Swastik Tv News Odisha

ରାସ୍ତା ମଝିରେ ହାଇଡ୍ରାମା କଲେ ଯୁବକ ଯୁବତୀ, ଫୋଟୋ ନେଲେ ଲୋକ….ପୁରା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଭିଡିଓ

0

ଦେଶର ଭବିଷ୍ୟତ ରୂପେ ଛୋଟ ଛୋଟ ଶିଶୁ ଓ ଯୁବକ ମାନଙ୍କୁ ଗଣା ଯାଇଥାଏ , କିନ୍ତୁ ବର୍ତ୍ତମାନର ଯୁବକ ଯୁବତୀ ମାନେ ସମାଜକୁ ଆଗକୁ ନେବା ତ ଦୂରରର କଥା , ସମାଜକୁ କଳୁଷିତ କରି ଦେଉଛନ୍ତି । ପ୍ରତ୍ୟେକ ବାପା ମା ନିଜ ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କୁ ସେମାନଙ୍କ ମନ ପସନ୍ଦର କଲେଜରେ ଛାଡିଥାନ୍ତି । ନିଜେ ଦୁଃଖ କଷ୍ଟରେ ରହୁଥିଲେ ମଧ୍ୟ ପିଲାମାନଙ୍କର କୌଣସି ଜିନିଷରେ ଅଭାବ ପରିଲକ୍ଷିତ ହବାକୁ ଦିଅନ୍ତି ନାହିଁ । କିନ୍ତୁ ପିଲାମାନେ ପାଠପଢାର ସମସ୍ତ ନିୟମକୁ ଉଲଙ୍ଘନ କରି ବଦମାସି କରିଥାନ୍ତି । ଯେଉଁଥିପାଇଁ ବାପା ମା ସମାଜରେ ମୁଣ୍ଡ ଟେକି ପାରନ୍ତି ନାହିଁ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଝିଅ ରାସ୍ତାରେ ହାଇଡ୍ରାମା କରୁଥିବାର ଦୃଶ୍ୟ ଭାଇରାଲ ହୋଇଛି । ତେବେ ଏମିତି ଏକ ନିନ୍ଦନୀୟ ଦୃଶ୍ୟ ଦେଖିବକୁ ମିଳିଛି ଭୁବନେଶ୍ୱର ସହରର ଭରତପୁର ଅଞ୍ଚଳରେ । ତେବେ ଭିଡିଓ ରେ ଦେଖିବାକୁ ମିଳିଛି କୌଣସି କାରଣରୁ ହଠାତ୍ ଜଣେ ପ୍ରମିକ ନିଜ ବ୍ୟାଗରୁ ଏକ ଛୋଟିଆ ବୋତଲ ବାହର କରି ସେଥିରୁ କିଛି ପିଇ ଦେଇଥିବାର ଜଣା ପଡିଛି । ଏହାପରେ ଆରମ୍ଭ ହୋଇଥିଲା ପ୍ରେମୀ ଯୁଗଳଙ୍କ ହାଇଡ୍ରାମା , ପରସ୍ପର କଥା କଟାକାଟି ହେବା ଆରମ୍ଭ କରିଥିଲେ । ସେମାନଙ୍କର ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଅଟକି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏମାନଙ୍କର ଫୋଟ ଉଠାଇଥିଲେ , ଧୀରେ ଧୀରେ କଥା ବଢି ଚାଲିଥିଲା । ପ୍ରେମିକ ବାରମ୍ୱାର ତାର ପ୍ରେମିକାକୁୁ ବୁଝାଇ ଚାଲିଥିଲେ , କିନ୍ତୁ ପ୍ରେମିକା ନିଶା ରେ ଗାଡି ଛାଡି ପଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପ୍ରେମିକ ତାଙ୍କୁ ବାରମ୍ୱାର ବୁଝାଉଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି । ଝିଅଟି କିଛି ପିଇ ଦେଇଥିବା କାରଣରୁ ବହୁତ ଥର ତଳେ ପଡି ଯାଉଥିଲେ କିନ୍ତୁ ଯୁବକ ଜଣକ ତାଙ୍କୁ କଳେବଳେ ଉଠାଇ ନେଇ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ତେବେ ଝିଅଟି ବସିଥିବା ଗାଡିଟି ହେଉଛି ଗୁଜୁରାଟ ଗାଡି ବୋଲି ଜଣା ପଡିଛି । ଗୁଜୁରାଟ ଜାମନଗର ଲାଲବାଙ୍ଗଲୋ ଆରଟିଓ ରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡି ନମ୍ୱର GJ10BH070 ଜବତ୍ ହୋଇଛି ।

ଏହା ମଧ୍ୟ ଜଣା ପଡିଛି ଯେ ଏହି ଗାଡି ନାଁରେ ଏକ 500 ଟଙ୍କାର ଚାଲାଣ ବି ବାକି ରହିଥିବାର ଜଣା ପଡିଛି । ରାସ୍ତା ମଝିରେ ଯୁବକ ଯୁବତୀଙ୍କର ଏଭଳି ଡ୍ରାମା କରୁଥିବାର କାରଣ ଏପର୍ଯ୍ୟନ୍ତ ଜାଣାପଡି ନାହିଁ । ଏହି ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ଭାଇରାଲ ହେବାକୁ ହେଉଛି , ତେବେ କୁହାଯାଉଛି ଯେ ପାଠ ପଢିବାକୁ ଆସି ଏମିକି କାର୍ଯ୍ୟ କରିବା ଜଣେ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ଆଦୌ ଶୁଭକର ନୁହେଁ । କାରଣ ଯାହାବି ହେଉନା କାହିଁକି ତାହା ନିଜ ଭିତରେ ହିଁ ସମାଧାନ କରି ନେବା ଉଚିତ , ଏପରି ରାସ୍ତା ମଝିରେ ଡ୍ରାମା କରିବା ଆଦୌ ଭଲ ଶିକ୍ଷା ଦେଉ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.