Swastik Tv News Odisha

ନିଜ ଘରେ ଜଣେ ଯୁବକ ଙ୍କ ସହିତ ମାଆ-ଝିଅ କରୁଥିଲେ ଲଜ୍ୟାଜନକ କାରନାମା…ଦେଖନ୍ତୁ ଭିଡ଼ିଓ

0

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଖରାପ ଆଡକୁ ବହୁତ ମାତ୍ରାରେ ଗତି କଲେଣି। ସେମାନେ କାହାରିକୁ ଖାତିର କରୁ ନାହାନ୍ତି ବା ଭୟ ମଧ୍ୟ କରୁ ନାହାଁନ୍ତି। ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗୁଛି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରପ ପ୍ରଭାବ ପଡୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି ଗୋଟେ ଘରେ ମାଆ ଓ ଝିଅ ମିଶି ଦେହ ବେପାର କରୁଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ବସ୍ତିରେ ଅଵବୁକର ସାହଙ୍କ ପତ୍ନୀ ମୁସଵିଵ, ଝିଅ ଖୁସ ଖାତୁନ ଓ ପୁଅ ଅଜଗର ଅଲ୍ଲୀ ସାହା ରହୁଥିଲେ। ଦୀର୍ଘ ଦିନ ଧରି ରହିବା ପରେ ଯୁବକଙ୍କ ପତ୍ନୀ ଓ ଝିଅ ମିଶି ଭିନ୍ନ ଭିନ୍ନ ଅଂଚଳର ଯୁବକଙ୍କୁ ପ୍ରଲୋଭିତ କରାଇବା ସହ ଦେହ ବ୍ୟବସାୟି କାର୍ଯ୍ୟ କରୁଥିଲେ। ଦିନେ କଟକ ଅଂଚଳର ଜଣେ ଯୁବକଙ୍କ ସହ ଝିଅଟି ଖରାପ କାର୍ଯ୍ୟ କରିଥିଲେ।

ଏହି ଘଟଣା ଜାଣିବା ପରେ ବସ୍ତି ବାସୀଙ୍କ ମନରେ ଖୁବ ଜୋରରେ ରାଗ ପ୍ରକାଶ ପାଇଛି। ସେ ଦୁହିଁଙ୍କୁ, ଯୁବକ ଓ ତାଙ୍କ ପୁଅ ବିରୋଧ କରିବା ଫଳରେ, ସେ ଦୁହେଁ ରାଗି ଯାଇ ପୁଅଟିକୁ ଟାଙ୍ଗିଆରେ ହାଣିବା ସହ ଯୁବକ ଜଣଙ୍କୁ ଶ୍ୱାସରୁଦ୍ଧ କରି ମାରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାକୁ ନେଇ ଜାତସିଂହପୁର ଥାନାରେ ଅଭିଯୋଗ ଦିଆ ଯାଇଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୋୖଣସି ବି ଦୃଢ଼ ପଦକ୍ଷେପ ନେଇ ନାହାନ୍ତି। ଯଦି ପୋଲିସ ପଦକ୍ଷେପ ନ ନେବେ, ତା ହେଲେ ବସ୍ତି ବାସୀ ମାନେ ଉତେଜନା ଆରମ୍ଭ କରିବେ ଦୃଢ଼ ସଂକଳ୍ପ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.