Swastik Tv News Odisha

ଏହି ୨ ଟି ରାଶିର ପୁରୁଷ ମାନେ ପର ସ୍ତ୍ରୀ ମାନଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି, – Jyotisha Shastra

0

ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ମଧ୍ୟ ଆମ୍ଭେ ମାନେ ଜ୍ୟେତିଷଶାସ୍ତ୍ର କୁ ଆଜି ମଧ୍ୟ ସେତିକି ସମ୍ମାନ ଦେବା ସହ ବିଶ୍ୱାସ ମଧ୍ୟ କରିଥାଉ । ହିନ୍ଦୁ ପରମ୍ପରାରେ ବିବାହ କୁ ବହୁତ ଆଡମ୍ୱର ସହକାରେ ପାଳନ କରାଯାଇଥାଏ । କୁହାଯାଏ ବିବାହ ଦୁଇଟି ହୃଦୟର ମିଳନ ହୋଇଥାଏ ଏବଂ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଶାରିରୀକ ଓ ମାନସିକ ସମ୍ପର୍କ ରହିଥାଏ । ବିବାହ ପରିବାରର ସମସ୍ତ ସଦସ୍ୟଙ୍କ ସିକୃତିରେ ହୋଇଥାଏ , ଯାହା ଆମ ଆଗାମୀ ଜୀବନକୁ ସରସ ସୁନ୍ଦର କରିବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଏହି ବିବାହ ପୁଅ ଝିଅ ମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଥାଏ ।

ଏମିତି କେତେକ ପୁରୁଷମାନେ ରହିଛନ୍ତି , ଯେଉଁମାନେ ବିବାହ ପରେ ସେମାନଙ୍କ ପତ୍ନୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ପତ୍ନୀ ଧର୍ମ ମଧ୍ୟ ସଦା ସର୍ବଦା ପାଳନ କରିଥାନ୍ତି , କିନ୍ତୁ ଅପର ପକ୍ଷରେ ଏମିତି କିଛି ପୁରୁଷ ମାନେ ରହିଥାନ୍ତି , ଯେଉଁମାନେ ଗୋଟିଏ ନାରୀରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ । ସେମାନେ ବିବାହ କରିବା ପରେ ମଧ୍ୟ ଅନ୍ୟ ନାରୀ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ସେମାନଙ୍କ ସହ ଖରାପ ସମ୍ପର୍କ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ଦୁଇଟି ରାଶି ର ପୁରୁଷ ମାନେ ରହିଛନ୍ତି , ଯେଉଁମାନେ ବିବାହ ପରେ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଦୁଇଟି ରାଶି ବିଷୟରେ ଜଣେଇବୁ ।

1. ମେଷରାଶି –

ମେଷ ରାଶିର ପୁରୁଷମାନେ ବିବାହ ପରେ ଅନ୍ୟ ନାରୀ ମାନଙ୍କ ସହ ସମ୍ୱନ୍ଧ ରଖିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ବହୁତ ଶାନ୍ତ ଓ ସରଳ ପ୍ରବୃତିର ହୋଇଥାନ୍ତି କିନ୍ତୁ ପ୍ରକୃତରେ ଏମାନେ ବହୁତ ଚାଲାକ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ବିବାହ ପରେ ନିଜ ସ୍ତ୍ରୀ ସହ ଖୁସୀରେ ରହି ନଥାନ୍ତି ଏବଂ ଅନ୍ୟ ସ୍ତ୍ରୀ ମାନଙ୍କ ସହିତ ଖୁସୀରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ କୌଣସି ବି କାର୍ଯ୍ୟ କଲେ ଅନ୍ୟମାନେ ସହଜରେ ଜାଣି ପାରନ୍ତି ନାହିଁ , କାରଣ ଏହି ବ୍ୟକ୍ତିମାନେ ସବୁକଥା ଲୁଚେଇଥାନ୍ତି ।

2. ମକରରାଶି –

ମକରରାଶିର ବ୍ୟକ୍ତିମାନେ ଯାହା କିଛି ବି ନିଷ୍ପତ୍ତି ନେଇଥାନ୍ତି ତାହା ଘର ଲୋକଙ୍କ ଠାରୁ ଲୁଚେଇ ରଖିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ବହୁତ ସାୟ ଟାଇପର ହୋଇଥାନ୍ତି , ଏବଂ ଗୋଟିଏ ସ୍ତ୍ରୀ ସହ ରହିବା ଏମାନଙ୍କ ପ୍ରକୃତି ନୁହେଁ । ବିବାହ ପରେ ଅନ୍ୟ ସ୍ତ୍ରୀ ମାନଙ୍କ ସହ ସମ୍ୱନ୍ଧରେ ରହିଥାନ୍ତି , ଯେହେତୁ ଏମାନେ ପ୍ରତ୍ୟେକ କଥା ସମସ୍ତଙ୍କ ଠାରେ ଲୁଚେଇଥାନ୍ତି , ସେଥି ପାଇଁ ଏ ସମ୍ପର୍କରେ କାହାକୁ ମଧ୍ୟ ଜଣା ନଥାଏ । ଏମାନେ ବହୁତ ଶାନ୍ତ ସ୍ୱଭାବର ଦେଖା ଯାଉଥିଲେ ମଧ୍ୟ ବହୁତ ଚତୁର ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.