Swastik Tv News Odisha

Secret Tips – ସ୍ତନ ବୃଦ୍ଧି ପାଇଁ କଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି – ଗୁପ୍ତ ଜ୍ଞାନ

0

ନାରୀ ମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ହେବାରେ ସ୍ତନର ବହୁତ ଆଵଶ୍ୟକତା ରହିଛି। ଯେଉଁ ନାରୀ ମାନଙ୍କର ସ୍ତନର ଆକାର ଛୋଟ ରହିଥାଏ, ସେମାନେ ବହୁତ ବଡ଼ ଚିନ୍ତାରେ ରହିବା ସହିତ ବିଭିନ୍ନ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖିନ ହୋଇ ଥାଆନ୍ତି। ମହିଳା ମାନେ ପିଲାଟିଏ ଜନ୍ମ କରି ସାରିଲା ପରେ, ତାଙ୍କ ସନ୍ତାନକୁ ସ୍ତନ୍ୟ ପାନ କରାଇବାରେ ମଧ୍ଯ ଅସୁବିଧା ହେବା ସହିତ ବହୁତ କଷ୍ଟ ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ସ୍ତନ ବୃଦ୍ଧି କରାଇବାରେ ମହିଳା ମାନେ ମାନେ ଭିନ୍ନ ଭିନ୍ନ ଉପାୟ ଖୋଜି ବାହାର କରିବା ପାଇଁ ଚେଷ୍ଟା କରି ଥାଆନ୍ତି। ସେଥିପାଇଁ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଅନେକ ଜିନିଷ ବ୍ୟବହାର କରିବା ସହିତ ଭଲ ଭଲ ଖାଦ୍ୟ ମଧ୍ୟ ଖାଇ ଥାଆନ୍ତି। ଯାହା ଫଳରେ କି ସେମାନଙ୍କର ସ୍ତନ ବୃଦ୍ଧି ହେବା ସହିତ ସୁନ୍ଦର ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ସ୍ତନ ବୃଦ୍ଧି ହେବାରେ କିଛି ଉପାୟ ଅଵଲମ୍ବନ କରିବା;

(୧) ପ୍ରତିଦିନ କଞ୍ଚା ଚୁଡା ଓ ଦହି ଖାଆନ୍ତୁ।

(୨) ମାଛ ଓ ମାଂସ ଅଧିକ ପରିମାରଣରେ ଖାଇବା ଦ୍ୱାରା ସ୍ତନର କୌଣସି ବି ଅସୁବିଧା ହୋଇ ନଥାଏ।

(୩) ପ୍ରତିଦିନ ପୁଚି ଖେଳିବା ସହିତ ବ୍ୟାୟାମ ମଧ୍ୟ କରନ୍ତୁ, ଯାହା ଫଳରେ କି ଶରୀର ସୁସ୍ଥ ରହିବ।

(୪) ବିରି ଜାତୀୟ ଖାଦ୍ୟ ଖାଆନ୍ତୁ।

(୫) କେବେ ହେଲେ ଟାଇଟ ଇନର ପିନ୍ଧନ୍ତୁ ନାହିଁ, ଯାହା ଫଳରେ କି ଆପଣ ମାନେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି। ସେଥିପାଇଁ ସ୍ତନର ଆକାର ଅନୁସାରେ ଇନର ପିନ୍ଧନ୍ତୁ।

(୬) ବିଭିନ୍ନ ପ୍ରକାର ଚେର ମୁଳିକା ବ୍ୟବହାର କରନ୍ତୁ ଓ ଏଥି ସହ ଘରୋଇ ଚିକିତ୍ସା ମଧ୍ୟ କରନ୍ତୁ, ଯାହା ଫଳରେ କି ସବୁ ସମସ୍ୟା ଦୂର ହୋଇ ଯାଇଥାଏ।

( ୭) ସେହି ପରି ଭାବରେ ପିଲାଟିଏ ଜନ୍ମ ହେବା ପରେ, ତାକୁ ପ୍ରତିଦିନ ସ୍ତନ୍ୟ ପାନ୍ୟ କରାଇଲେ ସ୍ତନର ଆକାର ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିଥାଏ।

(୮) ବ୍ରେଷ୍ଟ ଫିଡ଼ିଂ ହେବା ଫଳରେ ଆପଣଙ୍କ ଶରୀରରେ ହର୍ମୋନାଲ ବାଲାନ୍ସ ଠିକ ଭାବରେ ରହିଥାଏ ଓ ମାନସିକ ଶାନ୍ତି ମିଳିବା ଦ୍ୱାରା, ସ୍ତନର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥି ସହ ସନ୍ତାନ ଓ ମାଆ ମଧ୍ୟ ସୁସ୍ଥ ରହି ଥାଆନ୍ତି।

(୯) ନିଜ ସନ୍ତାନକୁ ୨ ବର୍ଷ ପର୍ଯ୍ୟନ୍ତ ବକ୍ଷର କ୍ଷୀର ଖାଇବାକୁ ଦିଅନ୍ତୁ।

(୧୦) କୌଣସି ରାସାୟନିକ କ୍ରିମ ବ୍ୟବହାର କରନ୍ତୁ ନାହିଁ, ଯେଉଁଥିପାଇଁ ବହୁତ ବଡ଼ ଅସୁବିଧାରେ ସମୁଖୀନ ହୋଇ ପାରନ୍ତି।

(୧୧) ଜଡି ବୁଟି ବା ଆୟୁର୍ବେଦିକ ଉପଚାର କଲେ, ଆପଣ ମାନେ କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ। ଯାହା ଫଳରେ କି ଆପଣଙ୍କ ସ୍ତନ ଓ ଶରୀର ସୁସ୍ଥ ରହିବା ସହିତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ। ଏହି ସବୁ ଉପାୟ ଅବଲମ୍ବନ କରିଲେ ଆପଣ ମାନଙ୍କର ସ୍ତନ ବୃଦ୍ଧି ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.