଗର୍ଭରୁ ଜନ୍ମହେବାକୁ ଯାଉଥିବା ପିଲା ସମ୍ପର୍କରେ ଅନେକ କିଛି ଚିନ୍ତା କରିଥାନ୍ତି । ପ୍ରତ୍ୟେକ ମା ମାନେ ନିଜ ସନ୍ତାନ ବୁଦ୍ଧିମାନ , ସତେଜ ଓ ଚାଲାକ ହେଉ ବୋଲି ଆଶା କରିଥାନ୍ତି । କିନ୍ତୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବାପା ମା ମାନେ ଝିଅ ମାନଙ୍କୁ 20 ରୁ 22 ବର୍ଷ ମଧ୍ୟରେ ବିବହା କରି ଦେଉଛନ୍ତି । ବିବାହ ପରେ ପରେ ମଧ୍ୟ ସେମାନଙ୍କ ପିଲା ଜନ୍ମ ହୋଇଥାଏ । କିନ୍ତୁ ତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପିଲା ର କିଛି ନା କିଛି ସମସ୍ୟା ମାନ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ବିବାହର ସଠିକ୍ ବୟସ ଏବଂ ପିଲା ଜନ୍ମ ହେବାର ଉଚିତ୍ ବୟସ ବିଷୟରେ ।

ଏକ ପରିକ୍ଷଣ ଅନୁସାରେ ଝିଅ ମାନଙ୍କର ବିବାହର ସଠିକ୍ ବୟସ ଏବଂ ଛୁଆ ଜନ୍ମ କରିବାର ସଠିକ୍ ବୟସ ଜଣା ପଡିଛି । ପରିକ୍ଷଣ ଅନୁସାରେ ଝିଅ ମାନଙ୍କର ସଠିକ୍ ବୟସ ଅର୍ଥାତ୍ 30 ବର୍ଷ ବୟସରେ ମା ହୁଅନ୍ତି । ତେବେ ସେହି ମହିଳା ଙ୍କ ଠାରେ ୟୁଟ୍ରେସ କ୍ୟାନସର ହେବାର ଆଶଙ୍କା କମ୍ ହୋଇ ଯାଇଥାଏ । ଏହାଛଡା ପିଲା ସତେଜ ଓ ବୁଦ୍ଧିମାନ ମଧ୍ୟ ହୋଇଥାଏ । ଏହି ବୟସରେ ମହିଳା ମାନେ ସମ୍ପୂର୍ଣ୍ଣ ସେଟେଲ ହୋଇଯାଇଥାନ୍ତି ଏବଂ ମାନସିକ ସ୍ତରରେ ନିଜକୁ ସମ୍ଭାଳି ନେଇଥାନ୍ତି ।

ଯେଉଁ ଝିଅ ମାନଙ୍କର ଅଳ୍ପ ବୟସରୁ ବିବାହ ହୋଇଥାଏ , ସେମାନଙ୍କ ଗର୍ଭରୁ ଜନ୍ମ ହୋଇଥିବା ପିଲାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇ ନଥାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରତ୍ୟେକ ମହିଳା ମାନେ ସୁସ୍ଥ ଓ ବୁଦ୍ଧିମାନ ପିଲା ପାଇବା ପାଇଁ ଚାହାଁନ୍ତି ତେବେ ସେମାନେ ପାଖାପାଖି 30 ବର୍ଷ ବୟସରେ ମା ହେବା ଉଚିତ । ଏହି ବୟସରେ ମା ହେଲେ ପିଲାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ପିଲାଙ୍କର ମାନସିକ ସ୍ଥିତି ଭଲ ରହିବା ସହ ସୁସ୍ଥ ସବଳ ମଧ୍ୟ ହୋଇଥାଏ ।

ତେଣୁ ଆପଣ ମାନେ ଅଳ୍ପ ବୟସରୁ ବିବାହ କରି ନିଜର ଆଗାମୀ ପିଢୀ ମାନଙ୍କୁ ଅସୁସ୍ଥ କରନ୍ତି ନାହିଁ । ମାନସିକ ସ୍ତରରେ ସେମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରନ୍ତୁ , ତେବେ ଯାଇ ଆପଣ ମାନେ ଉପଯୁକ୍ତ ବୁଦ୍ଧିମାନ ଓ ସୁସ୍ଥ ସନ୍ତାନଟିଏ ପାଇ ପାରିବେ । କାହିଁକି ନା ପ୍ରତ୍ୟେକ ମା ନିଜ ସନ୍ତାନକୁ ସୁସ୍ଥ ଓ ବୁଦ୍ଧିମାନ ହେଉ ବୋଲି ଚାହିଁଥାନ୍ତି । ସେଥିପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଥାନ୍ତି । କିନ୍ତୁ ସେମାନଙ୍କର ଅଳ୍ପ ବୟସର ବିବାହ ହିଁ ସେମାନଙ୍କ ଆଗାମୀ ପିଢୀଙ୍କୁ ଅସୁସ୍ଥ କରିଥାଏ । ତେଣୁ ସନ୍ତାନ ଜନ୍ମ କରିବାର ସଠିକ୍ ବୟସ ହେଉଛି 30 ବର୍ଷ , ଏହି ସମୟରେ ଜନ୍ମ ହୋଇଥିବା ପିଲା ମାନେ ଉପଯୁକ୍ତ ବୁଦ୍ଧିମାନ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.