Swastik Tv News Odisha

ପୁଣି ସାମନ୍ନାକୁ ଆସିଲା ଯୁବତୀଙ୍କ ଉଲଗ୍ନ ଭିଡିଓ ଭାଇରାଲ କଲା ଏହି ଯୁବକ , ତା’ପରେ ବାପାଙ୍କ ପାଖକୁ ଆସୁଛି Call ଶେଷରେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ଡିଜିଟାଲ ଯୁଗରେ ଅନେକ ଗୁଡ଼ିଏ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ପ୍ରତିଦିନ ଆସୁଛୁ।ସେହି କ୍ରମରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।ଆଜିର ଏହି କଳିଯୁଗରେ କିଛିବି ଘଟଣା ସମ୍ଭବ ହୋଇ ପାରୁଛି। ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।

କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ।ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି।ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟିଥିବାର ତ ଆପଣ ଦେଖିବାକୁ ପାଇଥିବେ। ପ୍ରେମ କରୁଥିବା ଲୋକ ସେହିଭଳି ମାନସିକତା କୁ ନେଇ ପ୍ରେମ କରୁଥିବା ଆବଶ୍ୟକ। କିନ୍ତୁ ଆଜିକାଲି ଅନେକାଂଶରେ ଯେଉଁ ପ୍ରେମ କାହାଣୀ ସବୁ ଦେଖିବାକୁ ମିଳୁଛି ସେସବୁ ଶାରୀରିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ବାରେ ଲାଗିଛି।

ଅନେକ ଜଣ ନିଜର ଖୁସି ମଜାକ ପାଇଁ କାହା ସହିତ ଟାଇମ୍ ପାସ୍ କଲାଭଳି ଲଭ୍ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ପ୍ରେମର ପ୍ରକୃତ ସଂଜ୍ଞା କିଛି ନାହିଁ। ଏମାନଙ୍କ ପ୍ରେମରେ ନା ରହିଛି ତ୍ୟାଗ କରିବାର ମାନସିକତା ନା ରହିଛି ଅନ୍ୟକୁ ବୁଝିବା ଏବଂ ଭଲପାଇବା ର ଉଦାରତା। କେବଳ ନିଜର ଶାରୀରିକ ସୁଖ ଏବଂ ସ୍ବାର୍ଥ ସାଧନ କରିବା ପାଇଁ ଏକ ତରିକା ଭଳି ସେମାନେ ଏହାକୁ ଭାବି ନେଇଛନ୍ତି।ଆଜିକାଲି ସମୟ ରେ ଅନେକ ସମୟରେ ଯୁବତୀ ମାନେ ଯୁବକ ମାନଙ୍କର ଅନୈତିକ ଆଚରଣ, କମେଣ୍ଟ, ବ୍ଲାକ ମେଲ୍ ର ଶିକାର ହେଉଛନ୍ତି। ଅନେକ ଉଲ୍ଲେଖନୀୟ ଘଟଣା ମାନ ଏସବୁକୁ ନେଇ ଅନେକ ସମୟରେ ଦେଖିବାକୁ ମିଳିଥାଏ।

ତେବେ ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଯେଉଁ ଘଟଣାଟି ଘଟିଛି କେନ୍ଦ୍ରାପଡ଼ାରେ। ଏଠାରେ ଏକ ଠିକାଦାର ଯାହାର ନାମ ମିଲନ ଶେଖ୍ ସେ ଏକ ଯୁବତୀଙ୍କୁ ପ୍ରେମଭିକ୍ଷା କରିଥିଲା, ଅନେକ ପ୍ରକାର ମାନସିକ ଚାପ ଦେଇ, ଝିଅର ପରିବାର ଲୋକଙ୍କ ବିରୋଧରେ ଅନେକ କଥା କହିଥିଲା। ଶେଷରେ ଝିଅକୁ ଧମକାଇ ତାର ଖରାପ୍ ଭିଡିଓ କରି ବିଦେଶକୁ ଚାଲାଣ ମଧ୍ଯ କରୁଥିଲା। ଏହାପରେ ଝିଅର ବାପାଙ୍କୁ ପାଖକୁ ଅନେକ ଅଜଣା କଲ୍ ମଧ୍ଯ ଆସିବାରେ ଲାଗିଲା। ଏହାପରେ ଯୁବତୀ ଜଣଙ୍କ ଆଇନ୍ ର ସାହାରା ନେଇଥିଲେ ଏବଂ ଅଭିଯୁକ୍ତ ଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.