Swastik Tv News Odisha

Secret Tips – ଅଧିକ ଧାତୁ ନଷ୍ଟ କରିଛନ୍ତି କି ? କେମିତି ଭରଣା କରିବେ ସରଳ ଉପାୟ , ଧାତୁ ରୋଗ ରୁ ମୁକ୍ତି – ଆଧ୍ୟାତ୍ମିକ

0

ବନ୍ଧୁଗଣ ଆଜି ଆମେ ଏହି ଲେଖାରେ ଜାଣିବା ଯେ, ଅଧିକ ବୀର୍ଯ୍ୟ ନାଶ କାରଣରୁ ଯୁବକ ମାନଙ୍କର ବଢୁଥିବା ସମସ୍ୟା ଏବଂ ଏହାର ସମାଧାନ ବିଷୟରେ। ଯାହା ବର୍ତ୍ତମାନ ସମୟରେ ଅନେକ ଯୁବପିଢି ଙ୍କ ପାଇଁ ଏକ ପ୍ରଧାନ ସମସ୍ୟା। ଶରୀରରେ ନିଜର କାମୁକତା ଏବଂ ବୀର୍ଯ୍ୟ ଶକ୍ତିର ଯେତେବେଳେ ଦୁରୁପଯୋଗ କରାଯାଏ, ସେତେବେଳେ ଶେଷରେ ଏମିତି ଏକ ସମୟ ଆସେ, ଯେତେବେଳ ବ୍ୟକ୍ତିକୁ ଧାତୁ ରୋଗ ହୋଇଯାଏ। ସେତେବେଳେ ସେ ଦୁର୍ବଳ ହୋଇଯାଏ ଏବଂ ତା ମନ ଭିତରେ ଅନେକ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଆଉ ସେହି ସମୟରେ ବ୍ୟକ୍ତି ଜଣଙ୍କ ପାଖରେ ଅନେକ କିଛି ଲକ୍ଷଣ ଦେଖିବାକୁ ମିଳିଥାଏ।

ଧାତୁ ରୋଗର ଲକ୍ଷଣ-

ଧାତୁ ରୋଗ ହେଲେ ବ୍ୟକ୍ତି ଜଣଙ୍କ ର ଅଳ୍ପ ଉତ୍ତେଜନା ରେ ବି ଧାତୁ କ୍ଷୟ ହୁଏ। ଯାହାକୁ ଶୀଘ୍ର ପତନ ବୋଲି କହନ୍ତି। ଏହାଛଡ଼ା ଧାତୁରୋଗ ହେଲେ ବୀର୍ଯ୍ୟ ଶକ୍ତିର କ୍ଷମତା ହ୍ରାସ ପାଇଥାଏ। ଫଳରେ ଲିଙ୍ଗ ତେଢ଼ା ହୋଇଯିବା ଏବଂ ଗୋଟିଏ ସପ୍ତାହ ମଧ୍ୟରେ ବାରମ୍ବାର ସ୍ଵପ୍ନ ଦୋଷ ହେବା ଭଳି ସମସ୍ୟା ଦେଖାଦିଏ। ଧାତୁ ରୋଗ ରେ ୨୪ ଘଣ୍ଟା କେବଳ ହସ୍ତ ମୈଥୁନ କରିବାର ବିଚାର ଏବଂ ସମ୍ଭୋଗ କରିବା ର ବିଚାର ମନ ଭିତରେ ଆସିଥାଏ। ଏମିତି ହେଲେ ଏକ ସୁନ୍ଦର୍ ସୁଢ଼ଲ ଶରୀର ଧିରେ ଧିରେ କୁତ୍ସିତ ହେବା, ଦୁର୍ବଳ ହେବାକୁ ଲାଗିଥାଏ। ମୁହଁରୁ ଏବଂ ଦେହରୁ ଦୁର୍ଗନ୍ଧ ଆସିବାକୁ ଲାଗିଥାଏ। ତେବେ ଆପଣଙ୍କର ଯଦି ଏହିଭଳି ସମସ୍ୟା ଦେଖା ଦେଉଛି କିମ୍ୱା ଏଭଳି ଲକ୍ଷଣ ସହିତ ଆପଣ ଜଡ଼ିତ ଅଛନ୍ତି ତେବେ ନିଶ୍ଚିତ ଭାବରେ ଆପଣ ନିମ୍ନଲିଖିତ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ଏଥିରୁ ମୁକ୍ତି ପାଆନ୍ତୁ। ନିଜକୁ ପରିବର୍ତନ କରି ପୁଣି ଏକ ସୁନ୍ଦର୍ ଜୀବନ ଅତିବାହିତ କରନ୍ତୁ। ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ ସବୁ କରିବା ଦରକାର୍।

ଧାତୁ ରୋଗରୁ ରକ୍ଷା ପାଇବା ପାଇଁ କଣ କରିବେ?

– ରାତି ୧୦ ସୁଦ୍ଧା ଶୋଇବାକୁ ଚେଷ୍ଟା କରନ୍ତୁ ଏବଂ ପ୍ରତିଦିନ ଶୋଇବା ପୁର୍ବରୁ ଆଧ୍ୟାତ୍ମିକ ପୁସ୍ତକ ନିଶ୍ଚିତ ପଢନ୍ତୁ।
– ଆପଣଙ୍କୁ ୩ ମାସ ପର୍ଯ୍ୟନ୍ତ ସ୍ଵପ୍ନ ଦୋଷ ଏବଂ ଧାତୁ ଦୋଷ ଠାରୁ ନିଜର ଧ୍ୟାନକୁ ଦୂରେଇ ରଖିବାକୁ ପଡିବ।
– ସବୁବେଳେ ସକାରାତ୍ମକ ଚିନ୍ତାଧାରା ପୋଷଣ କରନ୍ତୁ। କିଛିବି ନକାରାତ୍ମକ ଚିନ୍ତାଧାରା ଠାରୁ ନିଜକୁ ଦୂରେଇ ରଖନ୍ତୁ।

– ମହିଳା ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଅଶ୍ଳୀଳ ଛବି, ଭିଡିଓ ଆଦି ଦେଖନ୍ତୁ ନାହିଁ।
– ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗାଭ୍ୟାସ ଏବଂ ବ୍ୟାୟାମ କରନ୍ତୁ। ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ।
– ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପେଟ ରୋଗର ସମସ୍ୟା କୁ ଦୂର କରନ୍ତୁ। ପେଟ ଭଲ ରହିଲେ ଆପଣଙ୍କ ପାଖରୁ ଅନେକ ରୋଗ ଦୂରେଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.