Swastik Tv News Odisha

ସ୍କୁଲରେ ପାଠ ନ ପଢ଼ାଇ ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀ ସହିତ କରୁଥିଲେ ରାସଲୀଳା, ଧରି ନେଲେ ଗାଁ ଲୋକ, ଆଉ ତାପରେ ଯାହା ହେଲା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ଓ ଖରାପ ଦୃଶ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଯେମିତି ମାଆ ତାର ଛୁଆକୁ ଭଲ ଶିକ୍ଷା ଓ ସଂସ୍କାର ଦେଇଥାଏ। ଠିକ ସେମିତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ଭଲ ପାଠ ପଢେଇବାର ଶିକ୍ଷା ଦେବା ସଙ୍ଗେ ସଙ୍ଗ ସେମାନଙ୍କୁ ଭଲ ଛାତ୍ର ଛାତ୍ରୀ କରି ଗଢ଼ି ବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଛନ୍ତି ଯେ ପିଲା ମାନଙ୍କୁ ପାଠ ନ ପଢେଇ ତାଙ୍କ ପ୍ରତି ଅବହେଳା କରି ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ସ୍କୁଲ ଶିକ୍ଷକ ଓ ସୁପରି ଟେଣ୍ଡ ପିଲା ମାନଙ୍କୁ ପାଠ ନ ପଢେଇ ତାଙ୍କ ମଧ୍ୟରେ ଖରାପ ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ହସନ ପୁର ସେବାଶ୍ରମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁପରି ଟେଣ୍ଡରଙ୍କ ମଧ୍ୟରେ ନୈତିକ ସମ୍ପର୍କ ରହିଥିଲା। ସେମାନେ ପିଲା ମାନଙ୍କୁ ପାଠ ନ ପଢ଼ାଇ ତାଙ୍କ ପ୍ରତି ଅବହେଳା କରୁଥିଲେ। ଛାତ୍ରଛାତ୍ରୀ ମାନେ ସେ ଦୁହିଁଙ୍କୁ ଗୋଟେ ରୁମରେ ପଶି ଥିବାର ଦେଖି ନେଇଥିଲେ, ଏହା ଦେଖି ଛାତ୍ର ଛାତ୍ରୀ ମାନେ ଖୁବ ଜୋରରେ ରାଗି ଯାଇଥିଲେ। ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଥିବା ସ୍ୱତେ ମଧ୍ୟ ସେମାନେ ପରୀକ୍ଷା ନ ଦେଇ ଗେଟରେ ତାଲା ପକାଇ, ଗେଟ ସମ୍ମୁଖରେ ଧାରଣା ଦେଇଥିଲେ।

ତେବେ ଏହି ଘଟଣା ଜାଣି ସାରିବା ପରେ ସେଠାକାର ଗ୍ରାମ ବାସୀ ମାନେ ଉତ୍ତେଜିତ ହୋଇ ସେ ଦୁହିଁଙ୍କୁ ନିସ୍ତୁକ ଭବରେ ପିଟି ଚାଲିଥିଲେ, ଏମିତିକି ଅଭିଭାବକ ମାନେ ମଧ୍ୟ ତାଙ୍କୁ ଘୋଷଡି ଘୋଷଡି ନେଇ ମାଡ଼ ମାରିଥିଲେ। ଜିଲ୍ଲା ମଙ୍ଗଳ କାରୀ ଏଭଳି ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ପହଁଛି, ସେ ଦୁହିଁଙ୍କର ବଦଳି କରିବାର ପ୍ରତିଶୃତି ଦେଇଥିଲେ ଓ ଯାହା ଫଳରେ କି ପରିବେଶ ଶାନ୍ତ ପଡି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.