Swastik Tv News Odisha

ଦେଖନ୍ତୁ Exclusive ଭିଡ଼ିଓ : ପୋଲିସ ଡି.ଜି ଙ୍କ ରାସଲୀଳା ଭିଡ଼ିଓ ନିଜ ସ୍ତ୍ରୀ କଲେ ଭାଇରାଲ…

0

ବନ୍ଧୁଗଣ ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। ସବୁଆଡେ ଏକ ଅପ୍ରୀତିକର ସ୍ଥିତି। କୌଣସି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ, ଅନୈତିକ ପୂର୍ଣ୍ଣ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ଆଉ ଏହି ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ଅନେକ ମାତ୍ରାରେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ ଲଜ୍ୟା ପ୍ରକାଶ କରୁଛନ୍ତି।

ଏଥିରେ ସେମାନେ ଆଦୌ ସଚେତନ କିମ୍ବା ବିଚଳିତ ନୁହଁନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଉଚ୍ଚ ପଦସ୍ଥ ପୋଲିସ୍ କର୍ମଚାରୀ ତାଙ୍କ ସ୍ତ୍ରୀ ଙ୍କ ସହିତ ଅନ୍ଯ ଜଣେ ଯୁବତୀଙ୍କ ପାଇଁ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଙ୍କ ଏହି ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଯେଉଁ କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଛି।

ସ୍ତ୍ରୀ ଜଣଙ୍କ ଉକ୍ତ ଯୁବତୀଙ୍କୁ ମଧ୍ୟ ଏ ବିଷୟରେ ପଚାରିଛନ୍ତି ଯେ ତାଙ୍କର କିଛି ସଂପର୍କ ରହିଛି କି ନାହିଁ ତାଙ୍କ ସ୍ଵାମୀଙ୍କ ସହ। ଯଦି ଅଛି ତେବେ ସେ ଏମିତି କରିବାକୁ ମନା କରିଛନ୍ତି। କିନ୍ତୁ ଯୁବତୀ ଜଣଙ୍କ କହୁଛନ୍ତି ଯେ ତାଙ୍କର କୌଣସି ଅନୈତିକ ସମ୍ପର୍କ ନାହିଁ।ସେ ଏମିତି ସାଧାରଣ ଭାବରେ ଦେଖା କରିବାକୁ ଆସିଥିଲେ। ତେବେ ଏହି ଘଟଣାରେ କିନ୍ତୁ ସ୍ବାମୀ ସ୍ତ୍ରୀଙ୍କ କଥାକୁ ଅସ୍ବୀକାର କରିବା ସହିତ ଯାହା କରିବାର ଅଛି କର କହି ସେ ସେଠାରୁ ପଳାଇ ଯାଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.