Swastik Tv News Odisha

ଟ୍ରାଏଲ ରୁମରେ ଆପଣ ଡ୍ରେସ ବଦଳୁଛନ୍ତି କି ? ତାହାଲେ ହୋଇ ଯାଆନ୍ତୁ ସାଵଧାନ ! ନଚେତ ଉଲଗ୍ନ ଭିଡ଼ିଓ ହୋଇ ପାରେ ଭାଇରାଲ , ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Viral ଭିଡ଼ିଓ…

0

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଖରାପ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନେ ନିଜ ମାଆ ଓ ଭଉଣୀଙ୍କ କଥା ନ ଭାବି, ଅନ୍ୟ ଝିଅ ଓ ବୋହୁ ମାନଙ୍କ ଉପରେ ଖରାପ ନଜର ରଖିବା ସହ ଖରାପ କାର୍ଯ୍ୟ ମଧ୍ୟ କରି ଥାଆନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ ପ୍ରଭାବ ମଧ୍ୟ ପଡୁଛି। ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରୁଛନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ପୋଷକବକିଣିବା ପାଇଁ ଏକ ବଡ଼ ସପିଙ୍ଗ ମଲକୁ ଯାଇଥିଲେ, ସେଠାରେ ଜଣେ ଯୁବକ ମୋବାଇଲରେ ଫୋଟୋ ଉଥାଉ ଥିବାର ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ସପିଙ୍ଗ ମଲରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସବୁ ମହିଳା ଓ ଖାସ କରି ଝିଅ ମାନଙ୍କର ଶାଢ଼ୀ ବା ଡ୍ରେସ ପ୍ରତି ବହୁତ ଦୁର୍ବଳତା ରହିଥାଏ। ସେମାନେ ସବୁବେଳେ ନୂଆ ନୂଆ ପୋଷାକ କିଣି ବାକୁ ଓ ପିନ୍ଧି ବାକୁ ବହୁତ ମାତ୍ରାରେ ପସନ୍ଦ କରି ଥାଆନ୍ତି। ସେମାନେ ସୁନ୍ଦର ସୁନ୍ଦର ସବୁ ପୋଷାକ ଦେଖିଲେ ତାଙ୍କ ମନ ଖୁସିରେ ଉତ ଫୁଲିତ ହୋଇ ଯାଇଥାଏ। ଜଣେ ଯୁବତୀ ଜଣଙ୍କ ପୋଷାକ କିଣି ବାକୁ ଏକ ବଡ଼ ସପିଙ୍ଗ ମଲକୁ ଯାଇଥିଲେ। ସେଠାରେ ସେ ପୋଷାକ କିଣି ଟ୍ରାଏଲ ରୁମକୁ ଚେଞ୍ଜ କରିବା ପାଇଁ ଯାଇଥିଲେ, ଯୁବତୀ ଜଣଙ୍କ ଚେଜିଙ୍ଗ କରିବା ପୂର୍ବରୁ ଜାଣିବାକୁ ପାଇଥିଲେ ଯେ, କେହି ଜଣେ ମୋବାଇଲରେ ଫୋଟୋ ସବୁ ଉଠାଉଛି।

ତେବେ ଏହା ଦେଖି ଯୁବତୀ ଜଣଙ୍କ ଖୁବ ଜୋରରେ ଚିତ୍କାର କରି ଉଠିଲେ। ମଲରେ ଥିବା ସମସ୍ତ କର୍ମଚାରୀ ଆସି ରୁଣ୍ଡ ହୋଇଗଲେ ଓ ଏହି ଘଟଣାକୁ ନେଇ ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଯୁବକ ଜଣଙ୍କୁ ଅଟକାଇ ପଚରା ଉଚରା କରିଥିଲା। ଏଥିସହ ତାଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ଯୁବତୀ ଜଣଙ୍କ କହିଛନ୍ତି। ପୋଷାକ କିଣି ସାରିବା ପରେ ଭଲ ଭାବରେ ଟ୍ରାୟଲ ରୁମକୁ ଚେକିଙ୍ଗ କରି ପୋଷାକ ଚେଞ୍ଚ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.