Swastik Tv News Odisha

ସ୍ୱାମୀ ଘରେ ନଥିବା ବେଳେ ସ୍ତ୍ରୀ ଡାକି ପ୍ରେମିକ ସହିତ କରୁଥିଲେ ଲୀଳା…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅତ୍ୟାଚାର, ଅନ୍ୟାୟ ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ମଧ୍ୟ ଖରାପ ଆଡକୁ ବହୁତ ମାତ୍ରାରେ ଗତି କଲେଣି। ସମାଜରେ ନାରୀ ମାନେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କର ମୂଲ୍ୟ ବୁଝନ୍ତି ନାହିଁ ଓ ସମ୍ପର୍କକୁ ପାଦରେ ଆଡେଇ ଦେଇ ଥାଆନ୍ତି ଓ ଯାହା ଫଳରେ କି ସେମାନେ ଅତି ନୀଚ୍ଚ କାମ କରିବାକୁ ଯାଉଛନ୍ତି। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ପ୍ରତି ଏକ ଖରାପ ପ୍ରଭାବ ପଡୁଛି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ସ୍ୱାମୀ ଘରେ ନଥିଲା ବେଳେ ସ୍ତ୍ରୀ ଟି ଅନ୍ୟ ଏକ ଯୁବକଙ୍କ ସହ ଖରପ କାର୍ଯ୍ୟ କରୁ ଥିବାର ସୂଚନା ମିଳୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଯୁବକ ଓ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ ମଧ୍ୟ କଥା ଦେଇଥିଲେ ଓ କେହି କାହାରିକୁ ଛାଡିବେ ନାହିଁ ବୋଲି ଶପଥ ମଧ୍ୟ କରି ଥାଆନ୍ତି। ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁତ ଖୁସିରେ ରହୁଥିଲେ। ହଠାଥ ଦିନେ ଯୁବକ ଜଣଙ୍କ ଘରେ ନଥିବା ବେଳେ ଯୁବତୀ ଜଣଙ୍କ, ଅନ୍ୟ ଏକ ଯୁବକଙ୍କୁ ଘରକୁ ଡାକିଥିଲେ ଓ ଘରକୁ ଡାକି ଯୁବକଙ୍କ ସହ ଗୋଟେ ରୁମରେ ପଶି ରାସ ଲୀଳା କରୁଛନ୍ତି।

ତେବେ ଯୁବକ ଜଣଙ୍କ ଘରକୁ ଫେରି, ଏଭଳି ଘଟଣା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯୁବକ ଜଣଙ୍କ ଜାଣିବାକୁ ପାଇଲେ ଯେ, ସେ ତାଙ୍କ ପୂର୍ବ ତନ ପ୍ରେମିକ ଥିଲେ। ଏଭଳି କାର୍ଯ୍ୟ ଦେଖି ଜଣେ ବ୍ୟକ୍ତି ତାଙ୍କ ମୋବାଇଲରେ ରେକର୍ଡ଼ କରି ନେବା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.